ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ଅପକମିଂ ଫିଲ୍ମ ‘ପୋନ୍ନିୟିନ୍ ସେଲ୍ଭାନ ଆଇ’ର ଫାଷ୍ଟ ଲୁକ୍ ରିଲିଜ
ମୁମ୍ବାଇ : ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କ ଅପକମିଂ ଫିଲ୍ମ ''ପୋନ୍ନିୟିନ୍ ସେଲଭାନ୍ ଆଇ'' ର ଫାଷ୍ଟା ଲୁକ୍ ରିଲିଜ ହୋଇଯାଇଛି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା ହୋଇଯାଇଛି । ୨୦୨୨ ସେପ୍ଟେମ୍ବର ୩୦ ତାରିଖରେ ଫିଲ୍ମଟି…