Latest Odisha News

BREAKING NEWS

Yearly Archives

2021

କରଣଙ୍କ ନୂଆ ଫିଲ୍ମର ନାୟକ ହେବେ ସିଦ୍ଧାର୍ଥ!

ନୂଆଦିଲ୍ଲୀ: ଧର୍ମା ପ୍ରଡକ୍ସନ୍ସ ତଥା କରଣ ଜୋହର ଆଉ ଏକ ନୂତନ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି। ଏଥର ସେମାନଙ୍କର ପ୍ରଥମ ଆକ୍ସନ୍ ଫ୍ରାଞ୍ଚାଇଜ। ଏଥିରେ ମଧ୍ୟ ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି। ଫିଲ୍ମର ଶୀର୍ଷକ ଏଯାଏ ଘୋଷଣା କରାଯାଇନାହିଁ। କରଣ…

ଓକାକ୍ ସିଇଓଙ୍କ ହ୍ୱାଟସ୍ଆପ ହ୍ୟାକ୍ ଘଟଣାରେ ନାଇଜେରିଆ ଲିଙ୍କ୍ , ଜଣେ ଗିରଫ

ଭୁବନେଶ୍ୱର:ଓକାକ୍ ସିଇଓଙ୍କ ହ୍ୱାଟସ୍ଆପ ହ୍ୟାକ୍ କରି ଠକେଇ ମାମଲା । ଏହି ଘଟଣାରେ ନାଇଜେରିଆ ଲିଙ୍କ୍ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଦିଲ୍ଲୀ ପୋଲିସ ନାଇଜେରିଆର ଜଣେ ଯୁବକଙ୍କୁ ଗିରଫ କରିଛି । ବେଙ୍ଗାଲୁରରେ ରହି ହ୍ୟାକର କରୁଥିଲା ଅପରେଟ ।ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଯୁବକ…

ଦିଲ୍ଲୀ ଅପେକ୍ଷା ଅଧିକ ପ୍ରଦୂଷିତ ସହର ମୁମ୍ବାଇ

ମୁମ୍ବାଇ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଯାଇଛି ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀରେ ସ୍କୁଲ, କଲେଜ ଆଗାମୀ ନିର୍ଦ୍ଦେଶ ଜାରି ହେବା ଯାଏ ବନ୍ଦ ରହିବା ନେଇ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ ଯାତାୟାତା ଉପରେ ମଧ୍ୟ ବ୍ୟାନ୍‌…

ଆହତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କଲା ୧୦୮ ଆମ୍ବୁଲାନ୍ସ

ପୁରୀ: ପୁରୀ ରେଳ ଷ୍ଟେସନ ଶୌଚାଳୟ ନିକଟରୁ ଆହତ ଅବସ୍ଥାରେ ଜଣେ ବ୍ୟକ୍ତି ଉଦ୍ଧାର । ୧୦୮ ଆମ୍ବୁଲାନ୍ସ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ବ୍ୟକ୍ତିଙ୍କୁ କେତେକ ଲୋକ ମାରି ଆହତ କରିଥିବା ନେଇ ସୂଚନା ମିଳିଛି । ତେବେ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ତାଙ୍କ ନାମ ଉଡ଼ ଲାଲୁ…

ଗୁପଟିଲ ଭାଙ୍ଗିବେ କୋହଲିଙ୍କ ରେକର୍ଡ !

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଟି୨୦ ସିରିଜ କ୍ରିକେଟ ଟୁର୍ଣ୍ଣାମେଂଟ । ଏହି ସିରିଜରେ ମାର୍ଟିନ ଗୁପଟିଲ ନିକଟରେ ଭାରତର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । କୋହଲି ୩୨୨୭ ରନ କରି ଏହି ଫର୍ମାଟରେ ଆଗରେ ରହିଛନ୍ତି । ଗୁପଟିଲ…

ଫିଲ୍ମ ‘ଅନ୍ତିମ’ରେ ସଲ୍‌ମାନ ଅଭିନୟ କରନ୍ତୁ ବୋଲି ଚାହୁଁନଥିଲେ ଆୟୁଷ!

