Latest Odisha News

BREAKING NEWS

Yearly Archives

2021

[ଭିଡ଼ିଓ] ପ୍ରତିବାଦ ସହ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ଭୁବନେଶ୍ୱର: ପୋଲିସର ମାଡ ପ୍ରତିବାଦରେ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ । ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମମିତା ମେହେର ହତ୍ୟାକାଣ୍ଡରେ…

କଟକଣା କଡାକଡି : ରାତି ୧୦ପରେ ବିବାହ ପ୍ରସେସନରେ ଡିଜେ, ବାଣ ମନା

ଭୁବନେଶ୍ବର: ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା । କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ରାଜଧାନୀବାସୀ ଫୁ କରିଦେଉଛନ୍ତି । ଏବେ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତି ୧୦ଟା…

ଛୋଟ ପିଲାଙ୍କୁ ୬ମାସ ଭିତରେ ମିଳିବ ନୋଭାଭାକ୍ସ: ସିରମ୍ ଇନ୍ସଷ୍ଟିଚ୍ୟୁଟ୍

ଦିଲ୍ଲୀ: ଆସନ୍ତା ୬ମାସ ଭିତରେ ଦେଶର ଛୋଟପିଲାଙ୍କୁ ଭ୍ୟାକ୍ସିନ ମିଳିବା ନେଇ ସିରମ୍ ଇନ୍ସଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ସିରମ୍ ଇନ୍ସଷ୍ଟିଚ୍ୟୁଟର ସିଇଓ ଅଦାର ପୁନୱାଲା କହିଛନ୍ତି ୬ମାସ ଭିତରେ ନୋଭାଭାକ୍ସ କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରାଯିବ । ୩ବର୍ଷରୁ ଉର୍ଦ୍ଧ୍ୱ ପିଲାମାନଙ୍କ ଉପରେ…

ଆସନ୍ତାକାଲି ଯାଜପୁରରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତାକାଲି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ । ଏହି…

ବଲାଙ୍ଗୀର ଏସପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର : ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ବଲାଙ୍ଗୀରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଏହାର ଏସଆଇଟି ତଦନ୍ତ ଦାବିରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ…

ଓମିକ୍ରନ ଭୟ: ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧ରେ ବେଳାଭୂମିରେ ଜନସମାବେଶକୁ ନିଷିଦ୍ଧ

ଚେନ୍ନାଇ: ଓମିକ୍ରନ ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ନୂତନ କରୋନା ଭାଇରସ୍ ପ୍ରକାରର କାୟା ବିସ୍ତାର ନକରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସତର୍କତାମୂଳକ ପଦକ୍ଷେପଭାବେ ତାମିଲନାଡ଼ୁ ସରକାର ଚଳିତବର୍ଷ ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧, ୨୦୨୨ରେ ରାଜ୍ୟର ସମସ୍ତ…

ପୁସ୍ତକ ପରିଚୟ : ମୁଁ ଓ ମୁଁ

ମୁଁ ଓ ମୁଁ ମୂଳ ରଚନା : ମୃଦୁଳା ଗର୍ଗ ଅନୁବାଦ : ନୀହାରିକା ମଲ୍ଲିକ ପ୍ରକାଶକ : ଆଦିତ୍ୟ ଭାରତ ଇ ୩୯୫, ସେକ୍ଟର ୬ ସିଡିଏ କଟକ ୭୫୩୦୧୪ ପୃଷ୍ଠା : ୩୩୬ ମୂଲ୍ୟ : ୩୦୦ ଆମ ଚାରିପାଖରେ କେତେ ଘଟଣା ଘଟୁଥାଏ । କେତେ ମନେ ରଖିହୁଏ ? କିନ୍ତୁ ଲେଖକଟିଏ ସେଇ ଘଟଣାମାନଙ୍କ ଭିତରୁ…

‘PMAY’ ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି…

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି ସାଂସଦ । PMAY ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀଙ୍କୁ ବିଜେଡି ସାଂସଦ ମାନେ ଭେଟିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ…

[ଭିଡ଼ିଓ] ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା: ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା । ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି…

ଏସ୍‌ଆଇଟିର ବଡ଼ ଖୁଲାସା; ଉଦ୍ଦେଶ୍ୟମୂଳକ ଥିଲା ଲଖୀମ୍‌ପୁର ହିଂସାକାଣ୍ଡ!

ନୂଆଦିଲ୍ଲୀ: ଏସ୍‌ଆଇଟିର ବଡ଼ ଖୁଲାସା। ଲଖୀମ୍‌ପୁର ହତ୍ୟ‌ାକାଣ୍ଡରେ ନୂଆ ଟ୍ବିଷ୍ଟ। ଲକ୍ଷ୍ମୀପୁର ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଅଭିଯୁକ୍ତଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଅପରାଧ କୌଣସି…