ଧାରାବାହିକ ଉପନ୍ୟାସ : ଦେବୀ (୨୧)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୧
ମାଆ...ଦେବ ଆସିଲା କି ?
ବାପାଙ୍କ କରୁଣ କଣ୍ଠସ୍ୱର ଦେବୀକୁ ଉଠେଇ ଦେବା ପାଇଁ ଯଥେଷ୍ଟ ଥିଲା। ଲାଇନ କଟି ସାରା ଘର ଅନ୍ଧାରର କବଳରେ। କଳା ରଙ୍ଗର କାମିଜ ପିନ୍ଧି ଏକୁଟିଆ ବସିଛି ଲଣ୍ଠନ। ତା' ଆଲୋକରେ ଦିଶୁଥିଲା ଏକ ଫୁଲଫୁଟା…