Latest Odisha News

BREAKING NEWS

Yearly Archives

2021

ଜାନୁଆରୀ ୧୦ରୁ କଟକରେ ଦିଆଯିବ ବୁଷ୍ଟର ଡ଼ୋଜ୍

କଟକ: ଜାନୁଆରୀ ୧୦ତାରିଖରୁ କରୋନା ପାଇଁ କଟକରେ ବୁଷ୍ଟର ଡ଼ୋଜ୍ ପ୍ରଦାନ ଆରମ୍ଭ ହେବ । ଏନେଇ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଲାଣି । ତେଣୁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଡ଼ୋଜ୍ ଦିଆଯିବା…

ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ…

ନିର୍ମାଣ ହେବ ବଲିଉଡ୍‌ ସୁପର୍‌ଷ୍ଟାର ରାଜେଶ ଖାନ୍ନାଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ରେ ପ୍ରଥମ 'ସୁପରଷ୍ଟାର' ଶବ୍ଦ ରାଜେଶ ଖାନ୍ନାଙ୍କ ପାଇଁ ବ୍ୟବହାର କରାଯାଇଥିଲା। ଯାହାର ସେ ହକ୍‌ଦାର ବି ଥିଲେ। ତାଙ୍କ ଅଭିନୟ, ଷ୍ଟାଇଲ୍‌ ସମସ୍ତଙ୍କଠାରୁ ଅଲଗା କରୁଥିଲା। ଅନେକ ସୁପର୍‌ହିଟ୍‌ ଫିଲ୍ମ ସେ ବଲିଉଡ୍‌କୁ ଉପହାର ଦେଇଛନ୍ତି। ତାଙ୍କର ଜୀବନ୍ତ ଅଭିନୟ ରାଜେଶ…

ବଦଳୁଛି ୟୁଏଇ; ପ୍ରଥମ ଥର ପାଇଁ ଅଣ-ମୁସଲମାନ ଦମ୍ପତିଙ୍କୁ ମିଳିଲା ମ୍ୟାରେଜ ଲାଇସେନ୍ସ

ନୂଆଦିଲ୍ଲୀ: ବଦଳୁଛି ୟୁଏଇ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପ୍ରଥମ ଥର ପାଇଁ ଜଣେ ଅଣ-ମୁସଲମାନ ଦମ୍ପତିଙ୍କୁ ସିଭିଲ୍‌ ମ୍ୟାରେଜ ଲାଇସେନ୍ସ ପ୍ରଦାନ କରିଛି। ୟୁଏଇ ଏହାକୁ ଅଧିକ ଅନ୍ତର୍ଭୂକ୍ତ କରିବା ପାଇଁ ନିକଟ ଅତୀତରେ ଏହାର ଆଇନରେ ସଂଶୋଧନ କରିଆସୁଛି। ୟୁଏଇର ମୋଟ ଜନସଂଖ୍ୟାର ୯୦ ପ୍ରତିଶତ…

ଫ୍ରେବୃଆରୀରେ ପିକ୍ ନେଇପାରେ ତୃତୀୟ ଲହର ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ତୃତୀୟ ଲହର ଆସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଓଡିଶାରେ ଦୁଇମାସ ବିଳମ୍ବରେ ଆସିଥିଲା ପ୍ରଥମ ଓ ଦ୍ୱିତୀୟ ଲହର । IMCRର ଆକଳନ ଆନୁସାରେ ଯଦି ତୃତୀୟ ଲହର ଆସେ । ଖୁବ୍ ଶୀଘ୍ର ଓଡିଶା ଆସିବ । ଫେବୃଆରୀରେ ଏହା ପିକ୍ ନେଇ ପାରେ ବୋଲି…

ଖୁବଶୀଘ୍ର ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ନିର୍ବାଚନ ଆୟୋଗଙ୍କ ନିକଟରେ ଖୁବଶୀଘ୍ର ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର । ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରି ସାରିଛି । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ…

‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ଉନ୍ମୋଚିତ

ଭୁବନେଶ୍ୱର : ନାଟ୍ୟକାର ଲଲାଟେନ୍ଦୁ ରଥଙ୍କ ଦ୍ୱାରା ରଚିତ ତଥାଅଗ୍ରଦୂତ ପ୍ରକାଶନୀ ଦ୍ୱାରା ପ୍ରକାଶିତ ନାଟ୍ୟ ପୁସ୍ତକ ‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ପୁସ୍ତକ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ପ୍ରକାଶିକା ମଧୁମିତା ମହାନ୍ତିଙ୍କ ପରିଚାଳନାରେ ଆୟୋଜିତ ଏହି…

ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ନୂଆଗାଁ ଛକରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି । ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡ଼ାକ୍ତରଖାନାରେ ଛାଡ଼ି କ.ନୂଆଗାଁ ମେଡ଼ିକାଲକୁ ଫେରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ…

ଲୁଧିଆନା କୋର୍ଟ ବିସ୍ଫୋରଣ: ଜର୍ମାନୀରୁ ଗିରଫ ହେଲା ଏସଜେଏଫ ଆତଙ୍କୀ ଯଶବିନ୍ଦର

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ଆଜି ପୋଲିସକୁ ବଡ ସଫଳତା ମିଳିଛି । ଏହାର ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଉଥିବା ଯଶବିନ୍ଦର ସିଂ ମୁଲତାନୀଙ୍କୁ ପୋଲିସ ଜର୍ମାନୀରେ ଗିରଫ କରି ପଚରାଉଚରା କରୁଛି । ଶିଖ ଫର ଜଷ୍ଟିସ (ଏସଜେଏଫ)ର ସକ୍ରିୟ ସଦସ୍ୟ ତଥା ଆତଙ୍କୀ ଯଶବିନ୍ଦର…

ଟିଏମ୍‌ସି ସାଂସଦ ଡେରେକ୍‌ ଓ’ବ୍ରାଇନ୍ କରୋନା ପଜିଟିଭ୍

କୋଲକାତା: ମଙ୍ଗଳବାର ଦିନ ଟିଏମ୍‌ସି ସାଂସଦ ଡେରେକ ଓ’ବ୍ରାଇନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡେରେକ ଓ’ବ୍ରାଇନ୍ ଟ୍ୱିଟର ଏକ ପୋଷ୍ଟରେ କହିଛନ୍ତି ଯେ ତାଙ୍କର ମଧ୍ୟମ ଧରଣର ଲକ୍ଷଣ ରହିଛି ଏବଂ ସେ ଘରେ ଅଲଗା ରହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ସର୍ବଦା 'ଅଲ୍‌ଟ୍ରା…