‘ବଚ୍ଚନ’ ଟାଇଟଲ୍ ପଛର ରହସ୍ୟ ଖୋଲିଲେ ବିଗ୍ ବି
ମୁମ୍ବାଇ: କୌନ ବାନେଗା କରୋଡ୍ପତି ୧୩ର ଉପସ୍ଥାପନା କରୁଛନ୍ତି ବଲିଉଡ୍ ଶେହେନ୍ଶାହା ଅମିତାଭ ବଚ୍ଚନ। ଏଥିରେ ବିଗ୍ ବି ଏକ ରହସ୍ୟର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନ କାହିଁକି ‘ବଚ୍ଚନ’କୁ ସର୍ନେମ୍ ଭାବେ ଚୟନ କରିଥିଲେ ତାହାର ଗୁମର…