Latest Odisha News

BREAKING NEWS

Yearly Archives

2021

ବାଘ ଛାଲ ଚାଲାଣ, ଜଣେ ଗିରଫ

ବୌଦ୍ଧ: STF ପଞ୍ଝାରେ ବାଘଛାଲ ବେପାରୀ । ବାଘ ଛାଲ ଚାଲାଣ ବେଳେ ମାଡି ବସିଲା ଏସଟିଏଫ । ମନମୁଣ୍ଡା ଥାନା କପାସିରାରେ ପ୍ଲାଷ୍ଟିକ ବସ୍ତାରେ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଚାଲାଣକାରୀ ଗିରଫ ୨ଟି ବାଘ ଛାଲ ଜବତ । ଗିରଫ ଅଭିଯୁକ୍ତ ହେଲା ଲୁନ୍ଦ୍ରା ଗାଁର ଜୀବର୍ଦ୍ଧନ ଭୋଇ। ବାଘ…

ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ, ସରକାରୀ ସହାୟତା ପାଇଁ ପରିବାରର ନିବେଦନ

କଳାହାଣ୍ଡି : ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ। ଜରି ପାଲ ତଳେ ବିତୁଛି ଜୀବନ। ଧର୍ମଗଡ଼ ଏନଏସି ର ୱାର୍ଡ ନମ୍ବର ୩ ରେ ରହୁଥିବା ସୁଲୋଚନା ନାଏକ ଓ ତାଙ୍କ ପତି ମୋହନ ଦାସ ନାଏକ ଏପରି ଦୟନୀୟ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ରହିବା ପାଇଁ ନା ଅଛି ନିଜସ୍ୱ ଘର। ଦୀର୍ଘ ବର୍ଷ ହେବ ଏହି…

ଶୁଣିଲେନି ପ୍ରଶାସନ, ରାସ୍ତା ମରାମତି ଓ ଗାଁ ସଫେଇ କଲେ ଅଙ୍ଗନୱାଡ଼ି ଦିଦି

କଳାହାଣ୍ଡି: ଅଙ୍ଗନୱାଡ଼ି ଦିଦିଙ୍କ ମହାନତା। ରାସ୍ତା ମରାମତି ପାଇଁ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ। ହେଲେ କେହି କର୍ଣ୍ଣପାତ କରିଲେନି। ଶେଷରେ ଗାଁ ସଫେଇ ଓ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଅଙ୍ଗନୱାଡ଼ି ଦିଦି। ତାଙ୍କର ମହାନତା ପାଇଁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।…

ନୈନିତାଲରେ ବାଦଲଫଟା ବର୍ଷା; ମାଟି ତଳେ ଫସି ରହିଛନ୍ତି ଲୋକ!

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନୈନିତାଲ ଜିଲ୍ଲାର ରାମଗଡର ଏକ ଗାଁରେ ଭୂସ୍ଖଳନ ହୋଇଛି। ଲୋକମାନେ ମାଟି ଅତଡା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି। ପୋଲିସ ଟିମ୍ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଂଚିଛନ୍ତି ବୋଲି ବୋଲି ଜଣାପଡ଼ିଛି। ନୈନିତାଲ ଏସଏସପିଙ୍କ କହିବା ଅନୁଯାୟୀ କିଛି…

ଆର୍ୟନଙ୍କୁ ବେଲ୍‌ ନ ମିଳିବା ଯାଏ ଖାଇବେନି ଗୌରୀ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ତେବେ ସୂଚନା ଅନୁଯାୟୀ ଶୁଣାଣି ହେବା ପରେ ହିଁ ମା ଗୌରୀ ଖାଇବେ ବୋଲି ମାନସିକ ରଖିଛନ୍ତି। ଆର୍ୟନଙ୍କ ଜାମିନ ନହେବା ଯାଏ ସେ କୌଣସି ମିଠା ଖାଇବେ ନାହିଁ ବୋଲି କହିଛନ୍ତି। ଦିପାବଳୀ ପୂର୍ବରୁ…

