Latest Odisha News

BREAKING NEWS

Yearly Archives

2021

ପେଗାସସ୍‌ ଗୁଇନ୍ଦାଗିରି ପ୍ରସଙ୍ଗରେ ମମତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା; ପଶ୍ଚିମବଙ୍ଗ ତଦନ୍ତ କମିଶନଙ୍କ ଉପରେ…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିଯୁକ୍ତ ଆୟୋଗକୁ ସ୍ଥଗିତ ରଖିଛନ୍ତି। ପଶ୍ଚିମବଙ୍ଗ ସରକାର ପୂର୍ବତନ ଜଜ୍ ମଦନ ବି ଲୋକୁରଙ୍କ ନେତୃତ୍ୱରେ ଏକ ନିଯୁକ୍ତ କମିଶନ ଗଠନ କରାଯାଇଥିଲା। ଏହାପୂର୍ବରୁ ଅକ୍ଟୋବର ଶେଷ…

ବାରଣାସୀରେ ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ନରେନ୍ଦ୍ର ମୋଦି ଏହି କନ୍ଫରେନ୍ସ କୁ ଉଦଘାଟନ କରିଛନ୍ତି । ବିଭିନ୍ନ ରାଜ୍ୟର ୧୨୦ଜଣ ମେୟର୍ସ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଛନ୍ତି । ଏହି ମେୟର କନଫରେନ୍ସର…

ହାପି ବର୍ଥ ଡେ’ ଜନ୍

ମୁମ୍ବାଇ : ଆଜି ବଲିଉଡ ହ୍ୟାଣ୍ଡସମ୍ ହଙ୍କ ଜନ୍ ଆବ୍ରାହିମଙ୍କ ବର୍ଥ ଡେ । ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି ଜନ୍ । ଏନେଇ ଆଜି ଜନଙ୍କ ପାଖକୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି ।ଅନ୍ୟପଟେ ଆଜି ଜନଙ୍କ ବର୍ଥ ଡେ ହୋଇଥିବାରୁ ତାଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଅଫିସ୍ ଫ୍ରଣ୍ଟରେ ପ୍ୟାନଙ୍କ…

ଭାରତୀୟ ସଂସ୍କୃତି ମହାଭାରତର ମୂଲ୍ୟବୋଧ ଉପରେ ଆଧାରିତ

ଭୁବନେଶ୍ୱର : ଲେଖକ ବ୍ରଜବନ୍ଧୁ ପଣ୍ଡାଙ୍କ ରଚିତ ପୁସ୍ତକ 'ପାଣ୍ଡବ କୁଳଚନ୍ଦ୍ରମା' ଓ 'ଅମ୍ଳାନ ଦୀପ୍ତି' , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି। ଲେଖକ ମହାଭାରତର ପରୀକ୍ଷିତ ଚରିତ୍ରକୁ ନେଇ 'ପାଣ୍ଡବ କୁଳଚନ୍ଦ୍ରମା' ଓ ଓଡ଼ିଶାର କବିମାନଙ୍କୁ ନେଇ ତା 'ଅମ୍ଳାନଦୀପ୍ତି'…

[ଭିଡିଓ] କନଫେରେନ୍ସରେ ପାକିସ୍ତାନୀ ସାମ୍ବାଦିକ ଓ ତାଲିବାନୀ ଆତଙ୍କବାଦୀର ମଧୁଚନ୍ଦ୍ରିକା

ଭୁବନେଶ୍ୱର: ଆଫଗାନିସ୍ତାନରେ ତାଲିବାନର କବ୍‌ଜାକୁ ନେଇ ପାକିସ୍ତାନର ପରୋକ୍ଷ ସମର୍ଥନ ରହିଛି । ହେଲେ ବିଶ୍ୱ ଦରବାରରେ କିନ୍ତୁ ପାକିସ୍ତାନ ଦେଖାଇଥିଲା କୁମ୍ଭୀର କାନ୍ଦଣା । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ତାଲିବାନର ପ୍ରବକ୍ତା ତଥା…

