Latest Odisha News

BREAKING NEWS

Yearly Archives

2021

ୱେବ୍ ସିରିଜ୍ ‘ଆଶ୍ରମ’କୁ ନେଇ ପୁଣି ବଢିଲା ଅଡୁଆ

ନୂଆଦିଲ୍ଲୀ: ଏମ୍‌ଏକ୍ସ ପ୍ଲେୟାରରେ ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ 'ଆଶ୍ରମ' ରିଲିଜ୍ ହେବାର ଅନେକ ମାସ ପରେ ମଧ୍ୟ ବିବାଦ ଲାଗି ରହିଛି। ସଦ୍ୟତମ ମାମଲାରେ ରାଜସ୍ଥାନର ଯୋଧପୁର ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ଅନୁଯାୟୀ ପୋଲିସ ରିପୋର୍ଟ ଦାଖଲ କରିଛି।…

ଆଜିଠାରୁ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହେବ ପାଣ୍ଠି ସଂଗ୍ରହ ଅଭିଯାନ; ରାଷ୍ଟ୍ରପତି ଦେବେ ପ୍ରଥମ ଦାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମହାନ ରାମ ମନ୍ଦିର ପାଇଁ 'ନିଧି ସମର୍ପଣ ଅଭିଯାନ' ଶୁକ୍ରବାର ଠାରୁ ସାରା ଦେଶରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଶୁଭେଚ୍ଛା ଏବଂ ତାଙ୍କୁ ପ୍ରଦାନ କରାଯାଇଥିବା ଉତ୍ସର୍ଗ ପାଣ୍ଠିରୁ ଆରମ୍ଭ ହେବ। ଏଥିପାଇଁ ଶ୍ରୀ ରାମ…

ଆଜି କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଦେଶରେ କୃଷି ସଂସ୍କାର ପାଇଁ ପାରିତ ହୋଇଥିବା ତିନିଟି କୃଷି ଆଇନ ବିରୋଧରେ ସରକାର ପୁନର୍ବାର ଆନ୍ଦୋଳନକାରୀ କୃଷକଙ୍କ ସହ ଆଲୋଚନା କରିବେ। ଆଜି କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହେବ। ସୁପ୍ରିମକୋର୍ଟଙ୍କ ଦ୍ୱାରା ବିଶେଷଜ୍ଞ…

କବଡ଼ିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି

ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ଥିବା ଏକ କବଡ଼ିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଏଥିରେ କୌଣସି ଜୀବନ ହାନି ହୋଇନଥିବା ବେଳେ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି। ସକାଳୁ ମର୍ଣ୍ଣିଂ ଯିବା ବେଳେ ଜଣେ ବ୍ୟକ୍ତି ନିଆଁ ଲାଗିବାରେ…

ଆଜିଠୁ ଆରମ୍ଭ ହେଲା ଭିତରକନିକାରେ କୁମ୍ଭୀର ଗଣନା

ପଟ୍ଟାମୁଣ୍ଡାଇ: ଜାତୀୟ ଉଦ୍ୟାନ ଭିତରକନିକାରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି। ଏହି ଗଣନା କାର୍ଯ୍ୟରେ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ବରେ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ…

କୋରାପୁଟରୁ ଜବତ ହେଲା ପ୍ରାୟ ୧୪ ଲକ୍ଷ ଟଙ୍କାର ଗଞ୍ଜେଇ; ୨ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଆନ୍ଧ୍ର ସୀମାନ୍ତ ବାରଟି ଅଞ୍ଚଳରୁ ବିପୁଳ ଗଞ୍ଜେଇ ବିହାର ଚାଲାଣ ବେଳେ ଚଢ଼ାଉ କରି ଧରିଛି ମାଛକୁଣ୍ଡ ଲମତାପୁଟ ପୋଲିସ । ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ପୋଲିସ ଓଡିଶା ସୀମାରେ  ନାକା ବନ୍ଦୀ…

ଆଜିଠୁ ଲାଗୁ ହେଲା ଏହି ନିୟମ; ଲ୍ୟାଣ୍ଡଲାଇନରୁ ମୋବଇଲକୁ ଫୋନ୍ କରୁଥିଲେ ଏଣିକି ଶୂନ ଲଗାଇବା ଜରୁରୀ

ଭୁବନେଶ୍ୱର: ଲ୍ୟାଣ୍ଡଲାଇନ୍ ରୁ ମୋବଇଲକୁ ଫୋନ୍ କରୁଥିଲେ ଜାଣି ରଖନ୍ତୁ ଏହି ନିୟମ । ଏଣିକି ମୋବାଇଲ ନମ୍ବର ପୂର୍ବରୁ ଆପଣଙ୍କୁ ଶୂନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ସାରାଦେଶରେ ଆଜିଠାରୁ ଏହି ନିୟମ ସାରା ଲାଗୁ ହୋଇଛି। ମେ ୨୯ ତାରିଖରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପାରିଶ…

ଓଡ଼ିଶା ପର୍ଯ୍ୟଟନର ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟାରେ ମୀରା ଦାସଙ୍କର ଶବରୀ ଚରିତ

ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍‍ଘାଟନ ହୋଇଥିଲା । ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଛଅ ପଦ ଓ ଛଅ ରାଗରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୧୫-୧-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୧୫ରିଖ ଶୁକ୍ରବାର ମକର ୨ ଦିନ ପୌଷ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର :- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:- ସିଂହ ରାଶି ପୁରୁଷଙ୍କର…

ମନପକ୍ଷୀ ଝୁରେରେ କବିତା ବହି ଉନ୍ମୋଚିତ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଲୋଚାପଡ଼ା ଶକ୍ତିନଗରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଡକ୍ଟର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରଥମ ସଙ୍କଳିତ "ମନପକ୍ଷୀ ଝୁରେରେ " କବିତା ବହିର ଉନ୍ମୋଚନ ହୋଇଯାଇଛି। ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ବହୁମୁଖୀ ସମାଜ…