Latest Odisha News

BREAKING NEWS

Yearly Archives

2021

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଅପରାହ୍ନ ୫ଟା ୩୦ମିନିଟରେ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ କରାଯିବ । ବୈଠକରେ ୧୦ରୁ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା…

ମୂଳ ଭୂତାଣୁ ଅପେକ୍ଷା ୩୧୮% ଅଧିକ ବେଗରେ ବ୍ୟାପୁଛି ଓମିକ୍ରନ୍‌

ନୂଆଦିଲ୍ଲୀ: ଦେଶରେ କରୋନାର ନୂତନ ପ୍ରକାର, ଓମିକ୍ରନ୍, ମୂଳ ଭୂତାଣୁ ଅପେକ୍ଷା ତିନି ଗୁଣ ଅଧିକ ବେଗରେ ବିସ୍ତାର କରୁଛି। ଓମିକ୍ରନ୍‌ ସଂକ୍ରମଣର ପ୍ରଥମ ମାମଲା ଭାରତରେ ୨ ଡିସେମ୍ବରରେ ମିଳିଥିଲା। ମାତ୍ର ୧୯ ଦିନ ମଧ୍ୟରେ ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା ୨୦୦ ଟପିଗଲାଣି। ଅପରପକ୍ଷେ, ମୂଳ…

ସାରା ରାଜ୍ୟରେ ଶୀତର ଲହରୀ ଜାରି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଅସହ୍ୟ ହୋଇପଡ଼ୁଛି ଥଣ୍ଡାର ପ୍ରକୋପ । ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଶୀତର ଲହରୀ । ଥଣ୍ଡା ଅଧିକ ହେଉଥିବାରୁ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଲାଣି । ଦିନତମାମ ଶୀତବସ୍ତ୍ର ପିନ୍ଧି…

ଓମିକ୍ରନ୍ ଭୟ: ୫ ରାଜ୍ୟରେ ନିର୍ବାଚନ ଟାଳିବାକୁ କହିଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଆସନ୍ତାବର୍ଷା ଫେବ୍ରୁଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତାରିଖ ଘୋଷଣା ହୋଇ ନଥିଲେ ବି ଉଷ୍ଣତା ବଢ଼ିଛି । ଏହାରି ଭିତରେ ସାରା ଦେଶରେ ଓମିକ୍ରନ୍ ମାମଲା ବି ବଢିବାରେ ଲାଗିଛି । କେନ୍ଦ୍ର ସରକାର ବଡ଼ ବଡ଼ କାର୍ୟ୍ୟକ୍ରମ, ସଭା…

ଦୁର୍ଘଟଣା ନେଲା ଦୁଇ ସାଙ୍ଗଙ୍କ ଜୀବନ

କୋଣାର୍କ(ପୁରୀ): ଭାରସାମ୍ୟ ହରାଇ ପିଟି ହେଲା ବାଇକ୍ । ଦୁର୍ଘଟଣା ନେଲା ଦୁଇ ସାଙ୍ଗଙ୍କର ଜୀବନ । ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢ଼େଇ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ…

ଦାଶ ବେନହୁର ଓ ହୃଷୀକେଶ ମଲ୍ଲିକ ପାଇବେ ‘କୋରାପୁଟ ସାହିତ୍ୟ ସମ୍ମାନ’

ଭୁବନେଶ୍ବର : ଓଡ଼ିଆ ମିଡିଆ ଦ୍ୱାରା ଆୟୋଜିତ ଚତୁର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଉତ୍ସବରେ କଥାକାର ଦାଶ ବେନହୁର ଓ କବି ହୃଷିକେଶ ମଲ୍ଲିକଙ୍କୁ ଯଥାକ୍ରମେ କଥା ଓ କବିତା ପାଇଁ 'କୋରାପୁଟ…

ଧାରାବାହିକ ଉପନ୍ୟାସ : ଦେବୀ (୨୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୩  ବାପାଙ୍କ ସହିତ ଘରକୁ ଫେରି ନଖାଇ ଶୋଇପଡ଼ିଲା ଦେବୀ।ତାକୁ ଭୋକ ଲାଗୁନଥିଲା ଏମିତି ନୁହେଁ, ତା ଭିତରେ ମୁଣ୍ଡ ଟେକୁଥିବା ଆଉ ଏକ ଭୋକକୁ ସେ ବଞ୍ଚେଇ ରଖିବାକୁ ଚାହୁଁଥିଲା। ତାକୁ ସେତେବେଳେ ଷୋହଳ ବର୍ଷ ହୋଇଥିଲା । ସେ ବୁଝୁଥିଲା…

ଫେରି ଆସିଲା କାହ୍ନା

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିର ଫରୁଆରୁ ……  ଚାରି ପାଞ୍ଚ ବର୍ଷ ତଳ କଥା । ପୁଅର ବାଳ ପକେଇବାକୁ ବାପା ଯାଚିଥାନ୍ତି ତିରୁପତି ବାଲାଜୀଙ୍କ ମନ୍ଦିରରେ । କଥା ଥାଏ ଆମେ ଏପଟୁ ମାନେ ବାଙ୍ଗାଲୋର ଯିବୁ , ଆଉ ବାପା , ଭାଇ ସେପଟୁ କଟକରୁ ଆସି ପହଞ୍ଚିଲେ ଆମେ ଏକାଠି ପୁଅକୁ ନାଣ୍ଡୁ କରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀଜଗନ୍ନାଥ ସ୍ୱୟଂ ହିଁ ବିଶ୍ୱରାଟ, ସ୍ୱରଟ, ସମ୍ରାଟ ଓ ବିରାଟ । ସେଥିପାଇଁ ସର୍ବନାମ, ସର୍ବକର୍ମ ସ୍ୱରୂପ ଶ୍ରୀଜଗନ୍ନାଥଙ୍କୁ ବାସୁଦେବାୟ ଭାବରେ ଉପାସନା କରାଗଲା । ବାସୁଦେବ, କୌଣସି…

କବିତା : ମରୁଦ୍ୟାନ ପଥିକ

ତପସ୍ୱିନୀ ଜେନା  ମନ ଦିନେ ସାଜିଥିଲା ସାହାରାର ମରୁ ମରୀଚିକା ତୁଲ୍ୟ, ବେଦନାର ମୌସୁମୀ ବୁଝୁଥିଲା ଅନ୍ତର୍ଦ୍ୱନ୍ଦର ମୂଲ୍ୟ। ମନ ଶରୀରରେ ନିଦାଘର ବହ୍ନି ଜାଳୁଥିଲା ହୃଦୟକୁ, ଦହନର ଜ୍ୱାଳା ଅଶ୍ରୁ ପାଲଟିକି ଭିଜାଉଥିଲା ଗଣ୍ଡକୁ। ବାରିଦ ଆସିବ ଆଶଙ୍କା ନଥିଲା ନକହିବି…