Latest Odisha News

BREAKING NEWS

Yearly Archives

2021

ଟିକ୍‌ଟକ୍‌ ଉପରୁ ବ୍ୟାନ୍‌ ହଟାଇଲା ଏହି ଦେଶ

ଇସଲାମାବାଦ: ପାକିସ୍ତାନର ଟିକ୍‌ଟକ୍‌ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଅନୈତିକ ତଥା ଅଶ୍ଳୀଳ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ପ୍ଲାଟଫର୍ମର ନିଶ୍ଚିତତା ଉପରେ (ପିଟିଏ) ଟିକ୍‌ଟକ୍‌ ସେବାକୁ ପୁନଃସ୍ଥାପିତ କରିଛି। ବେଆଇନ ବିଷୟବସ୍ତୁ ଅପଲୋଡ୍ କରିବାରେ କ୍ରମାଗତ ଭାବରେ ଜଡିତ ଥିବା…

ଆଜି ରାଜ୍ୟରୁ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୩୭ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୯୯ ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ବାଲେଶ୍ବରରୁ ୭, ବରଗଡରୁ…

ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ୍ । ଆଜିଠାରୁ ନୂଆ ଗାଇଡ଼ଲାଇନ୍ ଲାଗୁ ନେଇ ଏସଆରସିଙ୍କ ସୂଚନା । କୋଭିଡ଼ କଟକଣା…

ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ି ହେବ ଅନୁଗୁଳ ଓ ଢ଼େଙ୍କାନାଳ

ଭୁବନେଶ୍ୱର: ଆଜି ଅନୁଗୋଳ ଓ ଢ଼େଙ୍କାନାଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯିବ । ଅନୁଗୁଳ ଜିଲ୍ଲାର ମୁଖ୍ୟ ଷ୍ଟାଡ଼ିୟମ ପଡ଼ିଆ ଓ ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗଦେବେ ।…

ଆନ୍ଧ୍ର ଓ ତାମିଲନାଡୁରେ ବର୍ଷା ବିତ୍ପାତ; ପାଣିରେ ଭାସୁଛି ଶବ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର YSR କୁଡାପା ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ବନ୍ୟା ଜଳ ରାସ୍ତାକୁ ମାଡିଯିବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ମଧ୍ୟ ସୂଚନା ମିଳିଛି। ତାମିଲନାଡୁ ଏବଂ କେରଳରେ…

ଖୁବ୍‌ ଶୀଘ୍ର ବିବାହକୁ ନେଇ ଆନୁଷ୍ଠାନିକ ଘୋଷଣା କରିପାରନ୍ତି କାଟ୍ରିନା ଓ ଭିକି

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟର ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ଗ୍ରାଣ୍ଡ ମ୍ୟାରେଜ ପରେ ଏବେ ସମସ୍ତେ ଚର୍ଚ୍ଚିତ ଲଭ୍‌ ବଡର୍ସ  କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଉତ୍ସବକୁ ଚାହିଁ ବସିଛନ୍ତି। ବିବାହ ତାରିଖ ଯେତିକି ପାଖେଇ ଆସୁଛି, ଦମ୍ପତିଙ୍କ ବିବାହକୁ ନେଇ ଗୁଜବ ଅଧିକ ପ୍ରଚାର…

ଏପ୍ରିଲ୍ ସୁଦ୍ଧା ଭାରତ ପହଞ୍ଚିବ ସମସ୍ତ ରାଫେଲ୍ ଜେଟ୍

ନୂଆଦିଲ୍ଲୀ: ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ୍ କହିଛନ୍ତି ଯେ ସମସ୍ତ ଚୁକ୍ତିଭିତ୍ତିକ ରାଫେଲ୍ସ ଏପ୍ରିଲ୍ ୨୦୨୨ ସୁଦ୍ଧା ଭାରତରେ ପହଞ୍ଚାଯିବ। ପ୍ରତିରକ୍ଷା କ୍ଷେତ୍ରରେ ଫ୍ରାନ୍ସ ଏବଂ ଭାରତ ଏକ ପ୍ରମୁଖ ଭାଗିଦାରୀ ଗଠନ କରିଛନ୍ତି। "ଏପର୍ଯ୍ୟନ୍ତ ସୁଦ୍ଧା ୩୦ଟି ରାଫେଲ…

ଆଜି ବାହାରିବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଦିନ ୧୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା । ହେଲେ କୌଣସି…

କୁଳାଙ୍ଗାର ଉବାଚ : ଛାଡ଼ ମ’ ଦିଅ ଖାଇ

ଛାଡଖାଇ ପର୍ବ ପାଳନ ପରେ ବଡ ବିଚିତ୍ର ଘଟଣା ଘଟିଥାଏ, ସହର ବଜାରେ ବୁଲା କୁକୁରଙ୍କ ସଂଖ୍ୟା ସାଂଘାତିକ ଭାବେ କମିଯାଏ! ଦେଖିବାକୁ ମିଳନ୍ତିନି ଆକାଶରେ ଆଉ ସେତେ କାଉ ପାରା ବଣି; ମିଳୁଥାଏ ଯଥେଷ୍ଟ ମଟନ ଚିକେନ ଲୋକେ ନିଅନ୍ତି ଆନନ୍ଦେ କିଣି! ଏଇକଥା ମୁଁ ଯେବେ ପ୍ରିୟ ବାବା…

ଗଳ୍ପ : ଅତୁଟ ବିଶ୍ୱାସ

ଶିବାଶିଷ ପାଢ଼ୀ  "ସାନ ଆସୁଛି " ଫୋନକୁ ମୁଣ୍ଡ ପାଖରେ ରଖି ଦେଇ କହିଲେ ବିଜୟ । ଚା ନେଇ ଆସିଥିଲେ ଲଳିତା । ଶୁଣୁ ଶୁଣୁ ଖୁସି ହୋଇ କହିଲେ କହିଲେ "ଯା ହେଉ " ! ହେଲେ ସେ ଜାଣି ନ ଥିଲେ ତାଙ୍କର" ଯା ହେଉ" କହିବା ଏମିତି ଉତକ୍ଷିପ୍ତ କରିଦେବ ବିଜୟଙ୍କୁ । ସାଙ୍ଗେ ସାଙ୍ଗେ ବିଛଣାରୁ…