ଇଶାଙ୍କ ଅଭିନୟ କ୍ୟାରିୟର୍କୁ ପସନ୍ଦ କରୁନଥିଲେ ପିତା ଧର୍ମେନ୍ଦ୍ର
ମୁମ୍ବାଇ:ବଲିଉଡ୍ର ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ର ଜଣେ ଉଚ୍ଚକୋଟ୍ଟୀର କଳାକାର। ପତ୍ନୀ ହେମା ମାଳିନୀ ମଧ୍ୟ କଳା ଜଗତର ଏକ ଲୋକପ୍ରିୟ ନାଁ। ହେଲେ ଆପଣ ଜାଣନ୍ତି କି ଏକ ସମୟରେ ଅଭିନେତା ଧର୍ମେନ୍ଦ୍ର ନିଜ ଝିଅ ଇଶାଙ୍କ ଅଭିନୟ ଏବଂ ନୃତ୍ୟକଳାରେ କ୍ୟାରିୟର୍ ଆରମ୍ଭକୁ ବିରୋଧ କରୁଥିଲେ।…