ବିହାରରେ ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ
ପାଟନା: ପାଟନାର ଜଣେ ୨୬ ବର୍ଷିୟା ଯୁବକ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯୁବକ ଜଣକ ନିକଟରେ ଦିଲ୍ଲୀ ଯାଇ ବିଦେଶରୁ ଫେରିବା ପରେ ଜଣେ ସମ୍ପର୍କୀୟଙ୍କୁ ଭେଟିଥିଲେ। ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡିଛି।
ରାଜ୍ୟ ସ୍ୱାସ୍ଥ୍ୟ ସମାଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…