ଫିଲ୍ମ ‘ଫାଇଟର’ରେ ଅନୀଲଙ୍କ ଏଣ୍ଟ୍ରି
ନୂଆଦିଲ୍ଲୀ: ଫିଲ୍ମ ଫାଇଟରରେ ଏଣ୍ଟ୍ରି କଲେ ଅନୀଲ କପୁର। ଡିସେମ୍ବର ୨୪ରେ ଅନିଲ କପୁର ତାଙ୍କର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି।
ଏହି ଅବସରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କୁ ଫିଲ୍ମ 'ଫାଇଟର' କାଷ୍ଟରେ ସ୍ୱାଗତ ମଧ୍ୟ କରିଛନ୍ତି।…