Latest Odisha News

BREAKING NEWS

Yearly Archives

2021

ଭିଡ଼ିଓ: :ମହାଦେବଙ୍କ ମନ୍ଦିରରେ ବେଙ୍ଗ ବାହାନ

ଓଡ଼ିଶା ସମ୍ୱାଦ ବ୍ୟୁରୋ:  ତନ୍ତ୍ର ମନ୍ତ୍ରର ମନ୍ଦିର। ମନ୍ଦିର ଭିତରେ ରହଛି ଅନେକ ରହସ୍ୟ। ଆଉ ରହସ୍ୟ ଭିତରେ ପୂଜା ପାଉଛନ୍ତି ମହାଦେବ। ସବୁଠୁ ବଡ଼ କଥା ହେଉଛି ମନ୍ଦିର ସମ୍ମୁଖରେ ରହିଛି ଏକ ବଡ଼ ବେଙ୍ଗ। ଆଉ ଏହି ବେଙ୍ଗ ମନ୍ଦିର ରକ୍ଷକ ବୋଲି କୁହନ୍ତି ଲୋକେ। ମହାଦେବଙ୍କ ଏହି ମନ୍ଦିରକୁ…

ପୁଲୱାମାରେ ସୁରକ୍ଷାବଳର ସର୍ଚ୍ଚ ଅପରେସନ ଜାରି ,ଜଣେ ଆତଙ୍କୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ସୁରକ୍ଷା କର୍ମୀଙ୍କ ଗୁଳି ମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ପୁଲୱାମା ଜିଲ୍ଲାର ପାମ୍ପୋରର ଡ୍ରାଙ୍ଗବାଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି ।…

ସୈଫ୍‌ ଦୁନିଆର ‘ସବୁଠୁ ସୁନ୍ଦର ପୁରୁଷ’; କରୀନା

ମୁମ୍ବାଇ: ଆଜି ବଲିଉଡ୍‌ ଲୋକପ୍ରିୟ ଷ୍ଟାର ଯୋଡି କରୀନା କପୁର ଓ ସୈଫ୍‌ଙ୍କ ବିବାହ ବାର୍ଷିକୀ। କରୀନା କପୁର ଖାନ ତାଙ୍କ ବିବାହ ବାର୍ଷିକୀରେ ସୈଫଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଦୁନିଆର 'ସବୁଠୁ ସୁନ୍ଦର ପୁରୁଷ' ବୋଲି କହିଛନ୍ତି। କରୀନା ସୈଫ୍‌ଙ୍କ ସହ ଏକ ଫଟୋ ମଧ୍ୟ ସେୟାର…

ମନିଷଙ୍କୁ ହତ୍ୟା କରିଥିବା ୩ ବନ୍ଧୁ, ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ଫିଙ୍ଗିଥିଲେ ମୃତଦେହ

ଭୁବନେଶ୍ୱର: ସାଙ୍ଗ ସାଜିଲେ ହତ୍ୟାକାରୀ । ହୋଟେଲରେ ବିଲକୁ ନେଇ ପାଟିତୁଣ୍ଡ ପରେ ହତ୍ୟା । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାର ରହସ୍ୟ ଖୋଲିଛି କମିଶନରେଟ ପୋଲିସ । ମନିଷଙ୍କ ୩ ଜଣ ସାଙ୍ଗଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅମ୍ରିତ ପ୍ରୀତମ୍, ଦୀନେଶ…

ନବୀନଙ୍କୁ ଟ୍ୱିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: ୭୫ ବର୍ଷ ବୟସରେ ପାଦଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ କରି ମୋଦି ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶା ବାସୀଙ୍କ ସେବା କରିଚାଲନ୍ତୁ ବୋଲି କହିଛନ୍ତି।…

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ: ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସରେ ଭଡ଼ା କିଲୋମିଟର ପ୍ରତି ୩ ପଇସା ବୃଦ୍ଧି ହୋଇଛି । ସାଧାରଣ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୯୨ ପଇସା ଦେବାକୁ ହେବ । ପୂର୍ବରୁ ସାଧାରଣ ବସ ଭଡ଼ା ଥିଲା ୮୯ ପଇସା । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା…

ଝିଅ ହେବା ଖୁସିରେ ବାଣ୍ଟିଲେ ମାଗଣା ପେଟ୍ରୋଲ

ଭୋପାଳ: ଦେଶରେ ଯେଉଁଭଳି ଭାବରେ ତୈଳ ଦର ଦିନକୁ ଦିନ ବୃଦ୍ଧି ହେଉଛି ତାହା ଏବେ ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏଭଳି ସମୟରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ପରିବାରରେ ଏକ କନ୍ୟା ସନ୍ତାନର ଜନ୍ମ ଯୋଗୁ…

ସ୍ୟାଣ୍ଡଆନିମସେନରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୟାଣ୍ଡଆନିମେସନରେ ଜନ୍ମ ଦିନର ଶୁଭଚ୍ଛୋ । ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ଏକ ଘଣ୍ଟା୨୦ ମିନିଟ ପରିଶ୍ରମ କରି ସ୍ୟାଣ୍ଡଆନିମେସନରେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ ବର୍ଷ ବୟସରେ ପାଦ…

ମିଳିଲା ଟିମ ଇଣ୍ଡିଆକୁ ନୂତନ କୋଚ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଖେଳାଳି ରାହୁଲ ଡ୍ରାଭିଡ ଜାତୀୟ ସିନିୟର ଦଳର ନୂତନ କୋଚ ହେବେ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଡ୍ରାଭିଡ ଏଥିନେଇ ସହମତ ମଧ୍ୟ ହୋଇଛନ୍ତି । ଟି୨୦ ବିଶ୍ୱକପ ପରେ ସେ ଦଳ ସହିତ ଯୋଗ ଦେବେ । ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ସେ ଏହି…

ଆଜି ବି ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ

ନୂଆଦିଲ୍ଲୀ: ପୁଣି ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ। ବଲିଉଡ୍‌ ଅଭିନେତା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଶୁକ୍ରବାର ଦିନ ହାଜର ହେବାକୁ ଇଡି ସମନ କରିଥିଲା। କିନ୍ତୁ କିଛି ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଜ୍ୟାକଲିନ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଏହାପରେ ଇଡି ତାଙ୍କୁ ପୁଣି ଥରେ…