Latest Odisha News
Yearly Archives

2021

ଆରମ୍ଭ ହେଲା ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ

ପୁରୀ : ଆଜି ପବିତ୍ର ଆଶ୍ବିନ ଶୁକ୍ଳ ଏକାଦଶୀ ତିଥି । ଏହାସହ ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ । କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପ୍ରତିଦିନ ଆଳତି ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହେବ । ଏହାସହ ଶ୍ରୀମନ୍ଦିରରେ ଏଣିକି…

ଜଗତସିଂହପୁରରେ ଅଭାବନୀୟ ଘଟଣା, ବାଇକ୍‌ ଦୁର୍ଘଟଣା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ଅଭାବନୀୟ ଘଟଣା । ବାଇକ୍‌ ଦୁର୍ଘଟଣା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରଘୁନାଥପୁର ଥାନା ନଦୀବନ୍ଧ ଅଯୋଧ୍ୟାପୁରରେ ଦୁଇ ବାଇକ ମୁଁହାମୁହିଁ ଧକ୍କା ହୋଇଥିଲା । ଯହାକୁ ନେଇ ଘଟଣାସ୍ଥଳରେ ରଘୁନାଥପୁର…

ସ୍କୁଲ ଖୋଲିବା ପୂର୍ବରୁ ତତ୍ପରତା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବିଇଓ

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିଚାଳନା କମିଟି ସହ ଆଲୋଚନା ହେବ । ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ନିର୍ଦ୍ଦେଶ…

ବଲାଙ୍ଗିର କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଷ୍ଟେନୋଙ୍କ ଘରେ କଳାକନା ବୁଲାଇଲେ ଚୋର

ବଲାଙ୍ଗିର : ବଲାଙ୍ଗିରରେ କଳାକନା ବୁଲାଇଲେ ଲୁଟେରା । ସିଭିଲ କୋର୍ଟ ପଛପଟେ ରହୁଥିବା ବଲାଙ୍ଗୀର କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଷ୍ଟେନୋ ସମାରୁ ନନ୍ଦଙ୍କ ଘରୁ ଲୁଟି ନେଇଛନ୍ତି ଚୋର । ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ସମେତ ସୁନା ଗହଣା, ଦାମୀ ଶାଢ଼ୀ ଓ ମୂଲ୍ୟବାନ ସାମଗ୍ରୀ ଚୋରି…

ସୁପ୍ରିମକୋର୍ଟରେ ପହଞ୍ଚିଲା ସିଂଘୁ ସୀମା ହତ୍ୟା ମାମଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପହଞ୍ଚିଲା ସିଂଘୁ ସୀମା ହତ୍ୟା ମାମଲା । ବୀଭତ୍ସ ହତ୍ୟା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ କରିଛନ୍ତି ଆଇନଜୀବୀ ଶଶାଙ୍କ ଶେଖର ଝା । ତୁରନ୍ତ ସିଂଘୁ ସୀମାକୁ ଖାଲି କରିବାକୁ ନିର୍ଦ୍ଦେଶ ଦେବା ଲାଗି ସେ ପ୍ରାର୍ଥନା କରିଛନ୍ତି । ନିହାଙ୍ଗ ସଙ୍ଗଠନ…

ଛତିଶଗଡ ଯଶପୁରରେ ହିଟ୍ ଆଣ୍ଡ ରନ ମାମଲାରେ ମୃତକଙ୍କୁ ପରିବାରକୁ ମିଳିବ କ୍ଷତିପୂରଣ

ଛତିଶଗଡ଼ : ଛତିଶଗଡ ଯଶପୁରରେ ହିଟ୍ ଆଣ୍ଡ ରନ୍ ମାମଲାରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୫୦ ଲକ୍ଷର କ୍ଷତିପୂରଣ ଦିଆଯିବ । ଏହାସହ ପ୍ରତି ଆହତଙ୍କୁ ମାଗଣା ଚିକତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ତେବେ ଏହି…

ଜଲାପୁଟ ଜଳଭଣ୍ଡାରକୁ ଡେଇଁ ମହିଳା ନିଖୋଜ

କୋରାପୁଟ : ପାଣିକୁ ଡେଇଁ ମହିଳା ନିଖୋଜ। ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀ କୋରାପୁଟ ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି । ଚମ୍ପାପୁଟ ପୋଲ ନିକଟରେ ଏପରି ଅଘଟଣ ହୋଇଛି । ଅଗ୍ନିସମ ବିଭାଗ ଘଟଣାସ୍ଥଳ ରେ ପହଁଚି ମହିଳାଙ୍କୁ ଖୋଜିଖୋଜି କରୁଛି। ସେପଟେ ଏହି ଘଟଣାକୁ ନେଇ ପାଡୁଆ…

ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଟିକାକରଣ

ଭୁବନେଶ୍ବର : ମହାମାରୀ କରୋନାର ଭୟାବହତା ଜାରି ରହିଛି । ଭାଇରସକୁ ମାତ ଦେବାକୁ ଜାରି ରହିଛି ଟିକାକରଣ । କିପରି ଏହାର ମୁକାବିଲା କରାଯିବ ସେନେଇ ଅଣ୍ଟା ଭିଡିଛନ୍ତି ସରକାର । ଏଥିପାଇଁ ସାରା ରାଜ୍ୟରେ ଦ୍ରୁତ ଗତିରେ ଚାଲିଛି ଟିକାକରଣ । ତେବେ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟରେ…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି । ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଏହି ଜିଲ୍ଲା ଗୁଡିକ ହେଲା - ଅନୁଗୁଳ, ଖୋର୍ଦ୍ଧା, ଗଜପତି ଓ କେନ୍ଦୁଝର । ୧୨ ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଜୟପୁରରେ ରକ୍ତଦାନ ଶିବିରି,୫୦ ୟୁନିଟ ରକ୍ତ ସଂଗ୍ରହ କରାଗଲା

ଜୟପୁର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଆଜି ଜୟପୁର ସହରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାଳରେ ରକ୍ତର ଘୋର ଅଭାବ ଦେଖିଦେଇଛିା କରୋନାକୁ ଭୟ କରି କେହି ରକ୍ତଦାନ କରୁନାହାନ୍ତି । ଫଳରେ ରକ୍ତର ଅଭାବ ଯୋଗୁଁ ଅନେକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ।ଏହାକୁ…