Latest Odisha News

BREAKING NEWS

Yearly Archives

2021

[ଭିଡିଓ] ନିୟମ ଭାଙ୍ଗିଲେ, ଗୁଣ୍ଡିଚା ମନ୍ଦିରରେ ବାଇକରେ ପ୍ରବେଶ କଲେ ପୋଲିସ ବାବୁ

ପୁରୀ: ପୋଲିସ ଯଦି ନିୟମ ଭାଙ୍ଗେ ତେବେ କହିବେ କାହାକୁ ଶୁଣିବ କିଏ ? ପୁରୀ ଗୁଣ୍ଡିଚା ମନ୍ଦିରରେ ଜଣେ ପୋଲିସ କର୍ମଚାରୀ ଦୁଇଚକିଆ ଗାଡି ଧରି ଭିତରକୁ ପ୍ରବେଶ କରିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଘଟଣାଟି ପ୍ରଘଟ ହେବା ପରେ ମନ୍ଦିରର ପବିତ୍ରତାକୁ କ୍ଷୁର୍ଣ୍ଣ…

[ଭିଡ଼ିଓ] ବାଲିଯାତ୍ରା ଆୟୋଜନ କରିବାକୁ ଅନୁରୋଧ

କଟକ : କରୋନା ଯୋଗୁ ଫିକା ପଡିଛି ସମସ୍ତ ପର୍ବ ପର୍ବାଣୀ । ଦୁର୍ଗ। ପୂଜାରୁ ନେଇ ଲକ୍ଷ୍ମୀ ପୂଜା ଯାଏଁ ସବୁଠି କଟକଣା । ଏବେ ବାଲିଯାତ୍ରା ବନ୍ଦ କରାଯିବାକୁ ଶୁଣିବାକୁ ମିଳିଥିବା ବେଳେ ସରକାରଙ୍କୁ ଅନୁରୋଧ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଗତବର୍ଷ ବାଲିଯାତ୍ରା ଆୟୋଜନ ସମ୍ପୁର୍ଣ୍ଣ…

ଆହାନଙ୍କୁ ଅକ୍ଷୟ କୁମାରଙ୍କ ପ୍ରଶଂସା; କହିଲେ…

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ପ୍ରଥମ ଥର ପାଇଁ ବଲିଉଡ୍‌ରେ ପାଦ ଦେଇଛନ୍ତି। ଅହାନଙ୍କ ପ୍ରଥମ ଡେବ୍ୟୁ ଫିଲ୍ମ ତଡପ୍‌ର ଟ୍ରେଲର ରିଲିଜ ହୋଇସାରିଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଅଭିନେତା ଅକ୍ଷୟ କୁମାର ଟ୍ୱିଟରରେ ତାଙ୍କ ବନ୍ଧୁ ସୁନୀଲ ଶେଟ୍ଟୀଙ୍କୁ ଅଭିନନ୍ଦନ…

ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା:ଆରମ୍ଭ ହେବ ‘ହର ଘର ଦସ୍ତକ’ ଅଭିଯାନ

ଦିଲ୍ଲୀ: ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ବୁଧବାର ଦିନ କହିଥିଲେ, ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାରେ ଘର ଘର ଯାଇ କୋଭିଡ଼-୧୯ ଟିକାକରଣ ପାଇଁ ଆସନ୍ତା ମାସରେ ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ କରାଯିବ। ଏହାର ଉଦ୍ଦେଶ୍ୟ…

୧୮ ବର୍ଷ ହେବ ଆଇସିସି ଇଂଭେଟରେ ନ୍ୟୁଜିଲାଣ୍ଡକୁ ହରାଇ ପାରିନି ଭାରତ

ଦୁବାଇ: ଚଳିତ ଟି୨୦ ବିଶ୍ୱକପରେ ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ହାରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେମି ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକି ତକ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ୩୧ ଅକ୍ଟୋବରରେ ଭାରତ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଭେଟିବ । ଆଇସିସି ଇଭେଂଟରେ…

ଡ୍ରାଇଭର ମହାସଂଘର ବିଶାଳ ରାଲି

ଭୁବନେଶ୍ବର: ଡ୍ରାଇଭର ମହାସଂଘର ବିଶାଳ ରାଲି । ବିଭିନ୍ନ ଦାବି ପୂରଣ ପାଇଁ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଏନେଇ ରାଜଧାନୀରେ ଏକ ବିଶାଳ ରାଲି କରାଯାଇଛି । ନବୀନ ନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା ୧୦ ଦଫା ଦାବି  ନେଇ ରାଜରାସ୍ତାକୁ ଓହ୍ଲାଇଛି…

ବାଣ ବିକ୍ରୟ ଓ ବ୍ୟବହାର ଉପରେ ଲାଗିଲା ବ୍ୟାନ୍‌

କୋଲକାତା: ପଶ୍ଚିମବଙ୍ଗରେ ଦିୱାଲୀ, କାଳୀ ପୂଜା ଭଳି ଉତ୍ସବରେ କୌଣସି ଆତସବାଜି ହେବ ନାହିଁ। କଲିକତା ହାଇକୋର୍ଟ ରାଜ୍ୟରେ ବାଣ ଫୁଟାଇବା ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି। ଏହାସହିତ ବାଣ ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଇଛନ୍ତି। ଦିୱାଲି, କାଳୀ ପୂଜା, ଛଟ୍‌…

ମମିତାଙ୍କ ଘରେ ପହଁଞ୍ଚିଲେ ଜାତୀୟ ମହିଳା ମୋର୍ଚ୍ଚା ଟିମ୍

ନୂଆପଡ଼ା: ବିଜେପି ଜାତୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସମେତ ୩ ଜଣିଆ କେନ୍ଦ୍ରୀୟ ମହିଳା ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି .ଶ୍ରୀନିବାସନ,ଶୀର୍ଷା ହରିୟାଣା ଲୋକସଭା ସାଂସଦ ସୁନିତା ଦୁଗଲ ,ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ରୂପା ମିତ୍ର ଚୌଧୁରୀ ଦୁଇ ଦିନିଆ…

[ଭିଡିଓ] ଶିବ ମନ୍ଦିରରେ ନାଗ

ବରଗଡ଼ : ଶିବ ମନ୍ଦିରରେ ନାଗ ସାପ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ସିଦ୍ଧେଶ୍ୱର ବାବା ଶିବ ମନ୍ଦିର ଭିତରେ ୩ ଫୁଟ ଲମ୍ବର ନାଗସାପ ପଶିିଥିବା ଦେଖାବାକୁ ମିଳିଛି । ଗତ କାଲି ପ୍ରାୟ ରାତି ୧୧ ଟା ପାଖାପାଖି ହେବ ମନ୍ଦିର ଭିତରେ ଏକ ନାଗ ସାପ ପଶିଯାଇଥିଲା । ସାପଟି ମନ୍ଦିର ବୃଷଭ ମୂର୍ତ୍ତିରେ…

କନ୍ନଡ଼ ସିନେମାର ଅଭିନେତା ପୁନିତ ରାଜକୁମାରଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ସିନେମାର ଅଭିନେତା ପୁନୀତ ରାଜ କୁମାରଙ୍କ ପରଲୋକ ହୋଇଯାଇଛି। ହୃଦଘାତରେ ଶିକାର ହୋଇ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଏବେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ…