Latest Odisha News

BREAKING NEWS

Yearly Archives

2021

ବିଧାନସଭା ନିର୍ବାଚନ ଥିବା ୪ ରାଜ୍ୟ ପାଇଁ ବଜେଟରେ ବମ୍ପର ଘୋଷଣା

ନୂଆଦିଲ୍ଲୀ: ବଜେଟରେ ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ସଡ଼କ ଭିତ୍ତିଭୂମି ପାଇଁ ପ୍ୟାକେଜ୍ ଘୋଷଣା ହୋଇଛି । ଏଥିପାଇଁ ୨ଲକ୍ଷ ୨୭ହଜାର କୋଟି ଟଙ୍କା ବ୍ୟୟ ବରାଦ…

କୃଷକ ଆନ୍ଦୋଳନକୁ ନେଇ ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍‌ ଜାମ୍‌; ଯାହାବାହାନ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଗାଜୀପୁର (ଦିଲ୍ଲୀ-ଉତ୍ତରପ୍ରଦେଶ) ସୀମାରେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ନୋଏଡା ଠାରୁ ଅକ୍ଷରଧାମ ପର୍ଯ୍ୟନ୍ତ ସୋମବାର ଯାନବାହାନ ଚଳାଚଳ ଉପରେ ଭାରି ଟ୍ରାଫିକ ସମସ୍ୟା ଜାରି ରହିଥିଲା। ସୋମବାର ଦିନ ହରିୟାଣା ଏବଂ ଉତ୍ତରପ୍ରଦେଶ ସହିତ ଦିଲ୍ଲୀର ସୀମା ବନ୍ଦ ଥିବାରୁ…

ବାଇକକୁ ଧକ୍କା ଦେଲା କାର, ଜଣେ ମୃତ

ବଲାଙ୍ଗିର: ବାଇକକୁ ଧକ୍କା ଦେଲା କାର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ରୁଗୁଡିପାଲି ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଆନ୍ୟ ଜଣେ ଗୁରୁତର ହୋଇଛନ୍ତି ।  ଜଣେ  ଫ୍ଲିପକାର୍ଟର ଡେଲିଭରୀ ବଏ ବାଇକରେ ଆସୁଥିବା ବେଳେ, କଳାହାଣ୍ଡି ଅଭିମୁଖେ ଯାଉଥିବା…

ରେଳବାଇ ପାଇଁ ବଜେଟରେ ୧.୧୦ଲକ୍ଷ କୋଟି ଟଙ୍କା ବ୍ୟୟବରାଦ

ନୂଆଦିଲ୍ଲୀ: ସାଧାରଣ ବଜେଟରେ ରେଳବାଇ ପାଇଁ ୧ଲକ୍ଷ ୧୦ହଜାର ୫୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର । ୨୦୩୦ରୁ ନୂଆ ରେଳ ଯୋଜନା । ରେଲଓ୍ୱେ ଓ ପର୍ଯ୍ୟଟକ ରୁଟ ପାଇଁ ନୂଆ ପ୍ଲାନ୍ ପ୍ରସ୍ତୁତ କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ଆଉ କିଛି ସହରରେ ଆରମ୍ଭ ହେବ…

“ଆଧୁନିକ”ର ପ୍ରଥମ ସମ୍ପାଦକୀୟ, ଓଡିଆ ପ୍ରଗତିବାଦୀ ସାହିତ୍ୟର ମହାନାୟକ ଭଗବତୀ ଚରଣ ପାଣିଗ୍ରାହୀ

(୧, ଫେବୃଆରି, ୧୯୦୮-୨୩, ଅକ୍ଟୋବର, ୧୯୪୩, ମାତ୍ର ୩୫ ବର୍ଷର ଜୀବନ ବଞ୍ଚି ଭଗବତୀ ଚରଣ ପାଣିଗ୍ରାହୀଙ୍କର ଆଜି ୧୧୩ ତମ ଜୟନ୍ତୀ। ୩୫ ବର୍ଷର ତାଙ୍କ ଜୀବନ ଥିଲା ଜାତୀୟ ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟ। ଅଳ୍ପ ଆୟୁଷରେ ଏକ ବିରାଟ ଇତିହାସ ସୃଷ୍ଟି କରିଥିବା ସେ ଥିଲେ ଏକ ବିରଳ ବ୍ୟକ୍ତିତ୍ବ।…

