Latest Odisha News

BREAKING NEWS

Yearly Archives

2021

ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ, ୫ ଅଟକ

ସମ୍ବଲପୁର: ଜୁଆଡିଙ୍କ ନାକେଦମ କରିଛି ସମ୍ବଲପୁର ପୋଲିସ । ଜିଲ୍ଲାରେ ପ୍ରତିଦିନ ଜାରି ରହିଛି ଅତର୍କିତ ଚଢାଉ । ଆଜି ମାନେଶ୍ୱର ଗାଁରେ ଜୁଆ ଖେଳ ଚାଲିଥିବା ସମୟରେ ସଦର ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମାନେଶ୍ୱର ଗାଁର କେନାଲପଡାରେ ପୋଲିସ ଚଢାଉ…

ଆଇଆଇଟି ଗୌହାଟୀର ବୈଜ୍ଞାନିକ ପ୍ରସ୍ତୁତ କଲେ ପାଣିରୁ ତେଲକୁ ଶୋଷୁଥିବା କପଡା

ଗୌହାଟୀ: ଆଇଆଇଟି ଗୌହାଟୀର ଗବେଷକମାନେ ଏକ ସ୍ୱତନ୍ତ୍ର ପ୍ରକାରର କପଡା ପ୍ରସ୍ତୁତ କରିଛନ୍ତି । ଯାହା କି ପାଣି ବଦଳରେ କେବଳ ତେଲ ଶୋଷିପାରିବ । ଜଳ ପ୍ରଦୂଷଣ ରୋକିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ରସାୟନ ବିଜ୍ଞାନର ଆସୋସିଏଟ ପ୍ରଫେସର ଶ୍ୟାମ…

ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାରିପଦା: ମୟୁରଭଂଜ ଜିଲ୍ଲା ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଆଜି ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା (AISHMAA) କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରୀୟ କମିଟିର ଅନୁମୋଦନ କ୍ରମେ ଓଡିଶା ପାଇଁ ୧୨ ଜଣିଆ ଏକ୍‌ଜିକ୍ୟୁଟିଭ୍ କମିଟି ଗଠନ କରାଯାଇଛି…

ବଲାଙ୍ଗିରରେ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍, ଅଭିଯୁକ୍ତ ଗିରଫ

ବଲାଙ୍ଗିର : ବଲାଙ୍ଗିର ସହର ରେଳ ଷ୍ଟେସନ ରାସ୍ତା ଏଫସିଆଇ ଗୋଦାମ ନିକଟରେ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍ ଅଭିଯୋଗ । ଘଟଣାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ହେଲା ବଲାଙ୍ଗିର ସହର କଂସାରୀପଡାର ସିଦ୍ଧାର୍ଥ କୁମ୍ଭାର ।…

କୋହଲି, ଗେଲଙ୍କୁ ପଛରେ ପକାଇ ଟି୨୦ରେ ନୂତନ କୀର୍ତିମାନ ସ୍ଥାପନ କଲେ ବାବର

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜମ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ୭୦୦୦ ରନ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ…

ଲୁଟ୍ ମାମଲାରେ ୪ ଗିରଫ

ରାଉରକେଲା: ରାଉରକେଲା ସେକ୍ଟର-୩ ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ମହିଳାଙ୍କ ସହ ଦୁଇ ପୁରୁଷ ।  ଗତ ୨୩ ତାରିଖରେ ସେକ୍ଟର-୨ କ୍ବାର୍ଟରରୁ ସୁନା ଗହଣା, ଟିଭି, ମୋବାଇଲ, ବାଇକ୍ ସହ ଦାମୀ ଲୁଗା ପଟା ଚୋରି ହୋଇଥିବାର…

ତାଇୱାନ ସହ ଯୁଦ୍ଧ କରିବ କି ଚୀନ !

ତାଇପେ: ଆନ୍ତର୍ଜାତୀୟ ସମୂହକୁ ବେଖାତିର କରି ତାଇୱାନ ଉପରେ ଚୀନ ତାର ଦାଦାଗିରି ଦେଖାଇ ଚାଲିଛି । ତାଇୱାନ ସୀମା ମଧ୍ୟରେ ଚୀନ ବାରମ୍ବାର ଯୁଦ୍ଧ ବିମାନ ପଠାଉଛ । ଫଳରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ୩ ଦିନରେ ଚୀନ ପାଖାପାଖି ୯୮ ବିମାନ ତାଇୱାନ ସୀମାରେ ଚକ୍କର କାଟି…

ନଦୀ ଭିତରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମତ୍ସ୍ୟଜୀବୀ ମୃତ

ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ବଳିତା ଗାଁରେ ଅଘଟଣ । ବ୍ରାହ୍ମଣୀ ନଦୀରେ ଡଙ୍ଗାରେ ମାଛ ଧରୁଥିବା ବେଳେ, ବିଦ୍ୟୁତ ସଂସ୍ପର୍ଶରେ ଆସି ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ମୃତ ମତ୍ସ୍ୟଜୀବୀ ହେଲେ ବଳିତା ଗାଁର ଜୟନ୍ତ ତିଇଁ । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସହଯୋଗୀ ଦୀପୁ ।…

ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନ୍ନାକୁ ଆଜୀବନ ଜେଲ୍ , ଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍

କେନ୍ଦ୍ରାପଡା : ଗାଙ୍ଗଷ୍ଟାର ହାଇଦର ର ପୁଅ ତଥା ଦୁର୍ଦାନ୍ତ ଅପରାଧୀ ସେକ କାଦିର ଓରଫ ମୁନ୍ନାକୁ ଆଜି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ । ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାକାଣ୍ଡରେ କାଦିର ଦୋଷୀ ସାବ୍ୟସ୍ତ…

ବଲାଙ୍ଗିରରେ କାବୁ ହେଲା ଏଟିଏମ୍ ଲୁଟେରା

ବଲାଙ୍ଗିର : ବଲାଙ୍ଗିରରେ କାବୁ ହେଲେ ଏଟିଏମ୍ ଲୁଟେରା । ଏଟିଏମ ଭିତରେ ସାହାଯ୍ୟ ବାହାନାରେ ଅଭିନବ ଉପାୟରେ ଲୁଟ୍ କରୁଥିବା ବେଳେ ଜଣଙ୍କୁ କାବୁ କରିଛନ୍ତି ଲୋକେ । ଘଟଣାରେ ଆଉ ୨ ଜଣ ଫେରାର ହୋଇଯାଇଛନ୍ତି । ଅଟକ ଥିବା ଲୁଟେରାକୁ ଲୋକେ ଟାଉନା ଥାନା ପୋଲିସ ଜିମା ଦେଇଛନ୍ତି । ଅଟକ…