Latest Odisha News

BREAKING NEWS

Yearly Archives

2021

ମନୀଷ ମାଲହୋତ୍ରାଙ୍କ ଏମ୍ଏମ୍‌ ଷ୍ଟାଇଲ୍‌ର ୪୦ ପ୍ରତିଶତ ଅଂଶଧନ କ୍ରୟ କଲା ଆରବିଏଲ୍

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ରିଲାଏନ୍ସ ବ୍ରାଣ୍ଡସ୍ ଲିମିଟେଡ୍ (ଆରବିଏଲ୍) ପ୍ରସିଦ୍ଧ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଏମ୍ଏମ୍‌ ଷ୍ଟାଇଲ୍ ପିଭି ଲିମିଟେଡ୍‌ର ୪୦ ପ୍ରତିଶତ ଅଂଶଧନ ହାସଲ କରିଛି। ରିଲାଏନ୍ସ ବ୍ରାଣ୍ଡ ଷ୍ଟେଟମେଣ୍ଟ…

ଆଇପିଏଲ ଖେଳରେ ଟଙ୍କା କାରବାର ଅଭିଯୋଗରେ ୩ ଗିରଫ

ମାଲକାନଗିରି : ଆଇପିଏଲ ଖେଳରେ ଟଙ୍କା କାରବାର ଅଭିଯୋଗ । IPL ଖେଳରେ ଟଙ୍କା କାରବାର କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଲେ ମାଲକାନଗିରି ଜିଲ୍ଲାର ୩ ଯୁବକ । ଅଭିଯୁକ୍ତ ଯୁବକ ମାନଙ୍କ ଘର ଖୋଜିଖୋଜି କରି ପୋଲିସ ୫ ରୁ ୧୦ ଲକ୍ଷ  ପାଖାପାଖି ଟଙ୍କା ଜବତ କରିଛି । ଗତକାଲି ଆଇପିଏଲରେ…

ମଞ୍ଚାରୁ ଟାଣି ମାରିଲା ହାତୀ

ଅନୁଗୋଳ: ମଞ୍ଚାରୁ ଟାଣି କଚାଡି ମାରିଲା ହାତୀ । ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ପ୍ରକାଶ ସାହୁ । ଧାନ ଜଗିବାକୁ ସେ ଯାଇଥିଲେ । ଶୋଇଥିବା ବେଳେ ରାତିରେ ୩ଟି ହାତୀ…

ନଭେମ୍ବର ୨ରୁ ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ । ମନ୍ଦିର ମାଳିନୀ ସହରରୁ ନଭେମ୍ବର ୨ ତାରିଖରୁ ସିଧାସଳଖ ଗୋଲାପି ସହରକୁ ବିମାନ ସେବା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ…

ପାକିସ୍ତାନ ଓ ଚୀନ୍‌ ସମ୍ପର୍କରେ ଫାଟ; ତେଜୁଛି ବିବାଦ

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ୍‌ ସମ୍ପର୍କରେ ଫାଟ। ଅନେକ ସମୟରେ ଚୀନ୍‌କୁ ପାକିସ୍ତାନର ସର୍ବକାଳୀନ ବନ୍ଧୁ ଭାବରେ ବିବେଚନା କରାଯାଏ। କିନ୍ତୁ ବାସ୍ତବତା ହେଉଛି ଚୀନ୍ ସେପରି କୌଣସି ମନୋବୃତ୍ତି ନାହିଁ। କିଛି ସମୟ ହେଲା ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ନେଇ ବିବାଦ ଦେଖାଦେଇଛି।…

ଲଘୁଚାପ ପ୍ରଭାବ; ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଶନିବାର ଦିନ ଓଡିଶାର ପାଞ୍ଚଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି କହିଛି। ଲଘୁଚାପ ପ୍ରଭାବରେ ଶନିବାର ଠାରୁ ଉତ୍ତର ଏବଂ ଦକ୍ଷିଣ ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବ ଏବଂ ଆସନ୍ତା ଚାରି…

ରାଜ ଓ ଶିଳ୍ପାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଶର୍ଲିନ୍‌

ମୁମ୍ବାଇ: ଶର୍ଲିନ୍‌ ଚୋପ୍ରା କ୍ରମାଗତ ଭାବରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ଶର୍ଲିନ୍‌ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରି ତାଙ୍କୁ ଏହି…

ମନିଷ ଅନୁରାଗ ମୃତ୍ୟୁ ମାମଲା: ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନୀବନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଜଣ ଗିରଫ । ସେମାନଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଆଜି ଏସମ୍ପର୍କରେ ପ୍ରେସମିଟରେ ସୂଚନା ଦେଇପାରନ୍ତି ଭୁବନେଶ୍ୱର ଡିସିପି । ଚାରି ଦିନ ହେବ ମନିଷ ମୃତ୍ୟୁ ଘଟଣାରେ ୪ ଜଣ…

୭୬ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜନନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ୭୬ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଜନ୍ମଦିନ ପାଳନ କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ । ଆଜି ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି…

ଭାଗ୍ୟଶ୍ରୀଙ୍କ ଯୋଗୁଁ ସଲ୍‌ମାନଙ୍କୁ ମିଳି ନଥିଲା ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ସୁପର୍‌ହିଟ୍‌ ଫିଲ୍ମ 'ମୈନେ ପ୍ୟାର୍ କିୟା' ସଲମାନ ଖାନଙ୍କ କ୍ୟାରିୟରରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଏ। 'ମୈନେ ପ୍ୟାର୍ କିୟା' ଏକ ବକ୍ସ ଅଫିସରେ ହିଟ୍ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଏହା ରିଲିଜ ହେବା ପରେ ସଲମାନଙ୍କୁ ବେଶି ଫିଲ୍ମ ମିଳିନଥିଲା।…