Latest Odisha News

BREAKING NEWS

Yearly Archives

2021

ଜମ୍ମୁ-କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ପରେ ଏନଆଇଏର ଚଢ଼ାଉ ଆରମ୍ଭ

ଦିଲ୍ଲୀ:  ଜମ୍ମୁକଶ୍ମୀର ସାଧାରଣ ନାଗରିକଙ୍କ ହତ୍ୟା ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏ ଏବେ ସକ୍ରିୟ ହେବାରେ ଲାଗିଛି। ମଙ୍ଗଳବାର ଏନଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି କରାଯାଇଛି । ଜମ୍ମୁ କଶ୍ମୀରର ୧୬ ଟି ସ୍ଥାନରେ ଏନଆଇଏ ପକ୍ଷରୁ ଚଢଉ କରାଯାଇଛି ବୋଲି ଜଣାପଡ଼ିଛି।ଆତଙ୍କବାଦୀ…

ଅମିତାଭଙ୍କ ଅବସର ଚାହୁଁଛନ୍ତି ସଲିମ୍‌

ନୂଆଦିଲ୍ଲୀ: ଲେଖକ ସଲିମ ଖାନ କହିଛନ୍ତି ଯେ ଅମିତାଭ ବଚ୍ଚନ ବର୍ତ୍ତମାନ ଅବସର ନେବା ଉଚିତ କାରଣ ସେ ବହୁତ କିଛି ହାସଲ କରିଛନ୍ତି। ସଲିମ ଏବଂ ଅମିତାଭ ୧୦ ରୁ ଅଧିକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ସଲିମ ଖାନ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଅମିତାଭ ବଚ୍ଚନ ବର୍ତ୍ତମାନ ଅବସର…

ନୂଆପଡ଼ା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଓ ବିକ୍ଷୋଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତବର୍ଷର ଓବିସି ନାଗରିକଙ୍କୁ ଶିକ୍ଷା, ନିଯୁକ୍ତି, ରାଜନୀତି ଅନ୍ୟାନ୍ୟ କ୍ଷେତ୍ରରେ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ମାତ୍ର ଓଡ଼ିଶା ସରକାର…

ସକ୍ରିୟ ହେଉଛି ଘୂର୍ଣ୍ଣବଳୟ ,ଆସନ୍ତାକାଲି ଲଘୁଚାପ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ସକ୍ରିୟ ହେବାରେ ଲାଗିଛି ଘୂର୍ଣ୍ଣବଳୟ । ଏହାର ପ୍ରଭାବରେ ଆସନ୍ତାକାଲି ଲଘୁଚାପ ବର୍ଷା ସମ୍ଭାବନା । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଆସନ୍ତାକାଲି ଠାରୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର…

ପୁସ୍ତକ ପରିଚୟ : ଖରା ଛାଇର ଖେଳ

ଖରା ଛାଇର ଖେଳ ଗାଳ୍ପିକା : ଅନସୂୟା ପଣ୍ଡା ପ୍ରକାଶକ : ପଶ୍ଚିମା ପବ୍ଲିକେଶନ ନୟାପଲ୍ଲୀ, ଭୁବନେଶ୍ୱର -୧୨ ପୃଷ୍ଠା : ୧୧୮ ମୂଲ୍ୟ : ୧୨୦ ଜୀବନ କେବେବି କଳ୍ପନା ନୁହେଁ ବରଂ ବାସ୍ତବତାରେ ସଜଡ଼ା ଯାଇଥିବା କାଚଘର । ଏହି ଉକ୍ତିର ମର୍ମରେ ତେଇଶଟି ଗଳ୍ପକୁ ନେଇ ଗାଳ୍ପିକା ଅନସୂୟା…

NIT ପିଏଚ୍‌.ଡି ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ଡିଭାଇସ୍‌, ରୋକିବ ଅପରାଧ ଓ ଦୁର୍ଘଟଣା

ରାଉରକେଲା : କୌଣସି ଅପରାଧ କିମ୍ବା ଦୁର୍ଘଟଣା ଘଟିବାପରେ ହିଁ ପୁଲିସକୁ ତଦନ୍ତ ପାଇଁ ସିସିଟିଭି ଫୁଟେଜର ସାହାରା ନେବାକୁ ପଡିଥାଏ । ତେବେ, କେବଳ ଅପରାଧୀଙ୍କୁ ଧରିବାରେ ଏହା ସହାୟକ ହୋଇଥାଏ । କିନ୍ତୁ, ଏନଆଇଟିରେ ଅଧ୍ୟୟନରତ ପିଏଚଡ଼ି ଛାତ୍ରଛାତ୍ରୀ ଏଭଳି ଅଭିନବ ଡିଭାଇସ ତିଆରି କରିଛନ୍ତି ।…

ଜିଏସ୍‌ଟି ବୃଦ୍ଧି କରିପାରନ୍ତି ମୋଦୀ ସରକାର; ଚାଲିଛି ଯୋଜନା!

ନୂଆଦିଲ୍ଲୀ: ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ମୋଦୀ ସରକାର କିଛି ସାମଗ୍ରୀ ଏବଂ ସେବା ଉପରେ ଟିକସ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଏକ ସରଳ ଟିକସ ହାର ଗଠନ ଲକ୍ଷ୍ୟ ନେଇ ଏହି ପଦକ୍ଷେପକୁ ବିଚାର କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। ତେବେ ରିପୋର୍ଟ ମୁତାବକ ଆସନ୍ତା ବର୍ଷ ଦେଶର ବଡ…

ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ମାମଲା: ସିସିଟିଭି ଫୁଟେଜ ଜାରି କଲା ପୋଲିସ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ଘଟଣା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କଲା କେନ୍ଦୁଝର ପୋଲିସ। ଆକ୍ରମଣ ପରେ ବାଇକରେ ଖସି ପଳାଇବା ସମୟରେ ଏହି ଚିତ୍ର ଉଠାଯାଇଥିଲା। ଏହାକୁ ଚିହ୍ନଟ କଲେ ବା ଧରାଇଦେଲେ ଉପଯୁକ୍ତ ପୁରସ୍କାର ଦିଆଯିବ ବୋଲି ପୋଲିସ୍…

ଡ୍ରଗ୍ସ ପାର୍ଟି: ସମୀର ୱାଙ୍ଖେଡଙ୍କ ପଛରେ ପଡିଛି ମୁମ୍ବାଇ ପୋଲିସ !

ମୁମ୍ବାଇ: ଡ୍ରଗ୍ସ ପାର୍ଟିରେ ଶାହାରୁଖ ଖାଁଙ୍କୁ ପୁଅ ଆର୍ଯ୍ୟନଙ୍କୁ ଧରିଥିବା ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଖୋଦ ସମୀର ଆଣିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ଯେଉଁଆଡେ ଯାଉଛନ୍ତି ୨ଜଣ…

ହାଇକୋର୍ଟରେ ପୁଣି ଜାମିନ ଆବେଦନ କଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ପୁଣି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ନିମ୍ନ ଅଦାଲତରେ ଜାମିନ ଖାରଜ ହୋଇଥିବା ବେଳେ ଏବେ ପୁଣି ଥରେ ସେ ହାଇକୋର୍ଟରେ ବେଲ୍ ଆବେଦନ କରିଛନ୍ତି । ପୂର୍ବରୁ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଶାନ୍ତ…