Latest Odisha News

BREAKING NEWS

Yearly Archives

2021

ଦୀପାବଳିରେ ବାଣ ବିକ୍ରି ହେବ କି ନାହିଁ ନିଷ୍ପତ୍ତି ନେବେ ଏସଆରସି

କଟକ : ଆଗକୁ ଆସୁଛି ଦୀପାବଳି । ଏହି ସମୟରେ ରାଜ୍ୟରେ ବାଣ ବିକ୍ରି ହେବ ନା ନାହିଁ । ତେବେ ଏନେଇ ନିଷ୍ପତ୍ତି ନେବେ ସ୍ବତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ଏହା କହିଛନ୍ତି ହାଇକୋର୍ଟ । ଆସନ୍ତାକାଲି ଦିନ ୧୧ଟାରେ ବ୍ୟବସାୟୀଙ୍କ ବାଣ ବିକ୍ରି…

ଗୋପ ପୋଲିସ ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ ,୪ ଗିରଫ

ପୁରୀ :ଗୋପ ପୋଲିସକୁ ସଫଳତା । ଏକ ବାଇଟ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ ।ଅଭିଯୁକ୍ତଙ୍କ ଠାରୁ ୮ ରୁ ଉର୍ଦ୍ଧ୍ବ ବାଇକ ଜବତ କରିଛି ପୋଲିସ ।  ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଇକ ଚୋରୀର ମାଷ୍ଟର ମାଇଣ୍ଡ ଶଶୀଭୂଷଣ, ନିମାପଡ଼ା…

ଗଞ୍ଜାମ ମହୁଲପାଟଣା ଗାଁରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାୟଗଣ୍ଡା ପଞ୍ଚାୟତ ମହୁଲପାଟଣା ଗାଁରେ ଅଭାବନୀୟ ଘଟଣା । ଗାଈ ଗୋଠ ନେଇ ଫେରୁଥିବା ବେଳେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରି ଫେରାର ହୋଇଯାଇଛି ହତ୍ୟାକାରୀ । ମୃତକ ହେଲେ ମହୁଲ ପାଟଣା ଗାଁର କୃଷ୍ଣ ଖିଲାର । ସେହିପରି ହତ୍ୟାକାରୀ ହେଲା ସେହି ଗ୍ରାମର…

ଦୀପାବଳି ପର୍ଯ୍ୟନ୍ତ ରାଜ୍ୟରେ କୋହଲା ରହିବ ପାଗ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଠାରୁ ଶ୍ରୀଲଙ୍କା ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି…

ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସିଂହଦ୍ଵାର ଠାରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ…

ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ SRC

ଭୁବନେଶ୍ୱର: ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ୍ କମିଶନର। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ଏହା କହିଛନ୍ତି । ଆସନ୍ତା କାଲି ସକାଳ ୧୧ ଟା ବେଳେ ଏସଆରସି ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ଶୁଣାଣି ସମୟରେ…

ୟଶରାଜ ଫିଲ୍ମର ୪ ଫିଲ୍ମକୁ ଓଟିଟିରେ ରିଲିଜ କରିବା ପାଇଁ ଆମାଜନ ପ୍ରାଇମ ଦେଲା ୨୫୦ କୋଟି

ମୁମ୍ବାଇ: ଆମାଜନ ପ୍ରାଇମ ଓ ୟଶରାଜ ଫିଲ୍ମସରେ ମଧ୍ୟରେ ଓଟିଟି ରିଲିଜ ନେଇ ବଡ ଚୁକ୍ତି ହୋଇଛି । ୟଶରାଜ ଫିଲ୍ମର ବଂଟି ଔର ବବଲୀ ୨(ସୈଫ ଅଲୀ ଖାଁ, ରାଣୀ ମୁର୍ଖାଜୀ), ଶମଶେରା(ରଣବୀର କାପୁର, ସଂଜୟ ଦତ, ବାଣୀ କାପୁର), ଜୟେଶ ଭାଇ ଜୋରଦାର(ରଣବୀର ସିଂ) ଓ ପୃଥ୍ୱୀରାଜ( ଅକ୍ଷୟ କୁମାର, ସଂଜୟ ଦତ)…

ସୂର୍ଯ୍ୟତାପ ପାଲଟିଛି ଅଭିଶାପ, ଘରୁ ବାହାରିଲେ ପୋଡିଯାଉଛି ଚର୍ମ

ଓଡିଶା ସମ୍ବାଦ ବ୍ୟୁରୋ: ମାନବ ଜାତି ପାଇଁ ସୂର୍ଯ୍ୟତାପ ଅବା ଖରା ଖୁବ ଜରୁରୀ । ଛୋଟ ଛୁଆ ହୁଅନ୍ତୁ ଅବା ବୟସ୍କ । ବିନା ଖରାରେ ଜୀବନର କଳ୍ପନା ନିଶ୍ଚିତ ରୂପେ ଅସମ୍ଭବ । ତେବେ ଆମ ଦୁନିଆରେ ଏମିତି ଏକ ଗାଁ ରହିଛି, ଯେଉଁଠିକାର ଲୋକେ ଖରାରେ ଘରୁ ପାଦ କାଢିବାକୁ ଖୁବ ଭୟ କରନ୍ତି । ପଢିବାକୁ…

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍ ‘FFMA’

ଭୁବନେଶ୍ୱର: ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍ । ଏମ ଏସ୍ ସ୍ୱାମୀ ନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହ ଯୋଗରେ ଓଡ଼ିଶା ସରକାର ଏହି ଆପ୍ ଲଞ୍ଚ୍ କରିଛନ୍ତି। ମୋବାଇଲ ଆପ୍ଲିକେସନ ଫିସର ଫ୍ରେଣ୍ଡ ମୋବାଇଲ ଅପ୍ଲିକେସନ 'FFMA' ରଖାଯାଇଛି । କୃଷି ଭବନରେ ଏହି ଆପର ଲୋକାର୍ପଣ…

ହିମାଚଳର ନାଲାଗାଢ଼ରେ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ୭ଶ୍ରମିକ ଗୁରୁତର

ଶିମଲା: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଔଦ୍ୟୋଗିକ କ୍ଷେତ୍ର ନାଲାଗଢ଼ର ବାଗବାନିୟାସ୍ଥିତ ଶ୍ରୀନିବାସ ଫାର୍ମା ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି। ଏଥିରେ ୭ଜଣ ଶ୍ରମିକ ଗୁରୁତର ଅଛନ୍ତି। ଶୁକ୍ରବାର ଅପରାହ୍ନ ୧ଟାରେ ବ୍ଲାଷ୍ଟ ହୋଇଛି। ଫ୍ୟାକ୍ଟ୍ରିରେ ଲୋକେ କାମ କରୁଥିବା ସମୟରେ ହଠାତ୍ ପ୍ଲାଣ୍ଟରେ…