ଭାରତ-ପାକ୍ ମ୍ୟାଚକୁ ବିରୋଧ କଲେ ଓୱାଇସି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ବିରୋଧ ଆରମ୍ଭ ହୋଇଛି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ତାରକିଶୋର ପ୍ରସାଦଙ୍କ ପରେ ଏବେ ଏଆଇଏମଆଇଏମ ସଭାପତି ଅସଦଉଦ୍ଦିନ ଓୱାଇସି ଏହାକୁ ବିରୋଧ କରିଛନ୍ତି । ଜମ୍ମୁ-କଶ୍ମୀରରେ ୯ ଯବାନ ନିହତ ହେଲେଣି, ଅନ୍ୟ ରାଜ୍ୟର ନିରୀହ…

ନୀଳଗିରିରେ ଭାଲୁ ଆତଙ୍କ

ନୀଳଗିରି: ନୀଳଗିରିରେ ଭାଲୁ ଆତଙ୍କ । ଆକ୍ରମଣରେ ଯୁବକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ନୀଳଗିରି ବାଲିଓରା ଗାଁରେ ।  ଜଣେ ଯୁବକ ଡିଉଟିରୁ ଫେରିବା ବେଳେ ଦୁଇଟି ଭାଲୁ ସାଇକେଲରୁ ତାଙ୍କୁ ଟାଣି ପକାଇ…

ନିର୍ଯାତନାର ଶିକାର ହେଉଛନ୍ତି ହିନ୍ଦୁ; ୯ ବର୍ଷରେ ୩,୭୨୧ ଘର ଓ ମନ୍ଦିର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଦୁର୍ଗା ପୂଜା ଅବସରରେ ପେଣ୍ଡାଲ ଏବଂ ମନ୍ଦିରରେ ଭଙ୍ଗାରୁଜା ଘଟାଇଥିବା ବାଂଲାଦେଶୀ ହିନ୍ଦୁମାନଙ୍କ ପ୍ରତି ଏହା ହିଂସାର ପ୍ରଥମ ଉଦାହରଣ ନୁହେଁ। ଏହାପୂର୍ବରୁ ବାଂଲାଦେଶୀ ହିନ୍ଦୁମାନେ ମଧ୍ୟ ନିର୍ଯାତନାର ଶିକାର ହୋଇଥିବା ଦୃଷ୍ଟାନ୍ତ ରହିଛି। ରିପୋର୍ଟ ଅନୁଯାୟୀ, ଗତ ୯ ବର୍ଷ…

ଆହୁରି ଗମ୍ଭୀର ହୋଇପାରେ ବିଜୁଳି ସଙ୍କଟ

ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ବର୍ଷା ହେତୁ ରାଜ୍ୟରେ କୋଇଲା ଏବଂ ବିଦ୍ୟୁତ୍ ଉତ୍ପାଦନ ପୁଣି ଥରେ ପ୍ରଭାବିତ ହୋଇଛି। ଏହି କାରଣରୁ ପୁଣି ଥରେ ବିଦ୍ୟୁତ୍ ସଙ୍କଟ ଗଭୀର ହେବାର ସମ୍ଭାବନା ବଢିଛି। କୋଇଲା ଉତ୍ପାଦନ ଉପରେ ସବୁଠାରୁ ବଡ ପ୍ରଭାବ ପଡିଛି।…

ଅଭିନେତ୍ରୀ ଯୁଭିକାଙ୍କ ବିରୋଧରେ ଗୁରୁତର ଅଭିଯୋଗ; ୩ ଘଣ୍ଟା ଜେରା

ନୂଆଦିଲ୍ଲୀ: ଅଭିନେତ୍ରୀ ଯୁଭିକା ଚୌଧୁରୀଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ସେ ତାଙ୍କ ସ୍ୱାମୀ ପ୍ରିନ୍ସ ନରୁଲାଙ୍କ ସହ ସୁଟିଂ କରିଥିବା ଭିଡିଓରେ ଅନୁସୂଚିତ ଜାତି ସମ୍ପ୍ରଦାୟ ଉପରେ ଆପତ୍ତିଜନକ ତଥା ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ସୋମବାର ତାଙ୍କୁ ପୋଲିସ ଗିରଫ କରିଥିଲା। ୩ ଘଣ୍ଟା…