Latest Odisha News

BREAKING NEWS

Yearly Archives

2021

ପଶୁଙ୍କ ପାଇଁ ନନ୍ଦନକାନନକୁ ଆସିବ ଅଲଟ୍ରାସାଉଣ୍ଡ ମେସିନ

ଭୁବନେଶ୍ୱର: ପଶୁଙ୍କ ପାଇଁ ଆସିବ ଅଲଟ୍ରାସାଉଣ୍ଡ ମେସିନ ।  ନନ୍ଦନକାନନକୁ ପ୍ରଥମଥର ପାଇଁ ଆସିବ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ । ପିସିସିଏଫ୍‌ ୱାଇଲଡଲାଇଫ ଅନୁମୋଦନରେ ଅଣାଯିବ ଏହି ମେସିନ୍‌ । ଯାହା ଶାବକ ଜନ୍ମ ହେବାର ସମସ୍ୟାକୁ ଦୃଷ୍ଟିରେ ରଖି ଏ ମେସିନ ସହଯୋଗ କରିବ । କେତୋଟି ଜନ୍ତୁ ଶାବକ…

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଚାନ୍ଦିମେଢ

ଢେଙ୍କାନାଳ : ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ହେଉଛି ଶେଷ ଦିନ। ମା’ଲକ୍ଷ୍ମୀଙ୍କୁ ଦର୍ଶନ କରିବାକୁ ବହୁ ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ଲୋକେ। କୋଭିଡ଼ କଟକଣା ଭିତରେ ମା’ଙ୍କର ସୁରୁଖୁରୁରେ ଦର୍ଶନ କରିଛନ୍ତି । ଚଳିତ ବର୍ଷ ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜାରେ ଚାରୋଟି ପୂଜା ମଣ୍ଡପରେ…

ବିଜେଡିରୁ ନିଲମ୍ବିତ ହେଲେ ଶୈଳେଶ ଦାନି

ଭୁବନେଶ୍ବର : ବିଜେଡିରୁ ନିଲମ୍ବିତ ହେଲେ ଶୈଳେଶ ଦାନି । ତାଙ୍କ ଦଳରୁ ଆଜି ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ତଥା ସରକାରୀ ଦଳ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ବିଜେଡି ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିଲେ ଶୈଳଶ ଦାନି । ଶୈଳଶ…

ଯମଜ ସନ୍ତାନର ବାପା ହେଲେ କାର୍ତିକ

ମୁମ୍ବାଇ: କ୍ରିକେଟର ଦୀନେଶ କାର୍ତିକ ଆଜି ଯମଜ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ତଥା ଷ୍ଟାର ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ ଏହି ୨ଟି ସନ୍ତାନର ଜନନୀ ହୋଇଛନ୍ତି । ଉଭୟ ଦୀନେଶ ଏବଂ ଦୀପିକା ସୋସିଆଲ ସାଇଟରେ ଏହାର ଫଟୋ ଶେୟାର କରିଛନ୍ତି । କାର୍ତିକ ଲେଖିଛନ୍ତି…

ପାଟକୁରା ନୂଆପଡ଼ାରେ ଗ୍ୟାଙ୍ଗ ଓ୍ବାର, ଜଣେ ମୃତ

ପାଟକୁରା : ପାଟକୁରା ଥାନା ପଦ୍ମପୁର ପଞ୍ଚାୟତ ନୂଆପଡ଼ାରେ ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ୟାଙ୍ଗଷ୍ଟର ବିଭୁ ସାହୁ । ମୃତ ବିଭୁ ସାହୁର ଘର ବେରୁହାଁ ପଞ୍ଚାୟତ ହଳଦିଆ ଗାଁରେ । ସେ ଏକାଧିକ ମାମଲାରେ ସଂପୃକ୍ତ ଥିଲା ।…

ଇଶା ଅମ୍ବାନିଙ୍କୁ ‘ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ’ ବୋର୍ଡରେ ନିଯୁକ୍ତି

ଭୁବନେଶ୍ବର : ଆମେରିକାର ଓ୍ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର ସଦସ୍ୟା । ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି ।…

ଆଇଏସଏଲ: ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାୟିନକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଆଗାମୀ ଆଇଏସଲ ମୁକାବିଲା ପୂର୍ବରୁ ଉଟୋର୍ଡାରେ ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାୟିନ ଏଫସିକୁ ପରାସ୍ତ କରିଛି । ଦଳର ଷ୍ଟାର ଖେଳାଳି ଜାଭି ହର୍ଣ୍ଣାଡେଜ ଓ ଭିକ୍ଟର ମୋଙ୍ଗିଲ ଓଡିଶା ପାଇଁ ୨ଟି ଯାକ ଗୋଲ ସ୍କୋର କରିଥିଲେ । ପ୍ରଥମରୁ ଆକ୍ରମଣାତ୍ମକ…

ଲାଞ୍ଚୁଆ ଆକାଉଣ୍ଟାଣ୍ଟକୁ ୪ ବର୍ଷ ଜେଲ ଦଣ୍ଡ

କେନ୍ଦୁଝର : ଆକାଉଣ୍ଟାଣ୍ଟକୁ ୪ ବର୍ଷ ଜେଲ ଦଣ୍ଡ । ଲାଞ୍ଚୁଆ ଆକାଉଣ୍ଟାଣ୍ଟ ପ୍ରଦୀପ ଶାନ୍ତିଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରମାନା ଶୁଣାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଙ୍ଗା ବ୍ଳକ ଉପର ଡିହା କୁସୁମପୁର ଗାଁରେ ଅନ୍ତର୍ଜାମୀ ସାହୁଙ୍କ ଠାରୁ…

ଆର୍ଯ୍ୟନଙ୍କ ଜାମିନ ପରେ ମଲିକ କହିଲେ ପିକ୍‌ଚର ଅବ ବାକି ହୈ ମେରେ ଦୋସ୍ତ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ କେସରେ ଆର୍ଯ୍ୟନ ଖାଁଙ୍କୁ ଆଜି ଜାମିନ ମିଳିଛି । ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକ ଏହା ପରେ ଟୁଇଟ କରିଛନ୍ତି ପିକ୍‌ଚର ଅବ ବାକି ହୈ ମେରେ ଦୋସ୍ତ । ଏହା ସେ ପରୋକ୍ଷରେ ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ଟାର୍ଗେଟ କରି ଲେଖିଥିବା ଅନୁମାନ…

ସମ୍ମୁଖକୁ ଆସିଲା ଆଇପିଏଲ ୨୦୨୨ ପାଇଁ ରିଟେନଶନ ନିୟମ

ମୁମ୍ବାଇ: ଆଇପିଏଲ ୨୦୨୨ ପାଇଁ ହେବାକୁ ଥିବା ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ନୂତନ ରିଟେନଶନ ନିୟମ ସମ୍ମୁଖକୁ ଆସିଛି । ତେବେ ବିଧିବଦ୍ଧ ଭାବେ ଏହାର ଘୋଷଣା କରାଯାଇ ନାହିଁ । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ପୁରୁଣା ୮ଟି ଟିମ ଅତିବେଶୀରେ ୪ଟି ଖେଳାଳି ରିଟେନ କରିପାରିବେ । ଏହା…