ନୂଆଦିଲ୍ଲୀ: 'ଅନ୍ତିମ ଦ ଫାଇନାଲ ଟ୍ରୁଥ୍‌' ସଲ୍‌ମାନ ଏବଂ ଆୟୁଷ ଶର୍ମାଙ୍କୁ ‌ଏକାଠି ଦେଖିବାକୁ ମିଳିଛି। କିନ୍ତୁ ଅନ୍ତିମରେ ସଲ୍‌ମାନ ଅଭିନୟ ନକରନ୍ତୁ ବୋଲି ଆୟୁଷ ଚାହୁଁଥିଲେ। ଆୟୁଷ ଏ କଥା ସ୍ୱୀକାର ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ଯେ ସେ ଭୟ କରୁଥିଲେ ଯେ ସଲମାନଙ୍କ ସହ ଏକ ଫିଲ୍ମରେ…

[ଭିଡିଓ] ମାଷ୍ଟର କ୍ୟାଣ୍ଟିନ ଛକ ଓପଲଫେଡ ଦୋକାନରୁ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଓପଲଫେଡ ଦୋକାନରୁ ଚୋରି ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗତକାଲି ରାତି ୨ଟା ପାଖାପାଖି ସମୟ ହେବ ଜଣେ ଯୁବକ ଦୋକାନ ଭିତରେ ପଶି କ୍ୟାସ ବାକ୍ସରେ ଥିବା ୧୪ ହଜାର ଟଙ୍କା ଲୁଟ…

ଖୋର୍ଦ୍ଧା ବନଖଣ୍ଡର ସଫଳତା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଚଢ଼ାଉ, ୨ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଖୋର୍ଦ୍ଧା ବନଖଣ୍ଡ ଟିମର ଅତର୍କିତ ଚଢ଼ାଉ । ଏଥିରେ ନଗଦ ବାହାର କରାଯାଇଥିବା ମାଂସ ଲଗା ୪କିଲୋଗ୍ରାମ କାତି ଜବତ କରାଯାଇଛି । ଚଢ଼ାଉବେଳେ ଦୁଇଜଣ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ଧଳା ପଥର ଅଞ୍ଚଳରେ ହୋଇଛି ଚଢ଼ାଉ । ଏହି ସମୟରେ…

ବିଲେଇ ବଞ୍ଚାଇଲା ନବଜାତର ଜୀବନ, ଡ୍ରେନରୁ ଉଦ୍ଧାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବିଲେଇ ବଞ୍ଚାଇଲା ନବଜାତର ଜୀବନ । ଏହି କଥା ଶୁଣିଲା ବେଳକୁ ଟିକେ ଅଡୁଆ ଲାଗୁଥିବ । ଏହା କେମିତି ସମ୍ଭବ ହେଲା ଭାବୁଥିଲେ । କିନ୍ତୁ ପୁରା ଘଟଣା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ମୁମ୍ବାଇରେ ଏମିତି ଏକ ଘଟଣାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର । କଥାରେ ଅଛି ଯାହାକୁ…

୬୧୧ ଦିନ ପରେ ପୁନର୍ବାର ଖୋଲିଲା କରତାରପୁର କରିଡର: କେନ୍ଦ୍ର, ପଞ୍ଜାବର ୧୦୦ ଅଫିସର ଯିବେ ପାକିସ୍ତାନ

ନୂଆଦିଲ୍ଲୀ: ୬୧୧ ଦିନ ପରେ କରତାରପୁର କରିଡର ଖୋଲିଛି । ପ୍ରଥମ ଦିନ କେନ୍ଦ୍ର ଏବଂ ପଞ୍ଜାବର ୧୦୦ ଅଧିକାରୀ ପାକିସ୍ତାନ ଯିବେ । ସ୍ୱତନ୍ତ୍ର ଅନୁମତି ପରେ ଏହି ଅଧିକାରୀମାନଙ୍କୁ ବର୍ଡର ଆରପଟକୁ ନିଆଯିବ । ଆସନ୍ତା କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ତାଙ୍କ କ୍ୟାବିନେଟ ସହ…