Latest Odisha News

BREAKING NEWS

Yearly Archives

2021

ରୋଷଘର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ମହାପ୍ରଭୁଙ୍କ ମହାପ୍ରସାଦ ଯେମିତି ମହାନନ୍ଦ, ମହାପ୍ରେମ, ମହାଭାବ, ମହାପବିତ୍ରତାର ସହିତ ମହିମାମୟ, ମହାପ୍ରସାଦ ପ୍ରସ୍ତୁତ ହେଉଥିବା ସ୍ଥାନ ବା ଶ୍ରୀମନ୍ଦିରର ରୋଷଘର ମଧ୍ୟ ସେହିଭଳି ଦିବ୍ୟତାର ପ୍ରତୀକ । ଶ୍ରୀମନ୍ଦିରରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧାମୂରତି ଶ୍ରୀ ଜଗନ୍ନାଥ ରତ୍ନବେଦୀରେ ବିରାଜମାନ କରି ଭକ୍ତଙ୍କ ମନ ମୋହୁଛନ୍ତି, ବେଦୀର ଦକ୍ଷିଣରେ ଶ୍ରୀବଳଭଦ୍ର, ମଧ୍ୟରେ ମା ସୁଭଦ୍ରା, ଉତ୍ତର ପାର୍ଶ୍ଵରେ ଶ୍ରୀଜଗନ୍ନାଥ ।…

ମୋ ସ୍ମୃତିରେ ପୋରୁହାଁ ଅଷ୍ଟମୀ

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ ……  ପ୍ରଥମାଷ୍ଟମୀରେ ଆଜି ଏଇ ଉତ୍ତର ବୟସରେ ବି ମୋର ମାମୁଁ ଘର କଥା ଖୁବ୍ ମନେପଡେ । ମୋର ମାମୁଁ ଘର ଜଟଣୀ କୁଦିଆରୀ ଗାଁରେ। ଅଜା ଆଈଙ୍କର ଦୁଇ ପୁଅ, ଦୁଇ ଝିଅ । ମାମୁଁ ଦି ଜଣ ବଡ, ମୋର ବୋଉ ଆଉ ମାଉସୀ ସାନ। ଘଟଣାକ୍ରମେ ମୋର ବାପା ମୋ' ଜନ୍ମ ପରେ…

କୁଳାଙ୍ଗାର ଉବାଚ : ଭାରତ ବନାମ ଇଣ୍ଡିଆର ଲୋକ

ଭାରତର ଲୋକ : ଆମକୁ ଗାଆଁରେ ମିଳୁନି ଭଲ ପିଇବା ପାଣି! ଇଣ୍ଡିଆର ଲୋକ : ତା ହେଲେ ପିଉନ ମିନେରାଲ ପାଣି ବୋତଲ ଆଣି!! ଭାରତର ଲୋକ: ତୈଳଦର ବୃଦ୍ଧି ସତରେ ଭାଆରି ବାଧୁଛି ! ଇଣ୍ଡିଆର ଲୋକ: ଜାଣି ପାରୁନ ଚୀନ୍ ଓ ପାକିସ୍ଥାନକୁ ଆମ ସେନା କେତେ ନାଦୁଛି !! ଭାରତର ଲୋକ:…

ସନ୍ଦେହ ଘେରରେ ଭାରତ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ: କରୋନାର ନୂତନ ଭ୍ୟାରିଆଂଟ ବି.୧.୧.୫୨୯ ସମସ୍ତଙ୍କୁ ଏବେ ଚିନ୍ତାରେ ପକାଇଛି । ବୈଜ୍ଞାନିକମାନେ ଏହାକୁ ସବୁଠାରୁ ଘାତକ ବୋଲି ବିବେଚନା କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ଭ୍ୟାରିଆଂଟ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଭାରତ କ୍ରିକେଟ ଟିମ ଡିସେମ୍ବର ୧୭ରୁ ଏଠାରେ…

୬୩୩ ଦିନ ପରେ ଆସିଲା ଗୁଡ ନ୍ୟୁଜ: ଆନ୍ତର୍ଜାତୀୟ ଏୟାର ଟ୍ରାଭେଲ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶ ବାହାରେ ନୂଆ ବର୍ଷର ମଉଜ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଗୁଡ ନ୍ୟୁଜ ଆସିଯାଇଛି । ୬୩୩ ଦିନ ପରେ ସରକାର ୧୫ ଡିସେମ୍ବରରୁ ଆନ୍ତର୍ଜାତୀୟ ଏୟାର ଟ୍ରାଭେଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କରୋନା ମହାମାରୀ ଯୋଗୁ ଏହା ବନ୍ଦ ରଖା ଯାଇଥିଲା । ତେବେ ୟୁକେ, ଫ୍ରାନ୍ସ,…

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ , ୬ ଘଣ୍ଟା ଧରି ଚାଲିଲା ପଚରା ଉଚରା

ଭୁବନେଶ୍ୱର : ଗୋପାଳପୁର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଇଡି ଆଜି ୬ ଘଣ୍ଟା ଧରି ପଚରା ଉଚରା କରିଛି । ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ତାଙ୍କୁ ଜେରା କରାଯାଇଥିଲା । ଅଭୟ କାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୃତିଙ୍କ ଆକାଉଣ୍ଟକୁ…

ନ୍ୟୁଜିଲାଣ୍ଡର ଦୃଢ଼ ବ୍ୟାଟିଂ: ୧୨୯/୦

କାନପୁର:ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ନ୍ୟୁଜିଲାଣ୍ଡ ଟିମର ପ୍ରଭାବ ରହିଥିଲା । ଭାରତକୁ ୩୪୫ ରନରେ ଅଲଆଉଟ କରିବା ପରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା କୌଣସି ଉଇକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଛି । ଟମ ଲାଥାମ ୫୦ ଓ ୱିଲ ୟଙ୍ଗଙ୍କ ୭୫ ରନ କରି…

ଶିଶୁ ଟିକାକରଣରେ ସମଗ୍ର ଦେଶରେ ଓଡିଶା ୧ ନମ୍ବର ସ୍ଥାନରେ

ଭୁବନେଶ୍ୱର : ଶିଶୁ ଟିକାକରଣରେ ସମଗ୍ର ଦେଶରେ ଓଡିଶା ଆଗରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ଦ୍ୱିତୀୟ ପଯ୍ୟାୟ ରିପୋର୍ଟରେ ଏହା କୁହାଯାଇଛି । ଓଡିଶାର ଏହି ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ…

ବାଲେଶ୍ୱରରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଗାଡି ଉପରକୁ ଅଣ୍ଡାମାଡ

ବାଲେଶ୍ୱର : ପୁଣି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ । ବାଲେଶ୍ୱରରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । କଂଗ୍ରେସ କର୍ମୀମାନେ କଳା ପତାକା ଦେଖାଇବା ସହ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଥିବା ସୂଚନା…