Latest Odisha News

BREAKING NEWS

Yearly Archives

2021

ସଞ୍ଚାର କଳାକାର ଦୁଃଖନାଶନ ବେହେରା ବେନି ମାଧବ ସମ୍ମାନ ପାଇଁ ମନୋନୀତ

ସମ୍ବଲପୁର : ଗଙ୍ଗାଧର ବିଶି ପ୍ରକାଶନୀ ସମ୍ବଲପୁର ତରଫରୁ ଦ୍ୱିତୀୟ "ବେନି ମାଧବ ସମ୍ମାନ" ପାଇବା ପାଇଁ ବିଶିଷ୍ଟ ସଞ୍ଚାର କଳାକାର  ଦୁଃଖନାଶନ ବେହେରା ମନୋନୀତ ହୋଇଛନ୍ତି। ଏକ ସ୍ଵତନ୍ତ୍ର ବୈଠକରେ ମନୋନୟନ କମିଟିର ସଦସ୍ଯ ଶ୍ରୀଯୁକ୍ତ ସଞ୍ଜୟ ସୂପକାର, ଶ୍ରୀଯୁକ୍ତ ଅଶୋକ ପଧାନ, ଡ.…

ଆସିଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ପ୍ରଥମ ଲୁକ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଚଳିତ ବର୍ଷ ଅନେକ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମରେ ନଜର ଆସିବେ। ଏହି ସମୟରେ ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମରେ ଆଗାମୀ ଚଳଚ୍ଚିତ୍ରର 'ଥ୍ୟାଙ୍କ୍‌ ଗଡ୍‌'ର ପ୍ରଥମ ଲୁକ୍‌ ସେୟାର କରିଛନ୍ତି। ଫଟୋରେ ସିଦ୍ଧାର୍ଥ ପୋଲିସ ୟୁନିଫର୍ମ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୩.୮୫ ଲକ୍ଷ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୩ ଲକ୍ଷ ୮୫ ହଜାର ୮୮୮ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହା ପରେ ମୋଟ ମାମଲା ୧୦ କୋଟି ୩୫ ଲକ୍ଷ ୦୩ ହଜାର ୫୩୩ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା…

ପ୍ରଧାନମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ବାର୍ତ୍ତା ସମର୍ଥନରେ ବଲିଉଡ୍‌ର ଏହି ତାରକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ କୀ ବାତ୍‌' ସମ୍ବୋଧନକୁ ସମର୍ଥନ ଜଣାଇ ଅଭିନେତ୍ରୀ ଦୀପିକା ପାଦୁକୋନ ରବିବାର ରାତିରେ ଟ୍ୱିଟର କରି ସମର୍ଥନ କରିଛନ୍ତି। ସେ ମହିଳା ସଶକ୍ତିକରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ରିଟ୍ୱିଟ କରି ଏଥିରେ ନିଜର ଭାବନା ଯୋଡିଥିଲେ।…

ଓଡ଼ିଆ ଚଳଚ୍ଚିତ୍ର ତୁ ମୋର ଜୀବନର ଭାଲେନଟାଇନର ମହୁରତ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଆ ଚଳଚ୍ଚିତ୍ର ତୁ ମୋର ଜୀବନର ଭାଲେନଟାଇନର ମହୁରତ ଅନୁଷ୍ଠିତ ହୋଇ ଯାଇଛି। ଏହି ଚଳଚିତ୍ରରେ ଭାଲେଣ୍ଟାଇନର ଏକ ଭିନ୍ନ ରୂପକୁ ଟୁଇଷ୍ଟ ହିସାବରେ ଦେଖିବାକୁ ମିଳିବ । ଏହି ଚଳଚିତ୍ରରେ ମନୀଷା ମିଶ୍ର, ସଂଜୀବ ପରିଡା, ଲଷ୍ମୀ ପ୍ରିୟା ସାହୁ , ରବି…

ଆହୁରି ୪-୫ ଦିନ ଶୀତ: ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ଟି ସହରରେ ପାରଦ

