Latest Odisha News
Yearly Archives

2021

ମେଂଟର ଭୂମିକା ପାଇଁ କୌଣସି ପାରିଶ୍ରମିକ ନେବେନି ଧୋନୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ମେଂଟର କରାଯାଇଛି । ତାଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରି ବିିସିସିଆଇ ଏହି ଦାୟିତ୍ୱ ପ୍ରଦାନ କରିଛି । ଧୋନୀ ଏ ବାବଦକୁ କୌଣସି ପାରିଶ୍ରମିକ ନେବେ ନାହିଁ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହସ୍ପଷ୍ଟ…

ବ୍ରହ୍ମଗିରି ରାଇବିଧାର ବଜାରରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ବ୍ରହ୍ମଗିରି ରାଇବିଧାର ବଜାରରୁ ବ୍ରାଉନସୁଗାର ଜବତ । ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ସାତପଡ଼ା ଅବକାରୀ ଥାନା । ଗିରଫ ଅଭିଯୁକ୍ତ ଜଣକ ହେଲା ସ୍ଥାନୀୟ ଅଞ୍ଚଳର ଅଭିରାମ ଦାସ । ତା ନିକଟରୁ ୧୧୨ ଗ୍ରାମର ଧଳା ଜବତ ହୋଇଛି । ଏହାସହ ଏକ କଳା ରଙ୍ଗର ପଲସର…

ମା’ ବିମଳାଙ୍କ ମହାଷ୍ଟମୀ ପୂଜା

ପୁରୀ : ଶ୍ରୀକ୍ଷେତ୍ରରେ ଅଧିଷ୍ଟାତ୍ରୀ ଦେବୀ ମା’  ବିମଳାଙ୍କ ଆଜି ପବିତ୍ର ମହାଷ୍ଟମୀ । ଷୋଡଶ ଉପଚାର ସହ ହେଉଛି ମା’ ଙ୍କ ଗୁପ୍ତ ପୂଜାନୀତି । ଆଜି  ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବାର ପରମ୍ପରା ମଧ୍ୟ ରହିଛି । ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରରେ ଅଷ୍ଟଶକ୍ତିପୀଠ ସହିତ ସମସ୍ତ ଗୋଷାଣିଙ୍କ…

ଆସନ୍ତୁ ଜାଣିବା କେଉଁଠାରେ ନବରାତ୍ରୀରେ ଖଡ ଖଡିଆ ୫ କୋଟି ଟଙ୍କାରେ ମାଆଙ୍କୁ ସଜାହେଲା

ନେଲ୍ଲୋର: ଆନ୍ଧ୍ରପ୍ରଦେଶର ନେଲ୍ଲୋର ଥିବା କନ୍ୟାକା ପରମେଶ୍ୱରୀ ମନ୍ଦିରରେ ମାଆଙ୍କ ନବରାତ୍ରୀ ଧୂମଧାମରେ ପାଳନ କରାଯାଉଛି । ତେବେ ଟଙ୍କାରେ ମାଆଙ୍କ ସାଜ୍ଜାସଜ୍ଜା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ପାଖାପାଖି ୫ କୋଟି ଟଙ୍କାରେ ମନ୍ଦିରକୁ ସଜାଯାଇଛି । ଦେବୀଙ୍କ ମୂର୍ତି ଓ ମନ୍ଦିର…

ରାଇବିଧାର ବଜାରରେ ଚଢ଼ାଉ କରି ବ୍ରାଉନସୁଗାର ଜବତ

ପୁରୀ: ବ୍ରହ୍ମଗିରି ଥାନା ଅଞ୍ଚଳର ରାଇବିଧାର ବଜାର ଉପରେ ଚଢ଼ାଉ କରି ବ୍ରାଉନସୁଗାର ଜବତ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅଭିରାମ ଦାସ। ବୟସ ୩୬। ଚଢ଼ାଉ କରି ତାଙ୍କଠାରୁ ୧୧୨ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ କଳା ରଙ୍ଗର ପଲସର ବାଇକ ଓଡ଼ି ୧୩ଏମ୍ ୧୭୦୧ ଜବତ କରିଛି ପୋଲିସ୍। ବ୍ରାଉନସୁଗାରର…

ଭୁବନେଶ୍ବରରେ ଏନଏସଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ ଟିମ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଏନଏସଜି ବ୍ଲାକ କ୍ୟାଟ୍‌ କମାଣ୍ଡୋଙ୍କ ରାଲି । ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଅଜାଦୀ କା ଅମୃତ ମହୋତ୍ସବ ଅବସରରେ କାର୍ ରାଲିରେ ବାହାରିଛନ୍ତି ଏନଏସଜି କମାଣ୍ଡୋ । ଦିଲ୍ଲୀର ଲାଲକିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଏନଏସଜି କାର୍‌ ରାଲି ଆଜି…

ପୋଲିସ ଉପରକୁ ଗୁଳି କରି ଫେରାର ଉଦ୍ୟମ ବେଳେ ୩ ଗଞ୍ଜେଇ ବେପାରୀ ଗିରଫ

ଦେବଗଡ଼ : ଦେବଗଡ଼ ଜିଲ୍ଲା ସ୍ପେଶାଲ ସ୍କ୍ବାଡକୁ ମିଳିଛି ବଡ଼ ସଫଳତା । ପୋଲିସ ଉପରକୁ ଗୁଳି କରି ଫେରାର ଉଦ୍ୟମ ବେଳେ ଗିରଫ ହୋଇଛନ୍ତି ୩ ଗଞ୍ଜେଇ ବେପାରୀ । ଗାଡିରୁ ଗୋଟିଏ ମାଉଜର ଓ ୭ ରାଉଣ୍ଡ ଗୁଳି ଜବତ କରି ଅଭିଯୁକ୍ତ ରୂପେଶକୁ କାବୁ କରିଛି ପୋଲିସ । ଏନଡ଼ିପିଏସ ଆକ୍ଟ ଓ ଆର୍ମସ ଆକ୍ଟ…

ଗଜପତିରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ, ୩ ଫେରାର

ଗଜପତି : ଗଜପତି ପୋଲିସକୁ ବଡ଼ ସଫଳତା । ଆର. ଉଦୟଗିରି ଥାନା ପୋଲିସର ପାଟ୍ରୋଲିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ପତେଇଗୁଡା ଗ୍ରାମ ଓ ଅନୁଗୁରୁ ଗ୍ରାମ ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲରୁ ୯ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା…

ରାତି ପାହିଲେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି : ରାତି ପାହିଲେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ମହାମାରୀ କରୋନା ପାଇଁ ଏଥର ବିନା ଭକ୍ତରେ ହେବ ଛତର ଯାତ୍ରା । ଆଜି ରାତି ୮ଟାରୁ ଆସନ୍ତାକାଲି ଅପରାହ୍ନ ୪ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ । ଭବାନୀପାଟଣା ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ ।…

ଦିଲ୍ଲୀ ଏନସିଆର ଓ ଉତ୍ତରପ୍ରଦେଶରେ ଏନଆଇଏର ରେଡ୍

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ଆତଙ୍କବାଦୀ କାର୍ଯ୍ୟକଳାପ । ଖାସ କରି ଚିନ୍ତାର କାରଣ ପାଲଟିଛି ଜାମ୍ମୁ-କାଶ୍ମୀର । ଏଠାରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଦୃଷ୍ଟିରେ ରଖି ଜାମ୍ମୁ-କାଶ୍ମୀର ସମେତ…