Latest Odisha News

BREAKING NEWS

Yearly Archives

2021

ପିଏମ୍ ଫସଲ ବୀମା ଯୋଜନା: ବିଜେପି କହିଲା ଓଡ଼ିଶାର ଚାଷୀଙ୍କୁ ଭଣ୍ଡାଉଛି ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରସଙ୍ଗକୁ ନେଇ ଶାସକ ବିଜେଡି ସମାଲୋଚନା କରିଛି ବିଜେଡି । ଯୋଜନାକୁ ନେଇ ବିଜେଡ଼ି ଆଣିଥିବା ଅଭିଯୋଗର କୌଣସି ବାସ୍ତବତା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେପି । କେବଳ ମିଛକୁ ଲୁଚାଇ ଅନ୍ୟ ଉପରେ ଦୋଷ ଲଦିବା ବିଜେଡିର ନିତି…

ଇ-ଯାନ ପଲିସି ସହ ୧୪ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଇ-ଯାନ ପଲିସି ସହ ୧୪ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ୟାବିନେଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାସହ…

ବିଜେପିରେ ସାମିଲ ହେଲେ ଓଡ଼ିଶା ପଦ୍ମଶାଳୀ ସଂଘର ନେତା ଓ କର୍ମକର୍ତ୍ତା

ଭୁବନେଶ୍ବର : ବିଜେପିରେ ସାମିଲ ହେଲେ ଓଡ଼ିଶା ପଦ୍ମଶାଳି ସଂଘର ବହୁ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏମାନେ ବିଜେପିରେ ସାମିଲ ହୋଇଛନ୍ତି । ପଛୁଆ ବର୍ଗରୁ ଆସିଥିବା…

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ଭାଙ୍ଗିଲା ପୋଲ

ବର୍ଷାରେ ଭାସିଗଲା ପୋଲ । ଉତ୍ତରା ଖଣ୍ଡରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଡେରାଡୁନକୁ ଋଷିକେଶ ସହ ସଂଯୋଗ କରୁଥିବା ପୋଲ ଓ ମାଲଦେବତା ସହସ୍ରଧାରି ଲିଙ୍କ ରୋଡ ନଦୀରେ ଭାସିଯାଇଛି।ରାଣୀପୋଖରୀ ଠାରେ ଏପରି ଅଘଟଣ ଘଟିିଛି। ଫଳରେ ଅନେକ ଗାଡି ଓ ଚାଳକ…

ଶିବସେନା ନେଇ ଅଳ୍ପ ଅଳ୍ପ ତଥ୍ୟ ଦେବି, ପୂରା ବ୍ରେକିଂ ନ୍ୟୁଜ ଦେବିନି :ନାରାୟଣ ରାଣେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ବୟାନ ଦେଇ ଗିରଫ ହୋଇଥିବା ନାରାୟଣ ରାଣେ ପୁନର୍ବାର ମୁହଁ ଖୋଲିଛନ୍ତି । ୨ ଦିନ ବ୍ରେକ ପରେ ସେ ପୁନର୍ବାର ଜନ ଆଶୀର୍ବାନ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ୨ ରାଉତ ଶିବସେନାକୁ ବୁଡାଇଦେବେ । ସଞ୍ଜୟ…

ସମ୍ ଅଲ୍ଟିମେଟ ମେଡିକେୟାରରେ ପ୍ରଥମ ଥର ପାଇଁ ସିଆଲୋ ଏଣ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋ ଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଆରମ୍ଭ ହୋଇଛି ଚିକିତ୍ସା । ଏହା ଏକ ଅଭିନବ ଓ ଅତ୍ୟାଧୁନିକ ପଦ୍ଧତି । ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର…

କାଜାକସ୍ତାନର ଅସ୍ତ୍ରଭଣ୍ଡାରରେ ବଡ ଧରଣର ବିସ୍ଫୋରଣ, ୯ ମୃତ୍ୟୁ

ନୁର-ସୁଲତାନ: କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ପରେ ଆଜି କାଜକସ୍ତାନ ଥରିଛି । ଜାମ୍ବିଲ ସ୍ଥିତ ସେନା ଆଡ୍ଡାରେ ଏହି ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ରିପୋର୍ଟରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ଜଣ ଆହତ ହୋଇଛନ୍ତି । ଏହି ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି…

ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ରୁପା ଛାଉଣୀ କବାଟ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ରୁପା ଛାଉଣୀ କବାଟ । ଅନେକ ଦିନରୁ ଏହା ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ବେଳେ ଶ୍ରୀମନ୍ଦିର ଢାଞ୍ଚାରେ ଏହାର ପୁନଃନିର୍ମାଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ତତ୍ପରତା ଦେଖାଇଛି । ଏନେଇ ମନ୍ଦିରର ବିଭିନ୍ନ ସ୍ଥାନର ଯାଞ୍ଚ…

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସମସ୍ତଙ୍କର ହେବ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆସିଛି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ସୁରୁଖୁରୁରେ କିପରି ମୌସୁମୀ ଅଧିବେଶନ…

ପାରା ଅଲିମ୍ପିକ୍ସ: ଟେବୁଲ ଟେନିସ ସେମିରେ ଭାବିନାବେନ

ଟୋକିଓ:ଚଳିତ ପାରା ଅଲିମ୍ପିକ୍ସରେ ଭାରତର ଭାବିନାବେନ ପଟେଲ ଟେବୁଲ ଟେନିସ ସେମିଫାଇନାଲରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବୀତ କରିଛନ୍ତି । ସିଙ୍ଗଲ୍ସ କ୍ଲାସ ୪ବର୍ଗରେ ସେ ବିଶ୍ୱର ୨ ନମ୍ବର ଖେଳାଳି ସର୍ବିୟାର ବୋରିସ୍ଲାଭା ପେରିଚ ରାଙ୍କୋଭିଚଙ୍କୁ ୧୧-୫, ୧୧-୬ ଓ ୧୧-୭ ପଂଏଟରେ ପରାସ୍ତ…