Latest Odisha News

BREAKING NEWS

Yearly Archives

2021

ପୁଣି ସାମ୍ନାକୁ ଆସିଛି ମାଲକାନଗିରି ଗ୍ୟାଙ୍ଗର କାରନାମା ଭିଡ଼ିଓ

ମାଲକାନଗିରି: ପୁଣି ସାମ୍ନାକୁ ଆସିଛି ଆଉ ଏକ ଗ୍ୟାଙ୍ଗର କାରନାମା। ଭୁବନେଶ୍ୱର କେବିଏନ୍, କଟକର ପବ୍ଲିକ ଷଣ୍ଢ, ବଲାଙ୍ଗୀରର କିଙ୍ଗ୍ ଗ୍ରୁପ ଭିଡ଼ିଓ ଭାଇରାଲ ପରେ ମାଲକାନଗିରିରେ ବି ଦେଖିବାକୁ ମିଳିଛି ସମାନ ଷ୍ଟାଇଲର ଦୃଶ୍ୟ। କ୍ୟାମରାରେ କଏଦ ହୋଇ ଏହି ଦୃଶ୍ୟ ଭାଇରାଲ ହେବା ପରେ ସମଗ୍ର…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ଟେଷ୍ଟ ନେତୃତ୍ୱ ନେବେ ରାହାଣେ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଟେଷ୍ଟରେ ସାମିଲ ହେବେ ବିରାଟ କୋହଲି ।…

ସଲମାନ୍‌ ଖୂର୍ଶୀଦଙ୍କ ନୂଆ ପୁସ୍ତକକୁ ନେଇ ବଢୁଛି ବିବାଦ; ହୋଇପାରେ ବ୍ୟାନ୍‌

ନୂଆଦିଲ୍ଲୀ: ସଲମାନ୍‌ ଖୂର୍ଶୀଦଙ୍କ ନୂତନ ପୁସ୍ତକକୁ ନେଇ ବିବାଦ ବଢିବାରେ ଲାଗିଛି। ବହି ପ୍ରକାଶିତ ହେବା ପରଠାରୁ ଏହି ପୁସ୍ତକକୁ ନେଇ ବିବାଦ ଆରମ୍ଭ ହୋଇଛି। ଗୁଲାମ ନବୀ ଆଜାଦଙ୍କ ପରି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ପୁସ୍ତକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥି ସହ ମଧ୍ୟପ୍ରଦେଶ…

ଗବେଷକ ଅରବିନ୍ଦ ପଟ୍ଟନାୟକ ପାଇଲେ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ସ୍ୱର୍ଗତଃ ନଗେନ୍ଦ୍ରନାଥ ପ୍ରାଧାନଙ୍କ ୮୬ ତମ ଜୟନ୍ତୀ , ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଦ୍ୱାରା ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ସାହିତ୍ୟିକ ତଥା ଗବେଷକ ଅରବିନ୍ଦ ପଟ୍ଟନାୟକଙ୍କୁ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି…

କଂଗ୍ରେସର ଅଭିନବ ପ୍ରତିବାଦ , ମାଷ୍ଟରକ୍ୟାଣ୍ଟିନ ଛକରେ ଚକୋଲେଟ୍ ବାଣ୍ଟିଲେ କର୍ମୀ

ଭୁବନେଶ୍ୱର : ଆନ୍ଦୋଳନର ଡାକରା ଦେଲେ ହେଲେ ମାଷ୍ଟକ କ୍ୟାଣ୍ଟିନ ଛକରେ ଚକୋଲେଟ୍ ବାଣ୍ଟିଲା କଂଗ୍ରେସ। ମମିତା ମେହେର ହତ୍ୟା ଘଟଣାକୁ ନେଇ ଥମୁନି ରାଜନୀତି । କଂଗ୍ରେସର ଛଅ ଘଣ୍ଟିଆ ବନ୍ଦକୁ ଶାନ୍ତି ପୂର୍ଣ୍ଣ ଭାବେ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନରେ…

ପେଟ୍ରୋଲ ଦର କମାଇବାରେ ଆଗରେ ରହିଛି ଭାରତ

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠାରୁ ଶସ୍ତା ପେଟ୍ରୋଲ ବିକ୍ରି କରୁଥିବା ଦେଶରେ ୧୫ ଦିନ ମଧ୍ୟରେ ମାତ୍ର ୨ ରୁ ୪୦ ପଇସା ଶସ୍ତା ହୋଇଥିବାବେଳେ ଭାରତରେ ଏହାର ମୂଲ୍ୟ ପ୍ରାୟ ୧୯ ଟଙ୍କା ହ୍ରାସ ପାଇଛି। ମୋଦୀ ସରକାର ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୫ ଟଙ୍କା ହ୍ରାସ…

କଂଗ୍ରେସର ଅଭିନବ ହରତାଳ: ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ

ନବରଙ୍ଗପୁର: ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ୬ ଘଣିଆ ହରତାଳ କରିଛି । ନବରଙ୍ଗପୁର ଜିଲ୍ଲାରେ ଅଭିନୟ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ କର୍ମୀ । ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ…

ଶାହାରୁଖଙ୍କୁ ଆର୍ୟନଙ୍କ ସୁରକ୍ଷା ଚିନ୍ତା: ପୁଅ ପାଇଁ କଲେ ସ୍ପେଶାଲ୍ ବ୍ୟବସ୍ଥା

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସରେ ଜାମିନରେ ଅଛନ୍ତି ଆର୍ୟନ ଖାନ୍ । ପୁଅ ଫେରିବା ପରେ ସେ ପୁଣି ଥରେ ସୁଟିଂ ଆରମ୍ଭ କରିବେ କିଙ୍ଗ ଖାନ୍ ଶାହାରୁଖ । ତାପୂର୍ବରୁ ଆର୍ୟନଙ୍କ ଦେଖାଶୁଣା ଓ ସୁରକ୍ଷା ପାଇଁ ସ୍ପେଶାଲ୍ ବ୍ୟବସ୍ଥା କରିଛନ୍ତି । କାରଣ ସୁଟିଂ ବେଳେ ସେ ଘରଠାରୁ ବହୁ ଦୂରରେ…

୨୪ ଘଣ୍ଟାରେ ରାଜ୍ୟରେ ୨୬୩ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୪୯୬୨ ରେ ପହଁଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନର ହୋଇଥିବା…

ପୋଲିସରେ ଚାକିରି ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ: ୨ ନକଲି ଅଫିସର ଗିରଫ

ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ୩୮ ଜଣ ଚାକିରି ଆଶାୟୀଙ୍କଠାରୁ କୋଟିଏ ୪୭ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣାରେ ଦୁଇ ଜଣ ନକଲି ଅଫିସରଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବୈକୁଣ୍ଠନାଥ ନାଏକ ଓ…