Latest Odisha News
Yearly Archives

2021

ଇସ୍ତଫା ଦେଲେ ମିଳିତ ଜାତିସଂଘର ଆଫଗାନିସ୍ତାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଆଫଗାନିସ୍ତାନର ପୂର୍ବତନ ସରକାରଙ୍କ ରାଷ୍ଟ୍ରଦୂତ ଗୁଲାମ ଇସାକଜାଇ ତାଙ୍କ ରାଷ୍ଟ୍ରଦୂତଙ୍କ ବଦଳରେ ବର୍ତ୍ତମାନର ତାଲିବାନ ଶାସକଙ୍କ ଉଦ୍ୟମ ମଧ୍ୟରେ ଇସ୍ତଫା ଦେଇଛନ୍ତି। ମିଳିତ ଜାତିସଂଘରେ ଆଫଗାନିସ୍ତାନର ମିଶନ ଟ୍ୱିଟ୍ କରି କହିଛି ଯେ ନାସିର ଫାଏକ୍…

ବ୍ରିଟେନରେ ତାଣ୍ଡବ ରଚୁଛି କରୋନା: ଦିନକରେ ୯୩ ହଜାର ସଂକ୍ରମିତ

ଲଣ୍ଡନ: ବ୍ରିଟେନରେ ଦ୍ରୁତ ମାଡୁଛି କରୋନା । ରେକର୍ଡ ଭାଙ୍ଗୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୩ହଜାର ୪୫ କେସ୍ ବାହାରିଛି । ଯାହାକି ଲଗାତାର ତୃତୀୟ ଦିନରେ ରେକର୍ଡ । ଲଣ୍ଡନରେ ଓମିକ୍ରନ୍ ଓ ସ୍କଟଲାଣ୍ଡରେ ଡେଲଟା ମାଡୁଛି । ବର୍ତ୍ତମାନ ସୁଦ୍ଧା ବ୍ରିଟେନରୁ ଚିହ୍ନଟ ହୋଇଛି ୧୪ହଜାର ୯୦୯…

କରୋନା ମୃତ୍ୟୁରେ ସୁନାମୀ ଆଣିବ ଓମିକ୍ରନ, ଚେତେଇଲେ ହ୍ୱାଇଟ୍ ହାଉସ୍ କୋଭିଡ୍ ଚିଫ୍

ଓ୍ୱାଂଶିଟନ୍: ଓମିକ୍ରମ୍ ଆଣିପାରେ ବଡ଼ ଧରଣର ବିପତ୍ତି । ମହାମାରୀ ମୁକାବିଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ କରୋନାର ନୂଆ ଷ୍ଟ୍ରେନ୍ । ଶୀତ ଋତୁରେ ସାରା ବିଶ୍ୱ ଆଉ ଏକ ବଡ଼ ବିପଦର ସାମନା କରିବାକୁ ଯାଉଛି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସୀ ଚିନ୍ତାଜନକ…

‘ଯୋଦ୍ଧା’ରେ ସିଦ୍ଧାର୍ଥଙ୍କ ନାୟିକା ସାଜିବେ ଦିଶା ଓ ରାଶି

ମୁମ୍ବାଇ: କରଣ ଜୋହର ଆକ୍ସନ୍ ଫ୍ରାଞ୍ଚାଇଜ୍ ର ପ୍ରଥମ ଚଳଚ୍ଚିତ୍ର 'ଯୋଦ୍ଧା'କୁ ନେଇ ଘୋଷଣା କରିଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦେବେ ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଝା। ଯୋଦ୍ଧା'ର ପ୍ରଥମ ଲୁକ୍ ସେୟାର୍ କରି ନିର୍ମାତାମାନେ ଘୋଷଣା କରିଥିଲେ ଯେ ଏହି ଚଳଚ୍ଚିତ୍ରଟି ନଭେମ୍ବର ୧୧,…

ପୁଣି ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା

ଭୁବନେଶ୍ୱର: ପୁଣି ଧାରଣାରେ ତପସ୍ଵିନୀ । ନ୍ୟାୟ ପାଇବାକୁ  ପୁଣି ଦ୍ୱିତୀୟ ଥର ପାଇଁ ତପସ୍ୱିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ମିଶି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ପ୍ରବଳ ଶୀତ, କାକରରେ ବସି ନିଜ ହକ୍ ପାଇଁ ଲଢେଇ ଆରମ୍ଭ କରିଛନ୍ତି । ଆସନ୍ତା ୨୦ ତାରିଖରେ ଏହି ମାମଲାର…

କୋଭିଶିଲ୍ଡ ଅପେକ୍ଷା କୋଭୋଭାକ୍ସର ବୁଷ୍ଟର ଡୋଜ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କୋଭୋଭ୍ୟାକ୍ସକୁ ଜରୁରୀକାଳୀନ ଅନୁମୋଦନ ପ୍ରଦାନ କରିବା ସହିତ, ଭାରତର ଜଣେ ବରିଷ୍ଠ ବୈଜ୍ଞାନିକ କରୋନାଭାଇରସର ଉଦୀୟମାନ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ସୃଷ୍ଟି ହୋଇଥିବା ବିପଦକୁ ପ୍ରତିହତ କରିବା ପାଇଁ ଏହାକୁ ବୁଷ୍ଟର୍ ସଟ୍ ଭାବରେ ବ୍ୟବହାର…

ରାଜ୍ୟରେ ନିୟନ୍ତ୍ରଣରେ କରୋନା ସଂକ୍ରମଣ, ଆଜି ୧୬୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୬୯ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୨ । ୧୮ ବର୍ଷ ଭିତରେ ଆଉ ୨୯…

୨୦୧୭ରୁ ଏପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଛି ୧୫ଟି ମିଲିଟାରୀ ହେଲିକପ୍ଟର; ରିପୋର୍ଟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୭ ଠାରୁ ଚିତା, ଚେତକ, ଏମ୍‌ଆଇ-୧୭ ସମେତ ୧୫ ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମରିକ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ସରକାର ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ୧୫ ଟି ସାମରିକ ହେଲିକପ୍ଟର ଦୁର୍ଘଟଣାରେ ୩୧ ଜଣଙ୍କର ମୃତ୍ୟୁ…

ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ୫ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ଉପକୂଳରୁ ଦକ୍ଷିଣ ପୁଣି ପଶ୍ଚିମ ଓଡ଼ିଶା । ସବୁଠି ଅସହ୍ୟ ଶୀତ । ୭ଟି ସରରରେ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ୨୫ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ୭ ଡ଼ିଗ୍ରୀ ସେଲସିୟସ ସହ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ରାଜ୍ୟକୁ…

୩ ଡୋଜ୍‌ ଫାଇଜର ଟିକା ନେଇ ବି ଓମିକ୍ରନ୍‌ ଆକ୍ରାନ୍ତ ହେଲେ ବ୍ୟକ୍ତି

ମୁମ୍ବାଇ: ବିଏମ୍‌ସି ଏକ ବିଜ୍ଞପ୍ତିରେ କହିଛି ଯେ ଆମେରିକାରୁ ଫେରିଥିବା ୨୯ ବର୍ଷ ବୟସ୍କା ବ୍ୟକ୍ତି ଶୁକ୍ରବାର ଦିନ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ସଂକ୍ରମିତ ହେବା ପୂର୍ବରୁ ୩ ଡୋଜ ଫାଇଜର୍‌ ଟିକା ନେଇସାରିଛନ୍ତି। ନଭେମ୍ବର ୯ ରେ…