Latest Odisha News

BREAKING NEWS

Yearly Archives

2021

ଜେଲ୍‌ ଭିତରୁ ଭିଡିଓ କଲ୍‌ରେ ପୁଅ ସହ କଥା ହେଲେ ଶାହାରୁଖ୍‌ ଓ ଗୌରୀ

ମୁମ୍ବାଇ: ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହୁଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ତାଙ୍କ ପିତାମାତା ଅର୍ଥାତ୍‌ ଶାହାରୁଖ୍‌ ଓ ଗୌରୀଙ୍କ ସହ କଥା ହୋଇଛନ୍ତି। କୋଭିଡ-୧୯ ପ୍ରୋଟୋକଲ ଯୋଗୁଁ ଜେଲରେ ଥିବା ପ୍ରତ୍ୟେକ…

୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଦଶହରା ପରେ ଖୋଲିବ ସ୍କୁଲ। ଆସନ୍ତା ୨୧ତାରିଖରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ଆରମ୍ଭ ହେବ। ସ୍କୁଲ ଖୋଲିବା ପ୍ରସଙ୍ଗରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପୂଜା ଛୁଟି ପରେ ଏହି ଦୁଇଟି ଶ୍ରେଣୀ ଖୋଲିବା ଲାଗି ଆନୁସାଙ୍ଗିକ…

ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ନୋଟିସ ଜାରି କରିଥିଲା। ୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ସମନ କରିଥିଲା। ତେବେ ସୂଚନା ମୁତାବକ ଜ୍ୟାକଲିନ ଇଡି ସମ୍ମୁଖରେ ହାଜର ହୋଇନଥିବା ଜଣାପଡ଼ିଛି। ଶେଷ ମୁହୂର୍ତ୍ତର…

ଭାଙ୍ଗିଲା ମାଟି ବନ୍ଧ ଡ୍ୟାମ, ଫସଲ ନଷ୍ଟ

ପଦ୍ମପୁର: ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଲା ମାଟିବନ୍ଧ ଡ୍ୟାମ ।  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଠାରେ ଥିବା କଣ୍ଠେଶ୍ବରପୁର ମାଟି ବନ୍ଧ ପ୍ରୋଜେକ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଯାଇଛି । ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । କଣ୍ଠେଶ୍ବରପୁର ମାଟି ବନ୍ଧରେ ସରକାରଙ୍କ…

ଆର୍ୟନ୍‌ଙ୍କ ପାଇଁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ୟନ୍‌ଙ୍କୁ ୪୫୦୦  ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜରେ ଏକ ଡ୍ରଗ୍ ପାର୍ଟି ଉପରେ ଚଢଉ କରିବା ପରେ ଆର୍ୟନ୍‌ଙ୍କୁ…

ସମୁଦ୍ର କୂଳରେ ଅଜଣା ବ୍ୟକ୍ତିର ଗଳିତ ମୃତ ଦେହ

ପୁରୀ : ସମୁଦ୍ର କୂଳରେ ପଡ଼ିରହିଛି ଯୁବକଙ୍କ ଗଳିତ ମୃତ ଦେହ । ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୪୦୦ ମିଟର ଦୂରରେ ପଡିରହିଛି ଏହି ଗଳିତ ମୃତ ଦେହ ।  ବର୍ତ୍ତମାନ ସମୟରେ ମୃତ ଯୁବକଙ୍କର କୋଣସି ପରିଚୟ ମିଳିପାରୁନାହିଁ । ପୁରୀ ସମୁଦ୍ର କୁଳରେ ପୁରୀ ପୋଲିସ ପକ୍ଷରୁ…

ସୁବର୍ଣ୍ଣପୁରରେ କରୋନା କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା’

ସୁବର୍ଣ୍ଣପୁର : ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା । ସୁବର୍ଣ୍ଣପୁର ସହରରେ କରୋନା କଟକଣା ମଧ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା । ଯନ୍ତ୍ର, ମନ୍ତ୍ର ,ତନ୍ତ୍ରରେ କମ୍ପି ଉଠୁଛି ପରିବେଶ । ଗତ ଆଶ୍ୱିନ ଅମାବାସ୍ୟା ଠାରୁ ସମସ୍ତ  ଅଷ୍ଟଚଣ୍ଡୀଙ୍କ ପୀଠମାନଙ୍କରେ ସ୍ବତନ୍ତ୍ର…

ବାରିପଦାର ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀଙ୍କ ଆରାଧନା

ମୟୂରଭଞ୍ଜ : ଆଜି ମହାମାୟାଙ୍କ ବିଜୟା ଦଶମୀ । ବିଜୟାଦଶମୀରେ ପୂଜା ପାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ବାରିପଦା ସହରର ବିଭିନ୍ନ ମଣ୍ଡପ ମୁର୍ଗାବାଡି, ଟାଙ୍କିସାହି,ଲାଲବଜାର, ଠାରେ ଥିବା ଦୁର୍ଗା ମଣ୍ଡପରେ ଆଜି ବିଜୟା ଦଶମୀ ପୂଜା ମହା ଆଡମ୍ବର ସହକାରେ କରାଯାଉଛି । ଦୁର୍ଗା ମଣ୍ଡପର ସକାଳ…

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ଼: ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରୁ। ସୂଚନା ଅନୁଯାୟୀ, ଟିଟିଲାଗଡ଼ ସିର ଭଟାପଡ଼ାର କେ.ଟ୍ୱିଙ୍କଲ ରାଓ ପ୍ରଥମ ଗର୍ଭ ଧରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ…

ଆର୍ୟନଙ୍କ ଜାମିନ ପାଇଁ ମା’ ଗୌରୀଙ୍କ ମାନସିକ; ନ ମୁକୁଳିବା ଯାଏ ଖାଇବେନି…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଛି। ଗତକାଲି ଶୁଣାଣି ବେଳେ ଆର୍ୟନଙ୍କ ଜାମିନକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ରିପୋର୍ଟ ଅନୁଯାୟୀ ପୁଅ ଆର୍ୟନଙ୍କ ଶୁଭ ମନାସୀ ନବରାତ୍ରୀ ଉପଲକ୍ଷେ ମା' ଗୌରୀ ପୁଅ ମୁକୁଳି…