ସାନିଟାଇଜ୍‌ ହେଲା ଆଲିଆଙ୍କ ଘର

ନୂଆଦିଲ୍ଲୀ: ବିଏମସି ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ପୂରା ବିଲ୍ଡିଂକୁ ସାନିଟାଇଜ୍‌ କରିଥିବା ସୂଚନା ମିଳିଛି। କରଣ ଜୋହରଙ୍କ ରାତ୍ରି ଭୋଜନରେ ସାମିଲ ହୋଇଥିବା ଅଭିନେତ୍ରୀ କରୀନା କପୁର, ଅମୃତା ଆରୋରା, ସୀମା ଖାନ ଏବଂ ମହିପ କପୁରଙ୍କ ସମେତ ଆଲିଆ ଭଟ୍ଟ ମଧ୍ୟ ସାମିଲ୍‌ ଥିଲେ। କିନ୍ତୁ ଆଲିଆଙ୍କ…

କିରଣ୍ଡଲ-ବିଶାଖାପାଟଣା ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: କୋରାପୁଟରେ ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ । ଆଜି ଭୋର ସକାଳୁ ୪ଟା ସମୟରେ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବାବେଳେ ଲାଇନଚ୍ୟୁତ ହୋଇଛି । ଓଡ଼ିଶା ଛତିଶଗଡ଼ ବଡର ଭନସି ନିକଟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ୫ଟି ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡଲଠାରୁ କୋରାପୁଟ…

ଭଡ଼ାଘର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳିଷଠା ଷାଠିଏ ଯଦି, ତାହେଲେ ତିନି ଭାଗ ଜୀବନ ଜୀଇଁ ସାରିଲାଣି ମଣିଷ । ସେଥିରୁ ପ୍ରାୟ ୨୫ ବର୍ଷ ବିତିଗଲାଣି ଭଡ଼ାଘରେ। ଛାତ୍ର ଥିଲା ବେଳେ କେବେ ହଷ୍ଟେଲରେ ତ ଆଉ କେବେ କାହା ଘର ଭଡ଼ା ନେଇ ନିଜର ଉଠାଚୁଲି ଆଉ ପକା ଖଲି ଜୀବନ…

କେନ୍ଦୁଝରରେ ମାତିଛନ୍ତି ୧୪ ଟିକିଆ ହାତୀପଲ , ନଷ୍ଟ କରୁଛନ୍ତି ଫସଲ

କେନ୍ଦୁଝର : କେନ୍ଦୁଝରରେ ମାତିଛନ୍ତି ହାତୀ । ଚାଷୀଙ୍କ ଧାନ ବିଲରେ ଚାଷ ହୋଇଥିବା ଏକର ଏକର ପାଚିଲା ଧାନ କ୍ଷେତ ସବୁ ନଷ୍ଠ କରିଦେଇଛନ୍ତି ୧୪ ଟିକିଆ ହାତୀପଲ୍ଲ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁରେ ହାତୀପଲ ପଶି ଚାଷ ସବୁ ନଷ୍ଟ ହୋଇଯାଇଛି ।…

୧୫ ମିଲିୟନରୁ ଅଧିକ ମୂଲ୍ୟରେ ନିଲାମ ହେବ ଦୁନିଆର ପ୍ରଥମ SMS

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଦୁନିଆର ପ୍ରଥମ ଏସ୍ଏମ୍ଏସ୍ ନିଲାମ କରିବାକୁ ଯାଉଛି। ଏହି ଦୁନିଆର ପ୍ରଥମ SMS ଥିଲା। ଯାହା ୧୪ ଟି ଶବ୍ଦରେ ଥିଲା। ଏହା ୧.୫ କୋଟିରୁ ଅଧିକ ମୂଲ୍ୟରେ ନିଲାମ ହେବାକୁ ଯୋଜନା କରାଯାଉଛି। କମ୍ପାନୀ କହିଛି ଯେ ଏହି SMS କୁ ଏକ (NFT) ଭାବରେ ନିଲାମ…