Latest Odisha News

BREAKING NEWS

Yearly Archives

2021

କେନ୍ଦୁଝରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, କାଲିଠୁ ଜିଲ୍ଲାର ପ୍ରତି ଥାନା ଘେରାଉ ସହ କୋକେଇ ଶୋଭାଯାତ୍ରା କରିବ ବିଜେପି

କେନ୍ଦୁଝର : ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା । ଏନେଇ ବିରୋଧୀ ଅଭିଯୋଗ ଆଣିବା ସହ ମମିତା ମେହେର ହତ୍ୟାକାଣ୍ଡ ନେଇ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ମନ୍ତ୍ରୀ ଯେପର୍ଯ୍ୟନ୍ତ ଇସ୍ତଫା ନଦେଇଛନ୍ତି,…

ଅଜୟଙ୍କୁ ନେଇ ଖୁବ ଶୀଘ୍ର ରୋହିତ ଆରମ୍ଭ କରିବେ ସିଂଘମ ୩

ମୁମ୍ବାଇ: ବଲିଉଡର ହିଟ ମେଶିନ ଭାବେ ପରିଗଣିତ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସୂର୍ଯ୍ୟବଂଶର ଫିଲ୍ମ ହଲରେ ଧମାଲ ମଚାଇବା ଆରମ୍ଭ କରିଛି । ସିଂଘମ ଓ ସିମ୍ବା ପରି ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ରୋହିତ ଇତି ମଧ୍ୟରେ ଅଜୟ ଦେବଗାନଙ୍କୁ ନେଇ ତାଙ୍କର ଆଗାମୀ…

ଜୋତା ଭିତରେ ଲୁଚିଥିଲା ନାଗ

ଭୁବନେଶ୍ୱର : ଜୋତା ଭତରେ ଲୁଚିଥିଲା ନାଗ ସାପ । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଜୋତା ଭିତରୁ ୨ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରାଯାଇଛି । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶିଥିଲା । ପରେ ସାପଟି ଯାଇ ଯୋତା ଭିତରେ ରହିଯାଇଥିଲା ।…

ଜାଗା ବିବାଦ ନେଇ ଆଶାକର୍ମୀଙ୍କୁ ମାଡ଼ ଅଭିଯୋଗ

ଢେଙ୍କାନାଳ: ଘର ଜାଗା ବିବାଦରୁ ନାରକୀୟକାଣ୍ଡ । ଜଣେ ମହିଳାଙ୍କୁ  ମାଡ଼ ମାରିବା ସହ ଜବରଦସ୍ତ ଟେକିନେଇ ଗୋବର ଗଦାରେ ପୋତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ମହିଳା ଜଣଙ୍କ ଜଣେ ଆଶା କର୍ମୀ ହୋଇଥିବା ବେଳେ ସେ ଠାକୁର ପାଳ ଗ୍ରାମର ମେନକା ସ୍ୱାଇଁ । ଆହତ ମେନକା ଏବେ ଢେଙ୍କାନାଳ ମୁଖ୍ୟ…

ୱେଷ୍ଟଇଣ୍ଡିଜକୁ ୮ ଉଇକେଟରେ ହରାଇଲା ଅଷ୍ଟ୍ରେଲିଆ

ଦୁବାଇ: ଟି୨୦ ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଅଷ୍ଟ୍ରେଲିଆ ୮ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ କରିଥିଲା । ଅଧିନାୟକ କିରନ ପୋଲାର୍ଡ ଦଳ ପକ୍ଷରୁ ସର୍ବାଧିକ ୪୪ ରନ କରିଥିଲେ । ଜୋଶ ହାଜେଲଉଡ ୪ଟି…

ରାଜ୍ୟରେ ପ୍ରାୟ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର : ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ଆକ୍ରାନ୍ତ ସଂଖ୍ୟା ହାସ ପାଉଥିବା ବେଳେ, ଆଶ୍ବସ୍ତି ହେଉଛନ୍ତି ଲୋକେ । ଏଭଳି ସ୍ଥିତିରେ ରାଜ୍ୟରେ ପ୍ରାୟ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି । ସ୍ବାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ…

ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ଧାରଣା

ଯାଜପୁର : ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ଧାରଣା । ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ତାଲା ପକାଇବା ସହ ଧାରଣା ଦେଇଛନ୍ତି । ବାବା ଭୈରବାନନ୍ଦ…

ସିଏରା ଲିଓନରେ ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ପୋରଣ, ୯୯ ମୃତ

ଫ୍ରିଟାଉନ : ପଶ୍ଚିମ ଆଫ୍ରିକା ଦେଶ ସିଏରା ଲିଓନର ଭୟଙ୍କର ବିସ୍ପୋରଣ ।  ସିଏରା ଲିଓନର ରାଜଧାନୀ ଫ୍ରି ଟାଉନରେ ଥିବା ୱଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ବିସ୍ପୋରଣ ହୋଇଛି ।ଏଥିରେ ପ୍ରାୟ ୯୯ ଜଣ ଲୋକଙ୍କ ଜୀବନ ଚାଲିଯାଇଛି।ଶତାଧିକ ଲୋକ ଏହି ବିସ୍ପୋରଣରେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା…

କଡ଼ା ସୁରକ୍ଷାରେ ଗୁଣୁପୁର କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ଓ ଉଦୟ

ଗୁଣୁପୁର : କଡ଼ା ସୁରକ୍ଷା ମଧ୍ୟରେ ଗୁଣୁପୁର କୋର୍ଟରେ ହାଜର ହେଲେ ଦୁଇ ମାଓ ନେତା । ମାଓନେତା ହେଲେ ସବ୍ୟସାଚୀ ପଣ୍ଡା ଓ ଉଦୟଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସବ୍ୟସାଚୀ ପଣ୍ଡାଙ୍କୁ ଦୁଇ ଦିନରେ ୧୫ଟି ମାମଲାରେ ହାଜର କରାଯାଇଥିଲା । ସେଥି ମଧ୍ୟରୁ ଡିମିରିଗୁଡାରେ ଚାଷ ଜମିରୁ…

ଆମେରିକାରେ ୨ରୁ ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭାକ୍ସିନ ଦେବା ନେଇ ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ : କୋଭାକ୍ସିନକୁ ନେଇ ପୁଣି ଖୁସି ଖବର । ଆମେରିକାରେ ୨ରୁ ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭାକ୍ସିନ ଦେବା ନେଇ ଖୁବଶୀଘ୍ର ଆସିପାରେ ନିଷ୍ପତ୍ତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ସକାଶେ ଆମେରିକା ଔଷଧ ଓ ଖାଦ୍ୟ ପ୍ରଶାସନ ବା ଏଫଡିଏ ନିକଟରେ ଆବେଦନ କରିଛି ଭାରତ…