Latest Odisha News

BREAKING NEWS

Yearly Archives

2021

କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଇଶାନ୍ତ ଶର୍ମା

ଇଂଲଣ୍ଡ: କିମ୍ୱଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଫାଷ୍ଟ ବୋଲକର ଇଶାନ୍ତ ଶର୍ମା । ଇଂଲଣ୍ଡ ମାଟିରେ ସର୍ବାଧିକ ଓ୍ୱିକେଟ ନେବାରେ ଭାରତୀୟ ବୋଲର ହୋଇଛନ୍ତି ଇଶାନ୍ତ । ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲା । ଇଶାନ୍ତ ଇଂଲଣ୍ଡ ମାଟିରେ ଭାରତୀୟ ଭାବରେ ସର୍ବାଧିକ ୪୪…

ବ୍ରିଟେନରେ ହୋଇପାରେ ଚତୁର୍ଥ ଲକ୍‌ଡାଉନ!

ନୂଆଦିଲ୍ଲୀ: ୟୁକେରେ ହୋଇପାରେ ଚତୁର୍ଥ ଲକ୍‌ଡାଉନ। ଏ ନେଇ ଜନସ୍ୱାସ୍ଥ୍ୟ ଇଂଲଣ୍ଡର ଜଣେ ପରାମର୍ଶଦାତା ଚେତାବନୀ ଦେଇଛନ୍ତି। କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଲକ୍‌ଡାଉନ୍‌ ହୋଇପାରେ। ୟୁରୋପରେ ଭ୍ରମଣ ଉପରେ କେତେକ କଠୋର ନିୟମ ବଜାୟ ରଖିବା ପାଇଁ…

ଅପହରଣ ପରେ ଏଲିୟନ୍ସ ପ୍ରେମରେ ଏବି ବେଲା !

ଲଣ୍ଡନ: ବ୍ରିଟେନର ଏବି ବେଲା ନାମକ ଜଣେ ମହିଳା ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ସେ କହିଛନ୍ତି ତାଙ୍କୁ ଏଲିୟନମାନେ ଅପହରଣ କରି ନେବା ପରେ ସେ ସେଠାରେ ଜଣେ ପରଗ୍ରହୀ ଜୀବ ପ୍ରେମରେ ପଡି ଯାଇଛନ୍ତି । ଅପହରଣ କରିବା ପରେ ସେମାନେ ମୋର ଯତ୍ନ ନେଇଥିଲେ ଏବଂ…

ମହର୍ଷି ପତଞ୍ଜଳୀଙ୍କୁ କାହିଁକି କୁହାଯାଏ ଯୋଗଗୁରୁ…

ନୂଆଦିଲ୍ଲୀ: ସାରା ବିଶ୍ଵରେ ଆଜି ଯୋଗ ଦିବସ ପାଳନ କରାଯାଉଅଛି। କୁହାଯାଏ ଶରୀର ଓ ମନକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ ଯୋଗ। ହିନ୍ଦୁଶାସ୍ତ୍ରରେ ପତଞ୍ଜଳୀଙ୍କୁ ଯୋଗଗୁରୁ ବୋଲି ବିବେଚନା କରାଯାଇଥାଏ। ତାଙ୍କ ନାମାନୁସାରେ ପତଞ୍ଜଳୀ ଯୋଗସୂତ୍ର ମଧ୍ୟ ପ୍ରକାଶ କରାଯାଇଛି। ହେଲେ ପତଞ୍ଜଳୀଙ୍କ…

ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଏମ୍‌ ଯୋଗ ଆପ୍‌’ କ’ଣ?

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ mYoga ଆପ୍ ଲଞ୍ଚ କରିଛନ୍ତି। ହୁ ର ସହଯୋଗରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଆପ୍‌ ଆୟୁଷ ମନ୍ତ୍ରଣାଳୟ ଏବଂ ହୁ ଦ୍ବାରା ମିଳିତ ଭାବରେ ବିକଶିତ ହୋଇଛି। “ଏହି…

ଟିକା ନେବେନି ବୋଲି ଘର ଛାଡି ଜଙ୍ଗଲକୁ ଦୌଡି ପଳାଇଲେ ମହିଳା

ଜାମସୋତି: କେନ୍ଦ୍ରଠୁ ନେଇ ବିଭିନ୍ନ ରାଜ୍ୟ ସରକାର ଟିକାକରଣକୁ ନେଇ ବାରମ୍ବାର ସଚେତନତା ପ୍ରସାର କରୁଛନ୍ତି। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଟିକା ନେଇଥିବା ଲୋକଙ୍କୁ ଆକର୍ଷଣୀୟ ଅଫର୍‌ ମଧ୍ୟ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଭାରତର ସବୁଠାରୁ ଜନବହୁଳ ରାଜ୍ୟ…

ଅଲିମ୍ପିକ୍ସ କ୍ୱାଲିଫାଇ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ବିସିସିଆଇ ଦେବ ୧୦ କୋଟି ଟଙ୍କା

ନୂଆଦିଲ୍ଲୀ: ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଆଥଲେଟଙ୍କ ପ୍ରଶିକ୍ଷଣ ଏବଂ ପ୍ରସ୍ତୁତି ବାବଦକୁ ବୋର୍ଡ ୧୦ କୋଟି ଟଙ୍କା ଦେବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ…

ସ୍ପ୍ରିଣ୍ଟ କିଙ୍ଗ ମିଲଖା ସିଂ

ଭୁବନେଶ୍ୱର:ଇଣ୍ଡିଆନ୍ ଫିଲ୍ଡ ସ୍ପ୍ରିଣ୍ଟ ଲିଜେଣ୍ଡ ମିଲଖା ସିଂ । ଭାରତର ସବୁଠୁ ବଡ ନାମୀ ଖେଳାଳି ହେଉଛନ୍ତି ମିଲ୍‌ଖା । ଖାଲି ସେତିକି ନୁହେଁ ଏସିଆନ୍ ଗେମ୍ସ ଓ କମନୱେଲ୍‌ଥ ଗେମ୍ସରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମିଲଖା । ପଞ୍ଜ।।ବ…

ବଦଳିପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ; ଓଡ଼ିଶାର ଚେହେରାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦ୍ଵିତୀୟ ପାଳିର ଦୁଇ ବର୍ଷ ପୂରା କରିସାରିଥିବା ବେଳେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯଦି…

‘ଯୋଗ ଦିବସ’ ଅବସରରେ ଶିଳ୍ପୀ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ଯୋଗ ଦିବସ’ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । https://twitter.com/sudarsansand/status/1406839396758822915?s=19 ବିଶିଷ୍ଟ ବାଲୁକା…