Latest Odisha News

BREAKING NEWS

Yearly Archives

2021

ଅନୁବାଦ କବିତା : ଅତିଥି

ମୂଳ ରଚନା : ଆନ୍ନା ଆଖମାତୋଭା  କିଛି ବି ବଦଳି ନାହିଁ ଖାଇବା ଘରର ଝରକାରେ ଶକ୍ତ ବରଫଖଣ୍ଡ ମାନ, ମାଡ଼ଖାଇ ଛିଟକି ପଡ଼ୁଛନ୍ତି। ମୁଁ ଯାହାଥିଲି , ସେଇଆହିଁ ଅଛି କିନ୍ତୁ ଜଣେ ପୁରୁଷ ଆସିଛନ୍ତି, "କ'ଣ ଦରକାର ଆପଣଙ୍କର" ମୁଁ ପଚାରିଲି ସେ କହିଲେ "ତୁମ ସହ ନର୍କରେ ରହିବାକୁ…

ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଝାରପଡା ଜେଲରେ NIA ଟିମ୍ କରୁଛି ଜେରା

ଭୁବନେଶ୍ୱର : ଝାରପଡା ଜେଲରେ ପହଁଞ୍ଚିଛନ୍ତି ଏନଆଇଏର ଦୁଇ ଜଣିଆ ଟିମ୍ । ଦୁର୍ଦ୍ଦାନ୍ତ ମାଓନେତା ସୁବାସି ଶଙ୍କରକୁ ଝାରପଡା ଜେଲରେ ଚାଲିଛି ଜେରା । ୨୦୧୨ମାଲକାନଗିରି ଚିତ୍ରକୋଣ୍ଡା ବିସ୍ପୋରଣରେ ବିଏସଏଫ୍ କମାଣ୍ଡୋ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଜେରା ଚାଲିଛି । ସୂଚନା ଅନୁସାରେ…

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ଆସୁଛି ପୌର ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ଜାନୁଆରୀ ଶେଷ ସୁଦ୍ଧା ସବୁ ଜିଲ୍ଲାକୁ ଇଭିଏମ୍ ମେସିନ ପଠାଯିବ । ରାଜ୍ୟରେ ୧୦୫ ପୌରାଞ୍ଚଳ ଓ ୩ ଟି ମହାନଗର ନିଗମରେ ହେବ ମତଦୋନ । କଟକ, ଭୁବନେଶ୍ୱର ,ବ୍ରହ୍ମପୁର ମହାନଗର ନିଗମରେ ମତଦାନ ହେବ । ଏନେଇ ଗଜପତି,…

ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

କଟକ : ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତ ଦେହ ଫେରାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲା। ଆଉ ଶେଷରେ ବୁଧାବର ବିଳମ୍ବିତ ରାତିରେ ଯୁବକଙ୍କ ମୃତ ଦେହ ପହଂଚିଛି । ଏନେଇ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବାଂଲାଦେଶରେ…

ଏହି ଦିନ ରିଲିଜ କରିବ ସାଉଥ୍‌ ଷ୍ଟାର୍‌ ବିଜୟ ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘liger’

ନୂଆଦିଲ୍ଲୀ: ସାଉଥ ସିନେମାର ସୁପରଷ୍ଟାର ଅଭିନେତା ବିଜୟ ଦେବରାକୋଣ୍ଡା ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଲାଇଗର୍' କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଦକ୍ଷିଣ ସିନେମାରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଭିନ୍ନ ଭାଷାରେ ରିଲିଜ୍…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପୋଲିସର ଛାନଭିନ୍ ଜାରି

କୋରାପୁଟ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବୋରିଗୁମ୍ମା ଥାନା ଅନ୍ତର୍ଗତ ପର୍ଲି-ଡାବୁଗୁଡା ରାସ୍ତା ପାଶ୍ୱର୍ରେ ଥିବା ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ କିଛି ପ୍ରତ୍ୟକ୍ଷ ଦର୍ଶୀ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ପରେ ବୋରିଗୁମ୍ମା ଥାନାକୁ…

ରାଜଧାନୀରୁ ଆଉ ୪ଟି ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟସ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ଆଉ ୪ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ରେ ପହଞ୍ଚିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ସେ…

ଡେଲଟାଠୁ ୫ ଗୁଣା ଅଧିକ ସଂକ୍ରାମକ ଓମିକ୍ରନ୍, ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ସାରା ବିଶ୍ୱକୁ ଛାନିଆ କରିଛି ଓମିକ୍ରନ୍ । କରୋନାର ନୂଆ ଷ୍ଟ୍ରେନକୁ ନେଇ ବିଶ୍ୱବ୍ୟାପୀ ହଇଚଇ । ଡେଲଟା ଅପେକ୍ଷା ଓମିକ୍ରନ୍ ୫ ଗୁଣା ଅଧିକ ସଂକ୍ରାମକ । ଏକଥା କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି…

୧୯୭୧ ଯୁଦ୍ଧ ପରେ ଭାରତ ଅଧୀନକୁ ଚାଲିଆସିଥିଲା ପିଓକେର ଏହି ୪ ଗାଁ

ନୂଆଦିଲ୍ଲୀ: ୧୯୭୧ ମସିହାରେ, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧରେ, କାଶ୍ମୀର ଦଖଲ କରିଥିବା ପାକିସ୍ତାନର ଚାରୋଟି ଗାଁକୁ ଭାରତ ନିୟନ୍ତ୍ରଣ କରିଥିଲା। ଏହି ଚାରିଟି ଗ୍ରାମ ହେଲା ତୁର୍ତ୍ତୁକ୍, ତ୍ୟାକ୍ସି, ଚଲୁଙ୍କା ଏବଂ ଥାଙ୍ଗ୍। ୧୯୭୧ ପର୍ଯ୍ୟନ୍ତ ଏହି ଗ୍ରାମଗୁଡିକ ପାକିସ୍ତାନ…

କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି । ମୁମ୍ବାଇରୁ ଟିମ୍ ଇଣ୍ଡିଆ ଜୋହାନ୍ସବର୍ଗ ଯିବ । ବିସିସିଆଇ ଖେଳାଳିମାନଙ୍କ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ଭାରତ ଏଠାରେ ୮ମ ସିରିଜ ଖେଳିବ । ଏଥର କିଛି ବିଶେଷ କରି ଫେରିବୁ ବୋଲି…