ଭୁବନେଶ୍ୱର: ରାଜ୍ୟକୁ ଫେରିଛି ଶୀତ । ଗତ ଦୁଇ ଦିନ ହେବ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାଣିପାଗ ବିଭାଗ ସୂଚନା ଦେଇଛି ଶୀତ ଲହରି ଆହୁରି ୪-୫ ଦିନ ରହିବ । ଆଜି ରାଜ୍ୟର ୧୦ଟି ସହରରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲାରେ…

ପାକିସ୍ତାନକୁ ମାଗଣା ଟିକା ଦେବ ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତରେ ଟିକାକରଣ ଜାରି ରହିଛି। ଏଭଳି ସ୍ଥଳେ ପଡୋଶୀ ଦେଶକୁ ଭାରତର କରୋନା ଟିକା ପଠାଇବାକୁ ସ୍ଥିର କରାଯାଇଛି। କୂଟନୈତିକ ସ୍ତରରେ ଗଲ୍ଫର ଘନିଷ୍ଠ ଅଂଶୀଦାର ଥିବା ଓମାନକୁ ୧ ଲକ୍ଷ ଆଣ୍ଟି-କୋଭିଡ ସଟ୍ ପଠାଇବା ଲାଗି ନିଷ୍ପତ୍ତି ହୋଇଛି।…

ମିଆଁମାରରେ ସେନା ହାତରେ ଶାସନ: ଆଙ୍ଗ ସାନ୍‌ ସୁ କି ଓ ମିଆଁମାର ରାଷ୍ଟ୍ରପତି ଗିରଫ !

ନୂଆଦିଲ୍ଲୀ: ମିଆଁମାରରେ ରାଜନୈତିକ ଅସ୍ଥିରତା । ସେନା ହାତରେ ଏବେ କ୍ଷମତା । ମିଆଁମାରର ସବୁଠୁ ବଡ ନେତା ଆଙ୍ଗ ସାନ ସୁ କି ଓ ରାଷ୍ଟ୍ରପତି  ବିନ୍‌ ମିଣ୍ଟଙ୍କୁ ଅଚକ ରଖିଛି ମିଆଁମାର ସେନା । ଏହାସହ ଶାସନରେ ଥିବା ଅନ୍ୟ ବରିଷ୍ଠ ନେତାଙ୍କ ଘରେ ଆଜି ଭୋରୁ ଚଢ଼ାଉ କରି ସେମାନଙ୍କୁ ଅଟକ…

ପ୍ରଥମ ଥର ପାଇଁ ଡିଜିଟାଲ୍ ରୂପ‌ରେ ଉପସ୍ଥାପିତ ହେବ ୨୦୨୧ ବଜେଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୧ ପ୍ରଥମ ଥର ପାଇଁ କାଗଜହୀନ ଫର୍ମରେ ଉପସ୍ଥାପିତ ହେବ। ଯେଉଁଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପାରମ୍ପାରିକ ବ୍ରାଉନ୍ ବ୍ରିଫକେସ୍ କିମ୍ବା 'ବହି ଖାତା' ବଦଳରେ ମେଡ୍‌ ଇନ୍‌ ଇଣ୍ଡିଆ ଟାବ୍‌ଲେଟ୍‌ରେ ଦେଖିବାକୁ ମିଳିବ। ୨୦୧୯ ରେ ବଜେଟ୍…

ମିଆଁମାର ସାମରିକ ଆକ୍ରମଣକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ସୋମବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ମିଆଁମାରର ବିକାଶକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି ଭାରତ। ଦେଶରେ ଗଣତାନ୍ତ୍ରିକ ପରିବର୍ତ୍ତନକୁ ସମର୍ଥନ କରିବାରେ ଭାରତ ସର୍ବଦା ସ୍ଥିର ହୋଇଛି। "ଆମେ ମିଆଁମାରର ବିକାଶକୁ ଗଭୀର ଚିନ୍ତା ସହିତ ଲକ୍ଷ୍ୟ କରିଛୁ।…