ରେଭ୍ ପାର୍ଟି ମାମଲା; ଆଉ ୨ ଗିରଫ
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଉ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଧିକାରୀ ମଙ୍ଗଳବାର କହିଛନ୍ତି।
ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଶନିବାର ବିଳମ୍ବିତ ରାତିରେ ଚଢାଉ ପରେ ଏନ୍ସିବି ବଲିଉଡର ସୁପରଷ୍ଟାର ଶାହରୁଖ…