Latest Odisha News

BREAKING NEWS

Yearly Archives

2021

ଅପହୃତ ଯୁବକ ଉଦ୍ଧାର

ଯାଜପୁର :ଋଣ ଆଣି ନଶୁଝିବା ପଡିଲା ମହଙ୍ଗା। ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଲୋନ ଆଣି ଶୁଝି ନ ପାରିବାରୁ ଯୁବକଙ୍କୁ ଅପହରଣ କରିନେଇଛନ୍ତି କମ୍ପାନୀ କର୍ତ୍ତୁପକ୍ଷ । ଯାଜପୁର ଥାନା କୁସୁମା ପାର୍କ ଅଞ୍ଚଳରୁ ଏକ ଘର ଭିତରୁ ପୋଲିସ ଅପହୃତ ଯୁବକକୁ ଉଦ୍ଧାର କରିଛି। ଅପହରଣ କରିବା ଅଭିଯୋଗରେ ଜଣକୁ…

ଖଡ଼ିଆଳ ଅଞ୍ଚଳ ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ନୂଆପଡ଼ା: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୧ତାରିଖରେ ନୂଆଁଖାଇ ପାଳନ ହେବାକୁ ଥିବା ବେଳେ ଖଡ଼ିଆଳ ଅଞ୍ଚଳ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଆଜି ଖଡ଼ିଆଳ ରାଜ ଦରବାର ପ୍ରାଙ୍ଗଣଠାରେ ଖଡ଼ିଆଳ ଯୁବରାଜ ଦେଵ ଦେଵ ସିଂ ଦେଓ ,ରାଜ ପୁରୋହିତ ପ୍ରଫୁଲ୍ଲ କୁମାର ରଥ …

କାବୁଲ ବିମାନବନ୍ଦରରେ ଆକାଶଛୁଁଆ ପାଣି ଦର; ଗୋଟେ ବୋତଲକୁ ୪୦ ଡଲାର

କାବୁଲ: ଆଫଗାନିସ୍ତାନକୁ ଦଖଲକୁ ନେବା ପରେ କାବୁଲ ବିମାନବନ୍ଦର ବାହାରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବିମାନବନ୍ଦର ବାହାରେ ବିସ୍ଫୋରଣର ଗୋଟିଏ ଦିନ ପରେ ମଧ୍ୟ ହଜାର ହଜାର ଆଫଗାନିସ୍ତାନ ବିମାନବନ୍ଦରରେ ଦେଶ ଛାଡି ପଳାଇବା ପାଇଁ ଛିଡାହୋଇ ରହିଛନ୍ତି। କାବୁଲ ବିମାନବନ୍ଦର…

ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୫୪ ରନର ଅଗ୍ରଣୀ

ଲିଡ୍ସ: ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଭାରତର ପ୍ରଥମ ଇନିଂସ ସ୍କୋର ୭୮ ରନ ଜବାବରେ ଇଂଲଣ୍ଡ ୪୩୨ ରନ କରି ଅଲଆଉଟ ହୋଇଯାଇଛି । ଜୋ ରୁଟଙ୍କ ଶତକ (୧୨୧ରନ) ବଳରେ ଘରୋଇ ଦଳ ସୁବିଧାଜନକ ସ୍ଥିତିରେ ରହିଛି । ରୟ ବର୍ଣ୍ଣସ (୬୧), ହସିବ ହମୀଦ (୬୮) ଓ ଡାୱିଦ ମଲାନ (୭୦)…

୯ ମ ଶ୍ରେଣୀ ଛାତ୍ର ଦଶମ ପାସ୍ ହେବା ଘଟଣା,୩ ଜଣିଆ କମିଟିର ତଦନ୍ତ

ରାୟଗଡା: ୯ ମ ଶ୍ରେଣୀ ଛାତ୍ର ଦଶମ ପାସ୍ ହେବା ଘଟଣା । ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ କମିଟି । ରାୟଗଡା ଜିଲ୍ଲା ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ଦଶମ ପାସ୍ ହେବା ଘଟଣାର ଆରମ୍ଭ ହୋଇଛି ଖୋଲତାଡ । ଛାତ୍ର ଜଣକ ୫ ହଜାର ଟଙ୍କା ଲାଞ୍ଚ ଦେଇ ଦଶମ ଶ୍ରେଣୀରେ ପାସ୍ ହେବା ଘଟଣା ପ୍ରଘଟ…

ଆତ୍ମସମର୍ପଣ କଲା କୁଖ୍ୟାତ ମାଓନେତା ସୀତାରାମ ରେଡ୍ଡୀ

ମାଲକାନଗିରି: ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ ଓରଫ ଶିବାନ୍ନା ତେଲେଙ୍ଗାନାର ଖମାମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ନେତା ସୀତାରାମ ରେଡ୍ଡୀଙ୍କ ନିଜ ଘର…

ଇସ୍ତଫା ଦେଲେ ସିଦ୍ଧୁଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ କାଶ୍ମୀରରୁ ନେଇ ଇନ୍ଦିରା ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନବଜୋତ ସିଂ ସିଦ୍ଧୁଙ୍କ ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ…

ଏସ୍‌ସିବି ରେ ୯ଟି ଏକ୍‌ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକର ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ୯ଟି ଏକ୍‌ମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ସ୍ଥାପିତ ହୋଇଥିବା ଏକ୍‌ମୋ ମେସିନ ଗୁଡିକୁ ବୁଲି…

ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ପୁଲିସ୍ ବାବୁ

ଅନୁଗୁଳ: ପୁଣି ଖାକିରେ କଳଙ୍କ । ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର । ଶେଷରେ ବନ୍ଧା ହେଇଛନ୍ତି ପୋଲିସ ବାବୁ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରାତି ଅଧିଆ ମହିଳାଙ୍କ ଘରେ ପଶି ଦୁର୍ବ୍ୟବହାର କରିବା ମହଙ୍ଗା ପଡ଼ିଛି ପୋଲିସ ବାବୁଙ୍କୁ । ଏହି…

ଶ୍ରୀମନ୍ଦିରରେ ଲାଗି ହେବ ରାହୁରେଖା ନୀତି,ଅପରାହ୍ନରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ। ଏଣୁ ଅପରାହ୍ନ ୨ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦଇତା ପତି ସେବକ ମାନେ ରାହୁରେଖା ନୀତି ପାଇଁ…