Latest Odisha News

BREAKING NEWS

Yearly Archives

2021

କୋରାପୁଟ ଗସ୍ତରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କୋରାପୁଟ: ଆଜି କୋରାପୁଟ ଜିଲ୍ଲା ଗ୍ରସ୍ତ କରିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧର । ତାଙ୍କୁ ଓକିଲ ସଂଘ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ଇ-ସର୍ଭିସ ଅଫ ଆଡଭୋକେଟ୍ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଜିଲ୍ଲା କୋର୍ଟ…

କଟକ ପରେ ପୁରୀରେ ଅଘଟଣ ,ମାଞ୍ଜା ସୂତା ଲାଗି କଟିଲା ଜଣଙ୍କ ବେକ

ପୁରୀ : କଟକ ପରେ ପୁରୀରେ ଅଘଟଣ। ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ମାଞ୍ଜା ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକ ସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର…

[ଭିଡିଓ] କାମାକ୍ଷାନଗରରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଢେଙ୍କାନାଳ : ଶୁଭାରମ୍ଭ ହେଲା ଧାନ ମଣ୍ଡି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବ୍ଲକ ଗୋଦରିବିଲି ଠାରେ ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସରଜ କୁମାର ସେଠୀ ଯୋଗଦେଇ ସରକାରୀ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ । ଅନ୍ୟପଟେ ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୧୧…

ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର

ଫୁଲବାଣୀ : ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର । ଓଡିଶା ପୁଅ ରାଜବୀର ପାଇଁ ବିଦେଶରେ କରାଯାଉଛି କ୍ୟାମ୍ପେନିଙ୍ଗ । ସ୍ପାଇନାଲ ମସ୍କୁଲାର ଅଟ୍ରୋଫି ତଥା ଏସ୍ଏମ୍ଏ ଭଳି ମେରୁଦଣ୍ଡ ମାଂସପେଶୀ ରୋଗରେ ଆକ୍ରାନ୍ତ ରାଜବୀର । ଫୁଲବାଣୀର ୧୯ ମାସର ପୁଅ ରାଜବୀର ପାଇଁ ଆମେରିକାରେ ଏକାଠି ହୋଇ…

ଟିକାକରଣ ଲାଗି ୧ରୁ ପଞ୍ଜୀକରଣ କରିପାରିବେ ୧୫ରୁ ୧୮ ବର୍ଷର ପିଲା

ନୂଆଦିଲ୍ଲୀ: ଜାନୁଆରୀ ୧ ରୁ, ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଟିକାକରଣ ପାଇଁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ। CoWIN ପ୍ଲାଟଫର୍ମ ମୁଖ୍ୟ ଡା. ଆର.ଏସ୍ ଶର୍ମା କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଜାନୁଆରୀ ୧ ରୁ CoWIN ଆପ୍‌ରେ ପଞ୍ଜୀକରଣ କରିବେ। ଆମେ ପଞ୍ଜୀକରଣ ପାଇଁ…

‘ଓମିକ୍ରନ’ର ପ୍ରଥମ ଲକ୍ଷଣ କଣ ? ସଂକ୍ରମଣ ବ୍ୟାପିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର : ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ପଜିଟିଭ୍ କେଶ୍ ମଧ୍ୟ ପ୍ରତିଦନ ସାମ୍ନାକୁ ଆସିଛି । ଭାରତରେ ଓମିକ୍ରନ ସଂଖ୍ୟା ୫ଶହ ପାର ହୋଇସାରିଲାଣି । ହେଲେ ଡେଲଟା ତୁଳନାରେ ଓମିକ୍ରନର ଲକ୍ଷଣ କିଛି ଅଲଗା ରହିଛି । ଦକ୍ଷିଣ ଆଫ୍ରିକାର ହେଲଥ୍…

ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ଦୁଇ ବର୍ଷ ଶିଶୁର ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ବାଲିକୁଦା ଥାନା ଚଅଁରପୁର ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଗଲା ଦୁଇବର୍ଷର ଶିଶୁ । ଚାଲିଗଲା ଜୀବନ । ସୂଚନା ଅନୁଯାୟୀ, ଚଅଁରପୁର ଗାଁରେ ରବିନ୍ଦ୍ର ଦାସଙ୍କ ପୁଅ ଆଜି ସକାଳେ ପୋଖରୀ କୂଳରେ ଖେଳୁଥିଲେ । ଏହି ସମୟରେ ଅସାବଧାନତା କାରଣରୁ ପୋଖରୀରେ ସେ ଖସି…

ମା’ର ମୃତ ଦେହ ପାଖରେ ତିନିଦିନ ହେଲା ଜଗି ବସିଥିଲା ୩ ବର୍ଷର କୁନି ଝିଅ

ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଜଣେ ତିନି ବର୍ଷର କୁନି ଝିଅ ତିନି ଦିନ ହେଲା ମା’ ର ମୃତଦେହ ପାଖରେ ଜଗି ବସିଛି । ବଲାଙ୍ଗୀର ସାଗରପଡା ଶିବ ମନ୍ଦିର ନିକଟରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କୁନି ନାଏକ ଜଣେ ମହିଳା ନିଜ ତିନି ବର୍ଷର…

ରାଜଧାନୀରେ ଆଜିଠୁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ଓମିକ୍ରନ୍ ମାମଲାରେ ବ୍ୟାପକ ବୃଦ୍ଧି ଘଟିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆଜି ରାତିରୁ କାର୍ଯ୍ୟକାରୀ ହେବାରେ ଲାଗିଛି। ସୋମବାର ଦିନ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୬୩ଟି ଓମିକ୍ରନ୍ ମାମଲା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ଓମିକ୍ରନ୍…

ଦେଶ ବାହାରେ ଅସ୍ତ୍ରଶସ୍ତ୍ର ତିଆରି କରିବ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରେ ଭାରତ ଏବଂ ରୁଷିଆ ମଧ୍ୟରେ ହୋଇଥିବା ୨+୨ ଆଲୋଚନାରେ ଦେଶ ବାହାରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଉପରେ ଏକ ଚୁକ୍ତିନାମା ହୋଇଛି। ଏ ସମ୍ପର୍କରେ କୌଣସି ଚୁକ୍ତି ହୋଇନାହିଁ, କିନ୍ତୁ ଦୁଇ ଦେଶ ମଧ୍ୟରେ ଏକ କାଗଜପତ୍ର ବିନିମୟ ହୋଇଛି। ଏହା ଅଧୀନରେ ମଧ୍ୟ ଏସିଆ,…