Latest Odisha News
Yearly Archives

2021

ପ୍ରଶଂସକଙ୍କୁ ଆଲର୍ଟ କଲେ ଗୋବିନ୍ଦା, ଲକ୍ଷ୍ନୌ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ମିଛ

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ତାଙ୍କ ନାମରେ ପ୍ରକାଶିତ ଏକ ବିଜ୍ଞାପନ ଦେଖି ଚକିତ ହୋଇ ପଡିଥିଲେ । ଏହି ବିଜ୍ଞାପନରେ ୨୦ ଡିସେମ୍ବରରେ ଗୋବିନ୍ଦାଙ୍କୁ ପ୍ରଶଂସକ ସାକ୍ଷାତ କରିପାରିବେ ଉଲ୍ଲେଖ ରହିଥିଲା । ଏହା ଜାଣିବା ମାତ୍ରେ ସେ ସଙ୍ଗେ ସଙ୍ଗେ ସୋସିଆଲ ସାଇଟରେ ଏ ନେଇ ସମସ୍ତଙ୍କୁ…

[ଭିଡିଓ] ସଙ୍ଗୀତ ସମାରୋହରେ ଉଡିଲା ବିଡାବିଡା ଟଙ୍କା

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ କଏଦ ହୋଇଛି ସଙ୍ଗୀତ ସମାରୋହର କିଛି ଅବିଶ୍ୱସନୀୟ ଦୃଶ୍ୟ । ଜଣେ ଗାୟିକା ଗୀତ ଗାଉଥିବାବେଳେ ନିକଟରେ ଥିବା ଲୋକ ଉଡାଇଥିଲେ ବିଡାବିଡା ଟଙ୍କା । ଭିଡିଓଟି ଗୁଜରାଟରୁ ଆସିଛି । ସେଠିକାର ଚର୍ଚ୍ଚିତ ଗାୟିକା…

ଭାରତ-ପାକ ସୀମାରୁ ମିଳିଲା ୩.୧୫ କୋଟି ଟଙ୍କାର ହେରୋଇନ

ଅଟାରୀ: ଭାରତ-ପାକିସ୍ତାନ ଅଟାରୀ ଇଂଟିଗ୍ରେଟେଡ ଚେକପୋଷ୍ଟ ନିକଟରେ ୩.୧୫ କୋଟି ଟଙ୍କାର ହେରୋଇନ ଜବତ ହୋଇଛି । ନିୟମିତ ଚେକିଂ ବେଳେ ସ୍ନିଫର କୁକୁର ଏକ କଳା ପ୍ୟାକେଟ ପାଇଥିଲା । ଏହାକୁ ଶୁଂଘିବା ପରେ ସେ ତାର ହ୍ୟାଣ୍ଡଲରକୁ ଦେଖି ଭୁକିବାକୁ ଲାଗିଥିଲା । ସିନିୟର ଅଧିକାରୀମାନେ ଆସି ଏହାର…

ମମିତା ମେହେର ହତ୍ୟାକାଣ୍ଡ ମାମଲା ,ଗୋବିନ୍ଦ ସାହୁର ହ୍ୟାଣ୍ଡରାଇଟିଂ ଯାଞ୍ଚ ଆବେଦନ ଶୁଣାଣି ଘୁଞ୍ଚିଲା

କଳାହାଣ୍ଡି : କଳାହାଣ୍ଡି ମହାଲିଙ୍ଗ ସ୍କୁଲ୍ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି ।ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଆଦେବନ କରାଯାଇଥିଲା ।ଏହାର ଶୁଣାଣି ପାଇଁ…

[ଭିଡିଓ] ଭାଙ୍ଗିଲା ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତି, ସଜାଡିବାକୁ ଡାକ୍ତରଖାନା ପହଂଚିଲେ ପୂଜକ

ଭୁବନେଶ୍ୱର: ପୁରାଣ ଓ ଶାସ୍ତ୍ର ଅନୁଯାୟୀ ଦିଅଁଙ୍କୁ ବି ଜ୍ୱର ହୋଇଥାଏ । ଏଥିପାଇଁ ରହିଛି ନାନା ନୀତି ନିୟମ । ତେବେ କୌଣସି ଦେବାଦେବୀ ଆହତ କାରଣରୁ ଡାକ୍ତରଖାନା ଯିବା ବୋଧ ହୁଏ ଆପଣ କେବେ ଦେଖିନଥିବେ କିମ୍ବା ଶୁଣିନଥିବେ । ହେଲେ ଓଡିଶାଠୁ ଦୂରରେ ଥିବା ଉତ୍ତରପ୍ରଦେଶରେ ଏପରି ଏକ ଘଟଣା…

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍

ବିଶାଖାପାଟଣା : ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ଆଇଏନ୍‌ଏସ୍‌ ସାମିଲ କରାଯିବ । ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ…

ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିଜେପି କର୍ମୀଙ୍କ ବିରୋଧ

ଭୁୁବନେଶ୍ୱର : ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିରୋଧ । ମମିତା ମେହେର ହତ୍ୟା କାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏକାମ୍ର ମହାବିଦ୍ୟାଳୟ ସାମ୍ନାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି କର୍ମୀମାନେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳା ପତାକା…

ଜଙ୍ଗଲରୁ ମିଳିଲା ଚୋରି ନବଜାତ ଶିଶୁ କନ୍ୟା

ସୋନପୁର: ଅର୍ଜୁନପୁର ଜଙ୍ଗଲରୁ ମିଳିଲା ଶିଶୁକନ୍ୟା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ପରିବାର ଲୋକ କରିଥିଲେ ଅଭିଯୋଗ । ନବଜାତ ଶିଶୁକନ୍ୟାକୁ ପୋଲିସ ଆଜି ଜଙ୍ଗଲରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଭୟରେ ଶିଶୁ ଟିକୁ ଜଙ୍ଗଲରେ ଫିଙ୍ଗି…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନସ୍ଥ ହିତାଧିକାରୀ ମାନଙ୍କୁ ଆହୁରୀ ୮ ମାସ ପାଇଁ ମାଗଣାରେ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ…

ଦୁଇ ଭଉଣୀଙ୍କ ସଲିଳ ସମାଧି

ବାରିମୂଳ: କେନ୍ଦ୍ରାପଡା ସଦରଥାନା ଜଅଁରା ବାରିମୂଳ ଗାଁରେ ଅଘଟଣ । ପାଣିରେ ବୁଡ଼ି ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ମଧ୍ୟରୁ ଜଣେ ୩ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର ଝିଅ । ଯୋର ଭିତରୁ ଡଙ୍ଗା ଗୋଟାଉଥିବା ବେଳେ ଏହି ଅଘଟଣ ଘଟିଛି । ଯୋର ଭିତରୁ ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି…