Latest Odisha News

BREAKING NEWS

Yearly Archives

2021

ହାତୀ ସୁରକ୍ଷା ପାଇଁ ହେବ ସୋଲାର ଫ୍ୟାନ୍ସିଂ

ଭୁବନେଶ୍ୱର: ଦିନକୁ ଦିନ ବଢୁଛି ହାତୀ ମୃତ୍ୟୁ ସଂଖ୍ୟା । ଗାଁରେ ପଶି ହାତୀ ଆକ୍ରମଣ କରି ଲୋକଙ୍କୁ ମାରିବା ସହ ବହୁ ହାତୀମାନଙ୍କର ମୃତ୍ୟୁ ମଧ୍ୟ ହେଉଛି । ହାତୀ ସୁରକ୍ଷାକୁ ନେଇ PCCF ଶଶୀ ପଲଙ୍କ ସୂଚନା । କେନ୍ଦ୍ରମନ୍ତ୍ରୀଙ୍କ ଆସାମ ଢାଞ୍ଚାରେ ହାତୀ ରକ୍ଷଣ ଯୋଜନା ଉପରେ ପତିକ୍ରିୟା…

ଜାମିନ ଆବେଦନ ଖାରଜ ପରେ କୋର୍ଟ ପରିସରରେ ଅସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦେବ

ଖୋର୍ଦ୍ଧା : ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନି ଆବେଦନ ଖାରଜ ପରେ ଖୋର୍ଦ୍ଧା କୋର୍ଟ ପରିସରରେ ସେ  ଅସୁସ୍ଥ ହୋଇପଡ଼ିଛନ୍ତି  । ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତି କରାଯାଇଛି । ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ତାଙ୍କୁ ବେଲ…

ଚାଷ ପାଇଁ ଶ୍ରଦ୍ଧା ଆବଶ୍ୟକ , କୁଣ୍ଠା ନୁହେଁ

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ସାମ୍ପ୍ରତିକ ସମୟର ବାସ୍ତବ ଚିତ୍ରକୁ ଯଦି ଲକ୍ଷ୍ୟ କରାଯାଏ ଚାଷୀର ମନ କଥା ବୁଝିବାକୁ ଆଜି ଯାଏଁ ବି କେହି ସମର୍ଥ ନୁହନ୍ତି । ଏକ ନିରୀହ ଚାର୍ହାଣିରେ ସେ ଅସୁମାରୀ ଲୋକଙ୍କ ମନରେ ଫୁଟାଇ ପାରେ ଅଫୁରନ୍ତ ହସ । ସେଇଥି ପାଇଁ ତ ସେ…

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ଉପରେ ଲାଗିଲା ଦଫା

ଗଜପତି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ହଟିଲା ପରଦା, ବିଦ୍ୟାଭାରତୀଙ୍କ ଉପରେ ଲାଗିଲା ଦଫା  । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ପରଦା ହଟିଛି । ଏହି ମାମଲାରେ ଶେଷ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ଆଉ ତଦନ୍ତ ଶେଷ ହେବା ପରେ ଏନେଇ ପ୍ରେସମିଟ୍ କରି…

[ ଭିଡ଼ିଓ] ଶିକାରୀ ପଞ୍ଝାରେ ନିରୀହ ପକ୍ଷୀ

ବାଙ୍କି: ଅବାଧରେ ଚାଲିଛି ପକ୍ଷୀ ଶିକାର । ଦିନକୁ ଦିନ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ସଂଖ୍ୟା ଲୋପ ପାଇଯାଉଥିବା ବେଳେ ଶିକାର କିନ୍ତୁ ବଢି ଚାଲିଛି । ତେବେ ଶିକାରୀ ମାନେ କିନ୍ତୁ ବେଶ୍ ସତର୍କତାର ସହ ବିଭିନ୍ନ ଉପାୟ ବାହାର କରି ପକ୍ଷୀ ଶିକାର କରିଚାଲିଛନ୍ତି । ବାଙ୍କିରେ ମଧ୍ୟ ଅବାଧରେ…

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ,ମାଲିକ ଗିରଫ

କାମାକ୍ଷାନଗର: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅନ୍ତର୍ଗତ ବାମ୍ ଗାଁ ଭୁଟୁଭୁଟି ସାହିରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପରଜଙ୍ଗ ପୋଲିସ । କାରଖାନାର ମାଲିକ ମଙ୍ଗୁଳୁ ମହାରଣାକୁ ଗିରଫ କରିବା ସହ ବନ୍ଧୁକ ତିଆରି ସାମଗ୍ରୀ…

ମାଲକାନଗିରି ଛତିଶଗଡ ସୀମାନ୍ତରେ ଯବାନ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ଯବାନଙ୍କୁ ଟାର୍ଗେଟ୍ କଲେ ସଶସ୍ତ୍ର ମାଓବାଦୀ । ଏ ନେଇ ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି । କୋହକାମେଟା ଅଂଚଳରେ ଏକ ପୋଲ ନିର୍ମାଣ କାମରେ ଯବାନମାନେ ସୁରକ୍ଷା ଦାୟିତ୍ୱରେ ଥିଲେ । ସେହି ସମୟରେ ମାଓବାଦୀମାନେ ତାଙ୍କ ଉପରକୁ ଗୁଳିମାଡ…

ବସ୍ତି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ପୁରୀ: ବସ୍ତିର ସମସ୍ୟା ନେଇ ପୁରୀ ମାର୍କଣ୍ଡେଶ୍ୱର ସାହି ଜଗନ୍ନାଥ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏହାସହ ଦାବିପତ୍ର ପ୍ରଦାନ କରାଯାଇଛି। ଲଘୁଚାପଜନିତ କିମ୍ବା ସାଧାରଣ ବର୍ଷା ହେଲେ ବସ୍ତିଟି ଜଳମଗ୍ନ ହୋଇଥାଏ। ଫଳରେ ବସ୍ତି ବାସିନ୍ଦା…

ଦୁନିଆର ସବୁଠାରୁ ଲମ୍ବା ନାକ ଥିବା ବ୍ୟକ୍ତି ମେହମେଟ୍‌

ନୂଆଦିଲ୍ଲୀ: ତୁର୍କୀରେ ରହୁଥିବା ଜଣେ ୭୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାକ ଦୁନିଆର ସବୁଠୁ ବଡ ନାକ ବୋଲି କୁହାଯାଉଛି। ମେହମେଟ ଓଜୁରେକ ଦୁନିଆର ସବୁଠୁ ବଡ ନାକ ପାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନାକର ଲମ୍ବ ପ୍ରାୟ ୩.୫ ଇଞ୍ଚ। ୧୧ ବର୍ଷ ପୂର୍ବେ ଗିନିଜ ୱାର୍ଲ୍ଡ ରେକର୍ଡ ତାଙ୍କୁ…

ସାପ ଗବେଷଣାରେ ଓଡିଆ ପୁଅ , ୪ ନୂଆ ପ୍ରଜାତିର ପିଟ୍ ଭାଇପର ଆବିଷ୍କୃତ

ଭୁବନେଶ୍ୱର : ସାପ ଗବେଷଣାରେ ଓଡିଆ ପୁଅ ଆଗରେ । ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ ଆବିଷ୍କୃତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡଃ ଆଶୋକ ମଲ୍ଲିକ । ସେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ପିଏଚଡି କରୁଥିବା ବେଳେ ଗୋଟିଏ ପେପରରେ ୪ ଟି ନୂଆ…