Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ସୁରକ୍ଷିତ ଫେରିଲେ ଓଡିଆ ଡାକ୍ତରୀ ଛାତ୍ର

ଯାଜପୁର : ଋଷ ଓ ୟୁକ୍ରେନର ଯୁଦ୍ଧ ଚାଲୁଥିବା ସମୟରେ ଅନେକ ଛାତ୍ର ଛାତ୍ରୀ ସେଠାରେ ଫସିରହିଛନ୍ତି । ୧୩ ଜଣ ଛାତ୍ର ଛାତ୍ରୀ ଆଜି ନବମ ଦିନରେ ଆସି ପହଁଚିଛନ୍ତି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ । ମେଡିକାଲର ଉଚ୍ଚ ଶିକ୍ଷା ପାଇଁ ସୁଦୂର ୟୁକ୍ରେନକୁ ଯାଇଥିବା ଓଡ଼ିଆ ଛାତ୍ର…

ଭାରତ-ଶ୍ରୀଲଙ୍କା ପ୍ରଥମ କ୍ରିକେଟ ଟେଷ୍ଟ: କୋହଲି ପୁନର୍ବାର ନିରାଶ କଲେ, ଶତକ ହାସଲରୁ ପନ୍ତ ବଂଚିତ

ମୋହାଲୀ: ଏଠାରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରିଛି । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଶତକ ହାସଲ ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ଏହି ପୂର୍ବତନ ଅଧିନାୟକ ୪୫ ରନ କରି ପୁନର୍ବାର…

“ଲଭ ଗ୍ୟାରେଜ” ଓ “ପ୍ରେମ ଫର ସେଲ” ଚଳଚିତ୍ରର ଶୁଭ ମହୁରତ

ମୟୁରଭଞ୍ଜ: ସିନେମା ଜଗତକୁ ଫିକା କରିଦେଇଛି କରନା । କଟକଣା ଉଠିଲା ପରେ ପୁଣି ଚଳଚିତ୍ର ଜଗତରେ ନୂଆ ଆଶା ବାନ୍ଧିଛନ୍ତି ପ୍ରଯୋଜକ, ନିର୍ଦେଶକ ଏବଂ କଳାକାର। କରୋନା ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଥିବା ଓମ୍ ପ୍ରଡକ୍ସନର ଦୁଇଟି ଓଡ଼ିଆ ଚଳଚିତ୍ରର ଆଜି ବାରିପଦା ସ୍ଥିତି ହରିହର ମନ୍ଦିରରେ ଆଜି…

ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ବୋମାମାଡ଼ ଘଟଣା: ୟୁକ୍ରେନ ରାଷ୍ଟପତି ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର: ଆଜି ୟୁକ୍ରେନର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଋଷ ସେନା ଆକ୍ରମଣ କରିଛି । ଏହି ପ୍ରସଙ୍ଗରେ ୟୁକ୍ରେନ ରାଷ୍ଟପତି ଭୋଲଦିମିର ଜେନେଲକ୍ସି ଜାପାନ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଟ୍ୱିଟ୍ କରି…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ,ଲାଞ୍ଚ ନେବାବେଳେ ଧରାପଡିଲେ

କଟକ : ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଚିନିୟର । କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । (ଆର ଆଣ୍ଡ ବି) ସେକ୍ସନ ୱାନ ,ଏସିସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବିଲ୍ ପେମେଣ୍ଟ କରିବା ପାଇଁ କଣ୍ଟ୍ରାକ୍ଟର ଠାରୁ ୧୫ ହଜାର ଟଙ୍କା ଲାଞ୍ଚ…

[ଭିଡିଓ] ଚାହୁଁ ଚାହୁଁ ଜଳିଗଲା ଟ୍ୟାଙ୍କର ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କୋରାପୁଟ : ବୋରିଗୁମ୍ମା –କୋଟପାଡରେ ଅଘଟଣ । ଚଳନ୍ତା ଟ୍ୟାଙ୍କରରେ ଲାଗିଲା ନିଆଁ । ବୋରିଗୁମ୍ମା କୋଟପାଡ ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥରେ ଚଳନ୍ତା ଟ୍ୟାଙ୍କରରେ ନିଆଁ ଲାଗି ଯାଇଛି ।ଖବର ପାଇ ଅଗ୍ନିସମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି…

କୋହଲିଙ୍କ ଆଉଟ ନେଇ ସଠିକ ଭବିଷ୍ୟବାଣୀ, ସେହ୍ୱାଗ ବି ହୋଇଗଲେ ଚକିତ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୧୦୦ତମ ଟେଷ୍ଟର ପ୍ରଥମ ଇନିଂସରେ ବହୁ ପ୍ରତୀକ୍ଷୀତ ଶତକ ହାସଲ କରିବାରୁ ବଂଚିତ ହୋଇଛନ୍ତି । ସେ ୪୫ ରନ କରି ଲାସିଥ ଏମବୁଲଦେନିୟାଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ । ତେବେ କୋହଲି ତାଙ୍କ ୧୦୦ତମ ଟେଷ୍ଟରେ ଶତକ…

[ଭିଡିଓ] ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ ,୩ ଅଭିଯୁକ୍ତ ଗିରଫ

କଟକ : କଟକରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଆଜି ଲୁଟପାଟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କଟକ ଚୌଦ୍ୱାର ଥାନା ପୋଲିସ । ଏହ ଲୁଟେରା ମାନଙ୍କ ଠାରୁ ପୋଲିସ ୨୨ ଟି ସୁନା ଚେନକୁ ଜବତ କରିଛି ପୋଲିସ । ମହିଳା ମାନଙ୍କୁ ଟାର୍ଗଟ କରି ଲୁଟପାଟ କରୁଥିଲା ଏହି ଗ୍ୟାଙ୍ଗ । ତା ସହ ପୋଲିସ ଆଖିରପେ…

ପେଶାୱାର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ: ୩୦ ମୃତ, ୫୦ରୁ ଅଧିକ ଆହତ

ପେଶାୱାର: ପାକିସ୍ତାନର ପେଶାୱର ଅଂଚଳରେ ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ୩୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ରବାନୀ ବଜାର ନିକଟରେ ଥିବା ମସଜିଦରେ ନମାଜ ପଢ଼ୁଥିବା…

[ଦେଖନ୍ତୁ ଭିଡିଓ] ଋଷିଆ-ୟୁକ୍ରେନ୍ ଯୁଦ୍ଧ ତୀବ୍ରତର: ଉତ୍କଟ ହେଉଛି ପାଣି ବିଦ୍ୟୁତ ସମସ୍ୟା

ଦିଲ୍ଲୀ : ଋଷିଆ-ୟୁକ୍ରେନ୍ ଯୁଦ୍ଧ ଜୋରଦାର ହେବାରେ ଲାଗିଛି । ନବମ ଦିନରେ ବି ତୀବ୍ରତର ହେଉଛି ଯୁଦ୍ଧ । ଯୁଦ୍ଧ ଯୋଗୁ ସବୁଆଡେ ହାହାକାର ପରିସ୍ଥିତି ଉପୁଜିବାରେ ଲାଗିଲାଣି। ଆକ୍ରମଣରେ ସବୁଆଡେ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲାଣି। କିଛି ସ୍ଥାନରେ ଜଳ ବିଦ୍ୟୁତ ସମସ୍ୟା ଉପୁଜିଲାଣି। ହେଲେ ସେପଟେ…