Latest Odisha News

BREAKING NEWS

Yearly Archives

2021

କର୍ତ୍ତବ୍ୟନିଷ୍ଠ ମହିଳା ସ୍ୱାସ୍ଥ୍ୟକର୍ମୀ, ଓଟ ଚଢି ଦେଉଛନ୍ତି କୋଭିଡ୍ ଟିକା

ଭୁୁବନେଶ୍ୱର: କୋଭିଡ ମହାମାରୀରେ ସ୍ୱାସ୍ଥ୍ୟକର୍ମୀଙ୍କ ଅତୁଳନୀୟ ଅବଦାନକୁ ମାପିବା ତାଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ପ୍ରଶ୍ନ ଉଠାଇବା ସଦୃଶ । ମାରାତ୍ମକ କରୋନା ଭାଇରସକୁ ଦୂରେଇବାରେ ଦିନରାତି ଏକ କରିଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଭାକ୍ସିନେସନ୍ ସେଣ୍ଟରକୁ ବାଦ୍ ଦେଲେ ଘରେଘରେ…

ଭିମସାରରେ ୨ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

ସମ୍ବଲପୁର: ଭିମସାରେ ପୁଣି ୨ଜଣଙ୍କ ଠାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ବେନ୍ସିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା । ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ…

ଫିଲ୍ମ ‘୮୩’ରେ ରଣବୀରଙ୍କ ଅଭିନୟକୁ ପ୍ରଶଂସା କଲେ ବିରାଟ-ଅନୁଷ୍କା

ମୁମ୍ବାଇ : ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଷ୍ଟାରଫିଲ୍ମ '୮୩' ରିଲିଜ ହୋଇସାରିଛି । ଏହି ମୁଭିକୁ ଖୁବ୍ ତାରିଫ କରିଛନ୍ତି ବିରାଟ ଓ ଅନୁଷ୍କା  । ଏନେଇ ବିରାଟ ନିଜ ଟୁଇଟର ଆକାଉଣ୍ଟରେ ଫିଲ୍ମକୁ ନେଇ ନିଜର ଇମୋସନ୍ ସେୟାର କରିଛନ୍ତି । ବିରାଟ କହିଛନ୍ତି ଯେ ଭାରତୀୟ କ୍ରିକେଟ ପାଇଁ ଏହି…

[ଭିଡିଓ] ପୋଷା କୁକୁରକୁ ଟେକିନେଲା ଚିତାବାଘ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ସିସିଟିଭି ଫୁଟେଜ ବହୁଳ ମାତ୍ରାରେ ଭାଇରାଲ୍ ହେଉଛି । ଅନ୍ଧାର ରାତିରେ କଏଦ ହୋଇଥିବା ଏହି ଭିଡିଓରେ ଗୋଟିଏ ଚିତାବାଘର ଲୋମଟାଙ୍କୁରା କାରନାମା ସାମ୍ନାକୁ ଆସିଛି । ଘଟଣାଟି ମଧ୍ୟପ୍ରଦେଶ ଛତରପୁରରେ ଘଟିଥିବା ଲୋକେ ଦାବି କରିଛନ୍ତି । ଏଥିରେ ଗୋଟିଏ…

ପ୍ରମାଣିତ ହେଲା, ପ୍ରେମର ଆଉ ଏକ ରୂପ କ୍ଷମା…

ପୁରୀ:ପ୍ରେମର ରୂପକୁ ଚିହ୍ନବା ସବୁଠାରୁ କଷ୍ଟକର ବ୍ୟାପାର । କ୍ଷମା ଯେ, ପ୍ରେମର ଆଉ ଏକ ରୂପ ତାହା ତୁର୍କୀରେ ଏକ ଘଟଣାରେ ପ୍ରମାଣିତ ହୋଇଛି । କାସିମ ଓଜେନ ନାମକ ଜଣେ ଯୁବକ ବେରାଫିନ ଓଜେକଙ୍କୁ ଏକତରଫା ପ୍ରେମ କରୁଥିଲେ । ବାରମ୍ବାର ବିଫଳ ହେବା ପରେ ଶେଷରେ ଯୁବକଜଣଙ୍କ ବେରାଫିନଙ୍କ ଉପରେ…

ବିଲରେ ପଡ଼ିଛି ଶହ ଶହ ବିଦେଶୀ ପକ୍ଷୀଙ୍କ ମୃତ ଦେହ

ଖୋର୍ଦ୍ଧା: ବିଲରେ ପଡ଼ିଛି ବିଦେଶୀ ପକ୍ଷୀଙ୍କ ମୃତ ଦେହ । ଆଜି ସକାଳୁ ସକାଳୁ ରାସ୍ତାକଡ଼ରେ  ଶହ ଶହ ମୃତ ବିଦେଶୀ ପକ୍ଷୀ ମାନଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ୧୬ ନଂ ଜାତୀୟ ରାଜପଥର ରତାମାଟି ଛକ ନିକଟ ଚାଷ ଜମିରେ ପ୍ରାୟ ୨ ଶହ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।…

ଶେଷ ହେଲା ରେଡ୍, ଜବତ ହେଲା ୧୭୭ କୋଟିରୁ ଅଧିକ ଟଙ୍କା

କାନପୁର : ଦେଶର ସର୍ବବୃହତ ରେଡ୍ । ଶେଷ ହୋଇଛି ଦୀର୍ଘ ୩୬ ଘଣ୍ଟାର ମାରାଥନ କାଉଣ୍ଟିଂ ପ୍ରକ୍ରିୟା । ରେଡ୍ ପରେ ଜବତ ହୋଇଛି ୧୭୭ କୋଟି ୪୫ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଜମା ଟଙ୍କାକୁ ଗଣିବା ଲାଗି ଚାଲିଥିବା ପ୍ରକ୍ରିୟା ଶେଷ ହୋଇଛି । ଆୟକର…

ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ।  ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ୫ରେ ହେବାକୁ ଥିବା ମାଟ୍ରିକ୍‌ ସମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ନିଶ୍ଚିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଅଡୁଆରେ ଜ୍ୟାକଲିନ; ଘରକୁ ଯିବାକୁ ଇଡିଠୁ ଲୋଡିଲେ ଅନୁମତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୂଚନା ଅନୁଯାୟୀ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଦିଲ୍ଲୀ କୋର୍ଟରେ ଦାଖଲ ହୋଇଥିବା ପ୍ରାୟ ୭୦୦୦ ପୃଷ୍ଠାର ଚାର୍ଜସିଟରେ ଇଡି ଏହି ସୂଚନା ଦେଇଛି। ସୂଚନା…

ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବୌଦ୍ଧ: ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା । କାକା ଶ୍ୱଶୁର ଓ ୨ ଶାଳକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ।  ବୌଦ୍ଧ ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ। ଗୋବର୍ଦ୍ଧନଙ୍କୁ ତାଙ୍କର କାକା ଶ୍ୱଶୁର ଓ ୨ ଶାଳକ…