ବିରୁଷ୍କା କଣ ରଖିଛନ୍ତି ତାଙ୍କ ଲିଟିଲ୍‌ ଏଞ୍ଜେଲ୍‌ର ନାଁ; ଜାଣନ୍ତୁ

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଆଜି ନିଜ ଝିଅର ନାମ ପ୍ରକାଶ କରିଛନ୍ତି। ଏହି ଦମ୍ପତି ତାଙ୍କ କ୍ୟୁଟ୍‌ ଲିଟିଲ୍‌ ଏଞ୍ଜେଲ୍‌ର ନାଁ ଭାମିକା ରଖିଛନ୍ତି। ବିରାଟ ଏବଂ ଅନୁଷ୍କା ତାଙ୍କ ନବଜାତ ଶିଶୁର ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ତାଙ୍କ ପୋଷ୍ଟରେ ସେ…

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୭୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା କାୟା। ଉଭୟ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଗତ ୨୪ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୭୯ ନୂଆ ଆକ୍ରାନ୍ତ । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ୭୯ ନୂଆ ଆକ୍ରାନ୍ତଙ୍କ ଭିତରେ…

ନିତ୍ୟା ମରିୟମ ଜନଙ୍କର ପାଞ୍ଚୋଟି କବିତା

ନିତ୍ୟା ମରିୟମ ଜନ, କେରଳରେ ରହୁଥିବା ନୂଆ ପ୍ରଜନ୍ମର ଅତ୍ୟନ୍ତ ଶକ୍ତିଶାଳୀ କବି। ତାଙ୍କ ଇଂରାଜୀ କବିତାର ନୂଆ ସଂକଳନ 'RUMINATIONS & REFLECTIONS' ଏବେ ଚର୍ଚ୍ଚାରେ। ମହାନଦୀ ବୁକ୍ସ, ଭୁବନେଶ୍ୱର ଦ୍ଵାରା ପ୍ରକାଶିତ ଏ ବହିରେ ରହିଛି କେତୋଟି ଚମକପ୍ରଦ କବିତା। ନିତ୍ୟାଙ୍କ ପାଞ୍ଚୋଟି…

କାହିଁକି ଶତ୍ରୁଘ୍ନ ସିହ୍ନା ଏବଂ ସ୍ୱର୍ଗତ ରାଜେଶ ଖାନ୍ନାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା; କଣ ଥିଲା ଏହା ପଛର…

ନୂଆଦିଲ୍ଲୀ: ରାଜନୀତିରେ ସ୍ୱର୍ଗତ ରାଜେଶ ଖାନ୍ନାଙ୍କ ସହ ତାଙ୍କର ବିଗିଡି ଯାଇଥିବା ସମ୍ପର୍କ ବିଷୟରେ ଶତ୍ରୁଘ୍ନ ସିହ୍ନା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀ ପାଇଁ ଉପ-ନିର୍ବାଚନରେ ​​ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶତ୍ରୁଘ୍ନଙ୍କ ନିଷ୍ପତ୍ତିରେ ରାଜେଶ…

ବଜେଟରେ ସ୍ୱାସ୍ଥ୍ୟସେବା: ନୂଆ ଯୋଜନା ଘୋଷଣା, କୋଭିଡ୍ ଭ୍ୟାକସିନ୍ ପାଇଁ ୩୫ହଜାର କୋଟି

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ । କରୋନା କାଳରେ ଚଳିତ ବଜେଟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବଜେଟରେ ପିଏମ୍ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।…