Latest Odisha News

BREAKING NEWS

Yearly Archives

2021

୮ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ; ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ…

ଭୁବନେଶ୍ୱର: ନିକଟରେ ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ଅକ୍ଟୋବର ୮ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ଓଡିଶା ସରକାର କହିଛନ୍ତି। କାର୍ଯ୍ୟରେ ଯୋଗ ନଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୭ ନିଜ ସହ ଯୁଦ୍ଧ, ଆଶ୍ଚର୍ଯ୍ୟ ହେଲେବି ସତ। ଯୁଝିପାରେ ବୋଲି ବୁଝିପାରେ ନିଜକୁ, ପରଖି ପାରେ ଅନ୍ୟକୁ। ଫର୍ଚ୍ଚା ହେଉଣୁ ନହେଉଣୁ ପକ୍ଷୀସବୁ ଆଲର୍ମ ଲଗେଇ ଉଠେଇଦିଅନ୍ତି।ନିତ୍ୟକର୍ମ ପରେ ନିଜପାଇଁ କାମର ସମୟ। ଚାରିହାତ…

କବିତା : ଶୁନ୍ୟତା

ସ୍ମୃତି ରଞ୍ଜନ ତ୍ରିପାଠୀ  ଆ! ଗୋଟେ ଶୁନ୍ୟତାକୁ ପୁର୍ଣ୍ଣ ନାମ ଦେବା ସେ ଶେଯରେ ଆଉ କୋଉ ଜହ୍ନ ବିଛଣା ପାରୁ କିନ୍ତୁ ସ୍ବପ୍ନ ସବୁକୁ ତୋର ମୋର କହିବା, ଡରି ଯିବୁନି ମିତ ସକାଳର ଫର୍ଚ୍ଚା କବାଟ ଶବ୍ଦରେ ବୋଧେ ଅବୋଧ ପ୍ରେମଟେ କିଏ ଅଳସ ଭାଙ୍ଗୁଥିବ।। ହଁ, ଗୋଟେ କବିତା ଲେଖିବା…

ଗାଡି ହର୍ଣ୍ଣରେ ବ୍ୟବହାର କରାଯିବ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ!

ନାଶିକ: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ସୋମବାର କହିଛନ୍ତି ଯେ ସେ ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି ଯେଉଁଥିରେ କେବଳ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଯାନବାହନ ହର୍ଣ୍ଣ ପାଇଁ ବ୍ୟବହାର କରାଯାଇପାରିବ। ନାଶିକରେ ଏକ ରାଜପଥ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇ ଗାଡକରୀ କହିଛନ୍ତି ଯେ…

କୋଭାକ୍ସିନକୁ ମିଳିବ ‘ହୁ’ର ଅନୁମତି! ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଅନୁମତି ପ୍ରଦାନ ପ୍ରସଙ୍ଗରେ ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁର ଏକ ବିଶେଷଜ୍ଞ ଦଳ ଏକ ବୈଠକ କରିବେ। ହାଇଦ୍ରାବାଦ ଭିତ୍ତିକ ଟିକା ନିର୍ମାତା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା…

ରାଜ୍ୟରେ ୪୫୩ ନୂଆ ଆକ୍ରାନ୍ତ; ୫୩ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୫୩ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୫୩ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୬୫ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୮୮।…

୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ୭ ବିଲିୟନ ଡଲାର କ୍ଷତି ସହିଲା ଫେସବୁକ

ନୂଆଦିଲ୍ଲୀ: ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍‌ ସେବା ବ୍ୟାହତ ହୋଇଥିବାରୁ ସାରା ବିଶ୍ୱରେ ଅସନ୍ତୋଷ ଦେଖାଦେଇଥିଲା। ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ଼ କ୍ଷତି ଘଟିଥିବା ମଧ୍ୟ ଜଣାପଡ଼ିଛି। ଏହି ସମସ୍ୟା ହେତୁ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି। କମ୍ପାନୀର…

ଦୀର୍ଘ ୬ ଘଣ୍ଟା ଅଚଳ ପରେ ସ୍ୱାଭାବିକ ହେଉଛି ଫେସବୁକ୍, ହ୍ୱାଟସଆପ

ନୂଆଦିଲ୍ଲୀ: ସୋମବାର ରାତିରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ଅଚାନକ ଅଚଳ ହୋଇପଡ଼ିଥିଲା। ଦୀର୍ଘ ୬ ଘଣ୍ଟାରେ ଏହା ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରୁଛି। ପ୍ରାୟ ୬ ଘଣ୍ଟା ଧରି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ବନ୍ଦ ହୋଇଯିବା ଯୋଗୁ ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ…

୭ ଯାଏ ଏନସିବି ହେପାଜତରେ ଆର୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହେପାଜତକୁ ପଠାଯାଇଛି। କ୍ରୁଜ୍ ଡ୍ରଗ୍ ମାମଲାରେ ଜଡ଼ିତ ଥିବା ଆର୍ୟନଙ୍କୁ ଏନ୍‌ସିବି ରବିବାର ଗିରଫ କରିଥିଲା। ଗୋଟିଏ ପଟେ ଏନସିବି ପକ୍ଷରୁ ଅତିରିକ୍ତ…

ଘର ଆଗରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ, ସମସ୍ୟା ସମାଧାନରେ ଅସହାୟ ବିଧାୟକ

ବାଲେଶ୍ବର : ବାଲେଶ୍ବର ପୌରପାଳିକା ଅଞ୍ଚଳରେ ସଫେଇ କାର୍ଯ୍ୟ ଟେଣ୍ଡର ଓ କର୍ମଚାରୀ ନିଯୁକ୍ତିକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଦୁଇ ଗୋଷ୍ଠୀରେ ସଫେଇ କର୍ମଚାରୀ ବିଭକ୍ତ ହୋଇଥିବା ବେଳେ, ଗୋଟିଏ ଗୋଷ୍ଠୀ ବିଭିନ୍ନ ଦାବି ନେଇ ସଦର ବିଧାୟକ ସୂରୂପ ଦାସଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ।…