Latest Odisha News

BREAKING NEWS

Yearly Archives

2021

ମମିତା ମେହେର ହତ୍ୟା ମାମଲା : ନୂଆପଡ଼ାରେ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ନୂଆପଡ଼ା : ମହାଲିଙ୍ଗ ମମିତା ମେହେର ମୃତ୍ୟୁକୁ ନେଇ ତେଜୁଛି ବିବାଦ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ତେଜୁଛି ଆନ୍ଦୋଳନ । ଘଟଣାକୁ ନେଇ ଆଜି ନୂଆପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ଯାହାକୁ ନେଇ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।…

ଛୁଆଙ୍କୁ ଗାଡିରେ ନେଇ ଯାଉଥିଲେ ହୁଅନ୍ତୁ ସାବଧାନ,ଆସିଲା ନୂଆ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ :ଏଣିକି ପିଲାମାନଙ୍କୁ ଗାଡିରେ ସାଥୀରେ ନେଇ ଯାଉଥିଲେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।। କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଡ୍ରାଫ୍ଟ ନୋଟିଫିକେସନ ବା ପ୍ରସ୍ତାବ ଦେଇଛନ୍ତି। ଏଥିରେ କୁହାଯାଇଛି କି ୪ ବର୍ଷରୁ…

ରାୟଗଡ଼ା ମୁନିଗୁଡାରେ ଲାଗିଲା ମାଓ ପୋଷ୍ଟର

ରାୟଗଡ଼ା : ପୁଣି ମାଓ ପୋଷ୍ଟର ଲଗାଇଲେ ମାଓବାଦୀ । ରାୟଗଡା ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡାବାଲି ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ୫ଟି ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ଉଲ୍ଲେଖ ରହିଛି । ଏହାସହ ମମିତା…

ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଗହଣା ଲୁଟିନେଲେ ଲୁଟେରା

ଭଦ୍ରକ : ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଲୁଟିନେଲେ ଲୁଟେରା । ଭଦ୍ରକ ସହରାଞ୍ଚଳ ଥାନା ଛକ ନିକଟରେ ଥିବା ସୁନା ଦୋକାନ ସମ୍ମୁଖରୁ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା । ଏନେଇ ଦୋକାନୀ ଜଣକ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ଦୁର୍ବୃତ୍ତଙ୍କ କୌଣସି…

ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ଭୁବନେଶ୍ବର : ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି । ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ…

ନଭେମ୍ବର ୧୬ରୁ ସାରା ରାଜ୍ୟରେ ବନ୍ଦ ରହିବ ବସ୍ ସେବା

ଭୁବନେଶ୍ବର : ଆସନ୍ତା ନଭେମ୍ବର ୧୬ରୁ ସାରା ଓଡ଼ିଶାରେ ବନ୍ଦ ରହିବ ବସ୍ ସେବା । ରାଜ୍ୟ ଘରୋଇ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ମୋଟ୍ ୧୪ ହଜାର ଘରୋଇ ବସ୍ ରହିଛି । କିନ୍ତୁ କୋଭିଡ ଗାଇଡଲାଇନ୍ କୋହଳ ହେବା ପରଠୁ ରାଜ୍ୟରେ ମାତ୍ର ୬୦% ବସ୍‌…

ଓଡ଼ିଶା ଆଇପିଏସ୍ ଅଧିକାରୀ କେ. ଶିବା. ସୁବ୍ରମଣି ସିବିଆଇ ଏସପିଭାବେ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା-କ୍ୟାଡ଼ର ଆଇପିଏସ୍ ଅଧିକାରୀ କେ.ଶିବା ସୁବ୍ରମଣିଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଏସପିଭାବେ ନିଯୁକ୍ତି କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ୨୦୧୦ ବ୍ୟାଚ ଆଇପିଏସ୍ ଅଧିକାରୀ ବର୍ତ୍ତମାନ ଓଡ଼ିଶାର…

ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ପିଲା ଚୋରି ଭଳି ଶବ୍ଦ ଶୁଣିଲେ ମନରେ ଛନକା ପଶିଯାଏ । ଏହି ଅଭିଯୋଗ ଯାହା ବିରୋଧରେ ଥରେ ଆସେ, ସେ ସାରା ଜୀବନ ସମାଜରେ ଅଗ୍ରହଣୀୟର ଆଖ୍ୟା ମୁଣ୍ଡାଇବାକୁ ବାଧ୍ୟ ହୋଇଥାଏ । ବାଲେଶ୍ୱର ଜିଲ୍ଲାରେ ପିଲା ଚୋରିକୁ କେନ୍ଦ୍ର କରି ଉଭୟ ଅଭିଯୋଗ ଓ ପ୍ରମାଣ ଆଧାରରେ ଜଣେ ମହିଳାଙ୍କୁ…

ପାକିସ୍ତାନ ବିଜୟରେ ଖୁସି ମନାଇବା ପଡଲା ମହଙ୍ଗା ,ସ୍କୁଲରୁ ନିଲମ୍ବନ ହେଲେ ଶିକ୍ଷୟତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନ ବିଜୟରେ ଖୁସି ମନାଇବା ଶିକ୍ଷୟତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଉଦୟପୁରରେ ଜଣେ ପ୍ରାଇଭେଟ ସ୍କୁଲ ଶିକ୍ଷୟତ୍ରୀ ପାକିସ୍ତାନ ମ୍ୟାଚ ଜିତିବା ସମର୍ଥନରେ ହ୍ୱାଟସପରେ ଏକ ବାଜି…

ପେଗାସସ୍‌ ମାମଲା; ଆସନ୍ତାକାଲି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ଏହାର ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୧୩ ରେ ପ୍ରଧାନ ବିଚାରପତି ଏନ.ଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଏହି ମାମଲାରେ ନିଜର…