Latest Odisha News

BREAKING NEWS

Yearly Archives

2021

କମିଶନରେଟ୍ ପୋଲିସର ‘ପ୍ରାରମ୍ଭ’ ଯୋଜନା ଆରମ୍ଭ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଆରମ୍ଭ ହେଲା ନୂତନ ଯୋଜନା ‘ପ୍ରାରମ୍ଭ’। ଟ୍ୱିନ ସିଟିର ନାବାଳିକା ନାବାଳିକା ଝିଅମାନଙ୍କୁ ଗୋପନରେ ବିବାହ ଓ ପଳାୟନରୁ ନିବୃତ୍ତ କରିବା ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିପଦରୁ ମୁକ୍ତି ପାଇଁ ଭୁବନେଶ୍ୱର-କଟକ ପୋଲିସ ଏହି ନୂତନ ପଦକ୍ଷେପ ଆରମ୍ଭ କରିଛି। ଏହାର…

କନ୍ଦରପୁର ବ୍ୟବସାୟୀଙ୍କୁ ଗୁଳିକରି ଲୁଟ ଘଟଣାର ପର୍ଦ୍ଦାଫାସ,୪ ଅଭିଯୁକ୍ତ ଗିରଫ

କଟକ : କନ୍ଦରପୁର ବ୍ୟବସାୟୀଙ୍କୁ ଗୁଳିକରି ଲୁଟ ଘଟଣାର ପର୍ଦ୍ଦାଫାସ। କମିଶନରେଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଗର ମଲ୍ଲିକ୍ ସମେତ କେନ୍ଦ୍ରାପଡା ମାର୍ଶାଘାଇ କରମାକୁଳ…

ପାଣିରେ ବୁଡ଼ି ଦୁଇ ନାବାଳକ ମୃତ

ଯାଜପୁର: ପାଣିରେ ବୁଡ଼ି ଦୁଇ ନାବାଳକ ମୃତ । ଫୁଲ ତୋଳିବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇ ଦୁଇ ଜଣ ନାବାଳକଙ୍କ ସଲିଳ ସମାଧି । ଏହି ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା କୁଟୁରିଆ ନିକଟସ୍ଥ ବୈତରଣୀ ନଦୀ କଣ୍ଡିଆରେ । ମୃତ ଦୁଇ ନାବାଳକ ହେଲେ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି…

ପରିବା ଦର ବୃଦ୍ଧି ନେଇ ତ୍ରାହି ତ୍ରାହି ଖାଉଟି

ଭୁବନେଶ୍ୱର: ବେଲଗାମ ଦର । ହୁ ହୁ ହୋଇ ବଢିଚାଲିଛି ଦର ଦାମ୍ । ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି । ଗୋଟିଏ ପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟ ପକ୍ଷେ ପରିବା ଦର ଆକାଶ ଛୁଆଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।…

ଆସାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛନ୍ତି ଆଇଏସଆଇ, ଅଲକାଇଦା

ଶ୍ରୀନଗର: ଭାରତର ଗୋଇନ୍ଦା ବିଭାଗ ଆସାମରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରୀ କରିଛି । ପାକିସ୍ତାନର ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଅଲକାଇଦା ଏଥପାଇଁ ଷଡଯନ୍ତ୍ର ରଚୁଛନ୍ତି । ସ୍ଥାନୀୟ ପୋଲିସକୁ ସମ୍ପୂର୍ଣ୍ଣ ଭାବେ ହାଇ ଆଲର୍ଟରେ ରହିବା ପାଇଁ କୁହାଯାଇଛି । ଆରଏସଏସ କ୍ୟାଡର ଓ…

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଭୁବନେଶ୍ୱର : ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପି ଦଳରେ ମିଶିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କର୍ମୀଙ୍କ ସହ ବିଜେପିରେ ମିଶିଲେ ଅଞ୍ଜଳି ।…

ଦିଲ୍ଲୀ LNJP ହସ୍ପିଟାଲର ସେମିନାର ହଲରେ ନିଆଁ

ଦିଲ୍ଲୀ:ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡ଼ାକ୍ତରଖାନାରେ ଅଗ୍ନିକାଣ୍ଡ। ସୋମବାର ସକାଳେ ଏଲଏନଜେପି ହସ୍ପିଟାଲରେ ଥିବା ଏକ ସେମିନାର ହଲରେ ନିଆଁ ଲାଗିଯାଇଥିଲା। ୧୦ରୁ ଉର୍ଦ୍ଧ୍ବ ରୋଗୀ ଓ କର୍ମଚାରୀଙ୍କୁ ଡାକ୍ତର ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଅନ୍ୟ କୋଠରୀକୁ ସ୍ଥାନାନ୍ତର…

ମନି ଲଣ୍ଡରିଂ ମାମଲା : ଚତୁର୍ଥ ଥର ଇଡିର ପଚରାଉଚରାରେ ସାମିଲ ହେଲେନି ଜ୍ୟାକଲିନ୍

ମୁମ୍ବାଇ : ପୁଣି ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ୍। ବଲିଉଡ୍ ବିୟୁଟି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୋମବାର ଦିନ ଇଡି ହାଜର ହେବାକୁ ସମନ କରିଥିଲା । ହେଲେ ଚତୁର୍ଥ ଥର ପାଇଁ ହେବାକୁଥିବା ପଚରା ଉଚରାରେ ସେ ସାମିଲ ହୋଇନଥିଲେ। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ହାଜିରାକୁ ଏଡାଇ…

ପୁଣି ଜବତ ହେଲା ୧ କୁଇଣ୍ଟlଲ ଗଞ୍ଜେଇ

କୋରାପୁଟ : ପୁଣି ଜବତ ହେଲା ଗଞ୍ଜେଇ । ହରିଆଣାକୁ ଚୋରା ଚାଲାଣ କରାଯାଉଥିବା ବେଳେ ଧରିଲା ପୁଲିସ୍ । ମାଛକୁଣ୍ଡ ପୋଲିସ ଦ୍ବାରା କାର ସହ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଂଜେଇ ଜବତ । "କାଙ୍ଗରପଡା" ଅଞ୍ଚଳରୁ ଦିଲ୍ଗୀ ଓ ହରିୟାଣାକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ଧରିବାରେ…

କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖାର ଜୟପୁରରେ ୬ଘଣ୍ଟିଆ ରେଳରୋକ

କୋରାପୁଟ: ସଂଯୁକ୍ତ କିଶାନ ମୋର୍ଚ୍ଚାର ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ। ଏହାର ପ୍ରଭାବ ଜୟପୁରରେ ଦେଖିବାକୁ ମିଳିଛି। କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖା ତରଫରୁ ଜୟପୁରରେ ରେଳରୋକ କରାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ ରେଳଷ୍ଟେସନରେ ରେଳରୋକ କରାଯାଇଛି। ଜୟପୁର…