Latest Odisha News

BREAKING NEWS

Yearly Archives

2022

ତିନି ଶହ ରାମାୟଣ (୧)

ମୂଳ ରଚନା  : ଏ. କେ. ରାମାନୁଜନ୍  ରାମାୟଣ କେତୋଟି ? ତିନି ଶହ ? ତିନି ହଜାର ? କେତେକ ରାମାୟଣର ଶେଷରେ ଗୋଟିଏ ପ୍ରଶ୍ନ ପଚରାଯାଏ । ଏ ପର୍ଯ୍ୟନ୍ତ କେତୋଟି ରାମାୟଣ ହେଲାଣି ? ଆଉ ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ଗପଟିମାନ ମଧ୍ୟ ଅଛନ୍ତି । ଶୁଣନ୍ତୁ ସେଥିରୁ ଗୋଟିଏ । ଦିନେ ରାମ…

ଗଳ୍ପ : ଆଇଁଷ ଚିନ୍ତା

ସତ୍ୟନାରାୟଣ ଗନ୍ତାୟତ ସତ୍ୟେନ୍ଦୁ ଆଜିକାଲି କମ୍ ଖାଉଥିବା ଦେଖି ସଭିଏଁ ତା ପତ୍ନୀ ସୁତପାକୁ କହନ୍ତି, ଏତେ କମ୍ କ'ଣ ଲୋ ଖାଉଚନ୍ତି ? "ଦେଖୁଛ ତ କେମିତି ଉଙ୍ଖୁରା ଖିଆ , ତା ସହ ପୁଣି ଶାଗଡାଳ ଖିଆ ପ୍ରାଣୀଟେ ବି " ସେମାନଙ୍କ କଥାରେ କଥା ଯୋଡେ ସୁତପା ! ଏଁ, ନନ୍ ଭେଜ୍ ଜମା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୮  ବିଛଣାରେ ଗଡି ପଡି ଶୋଇବାକୁ ଚେଷ୍ଟା କଲା । ନାଁ ହବନି । ମନେ ପଡିଲେ ଛାତି ଭିତରେ କିଛି ଘଟୁଛି ଯେମିତି । ଯେମିତି ଘୂର୍ଣ୍ଣିଝଡଟେ ବାରବାର ମୁଣ୍ଡ ଟେକୁଛି । ଭାରି ଉଛନ୍ନ ବାହାରିଯିବ ପଦାକୁ । ଏଇଥି ପାଇଁ ସେ…

କଂଗ୍ରେସ ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସମସ୍ତ ଦଳକୁ ପଛରେ ପକାଇ କଂଗ୍ରେସ ଆଜି ମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ୟ୍ୟଙ୍କ ନାମ ଘୋଷଣା କରିଛି । ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ୟ୍ୟାୟରେ ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।…

ରାଜଧାନୀରେ ଆରମ୍ଭ ହେବ ମୋ ଇ-ରାଇଡ଼ ସେବା, ଇ-ରିକ୍ସା ଚଲାଇବେ କିନ୍ନର

ଭୁବନେଶ୍ୱର: କ୍ରୁଟ୍ (କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ) ଆଣିଛି ନୂଆ ସମ୍ଭାବନା । ରାଜଧାନୀରେ ଗଡ଼ିବ ମୋ ବସ ଭଳି ମୋ ଇ-ରିକ୍ସା ଓ ଇ-ବସ୍ । ତାହାକୁ ଚଳାଇବେ ମହିଳା ଓ କିନ୍ନର । ଏନେଇ ମହିଳା ଇ ଡ୍ରାନ୍ସଜେଣ୍ହରମାନଙ୍କୁ ୩ମାସ ହେବ ପ୍ରଶିକ୍ଷଣ ଦିଆଯାଉଛି । ବର୍ତ୍ତମାନ ରାଜ୍ୟ…

ଆର ପାରିରେ ସ୍ପିନ ଯାଦୁଗର ୱାର୍ଣ୍ଣେ

ମେଲବୋର୍ଣ୍ଣ: କ୍ରିକେଟ ଇତିହାସର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ଆଉ ନାହାନ୍ତି । ଏହି ଅଷ୍ଟ୍ରେଲୀୟ ବୋଲରଙ୍କ ମାତ୍ର ୫୨ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ଥାଇଲାଣ୍ଡରେ ତାଙ୍କ ନିଜସ୍ୱ ଭିଲାରେ ସଞ୍ଜାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ…

ଖାରକିଭ୍ ଛାଡିଲେ ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ , ଅନ୍ୟମାନଙ୍କୁ ଫେରଇ ଆଣିବା ପାଇଁ ଚାଲିଛି ଉଦ୍ୟମ

ଦିଲ୍ଲୀ : ଋଷ୍ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଚାଲିଛି ଉଦ୍ଧାର । ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସିଯାଇଥିବା ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ଖାରକିଭ ଯୁଦ୍ଧ…

ପୋଲାଣ୍ଡ ପଳାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି !

ମସ୍କୋ: ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି ପୋଲାଣ୍ଡ ପଳାଇଥିବା ନେଇ ରୁଷ ମିଡିଆରେ ଖବର ପ୍ରକାଶ ପାଇଛି । ଜପୋରଝିଆ ନ୍ୟୁକ୍ଲିୟର ପ୍ଲାଂଟ ଉପରେ ରୁଷିଆ କବଜା କରିବା ପରେ ଏହି ଖବର ସମ୍ମୁଖକୁ ଆସିଛି । ଅବଶ୍ୟ ଏହାର ସତ୍ୟତା ପୃଷ୍ଟି ହୋଇ ନାହିଁ । ଜେଲେଂସ୍କି ଚାହିଁଲେ ଆମେ ତାକୁ…

ଦାଦାଗିରି ପାଇଁ ଅଡୁଆରେ ପଡ଼ିଲେ ସାଂସଦ

ଭୁବନେଶ୍ୱର: ଦାଦାଗିରି ପାଇଁ ଅଡ଼ୁଆରେ ସାଂସଦ । ଗୁଣ୍ଡାଗିରି ନୁହେଁ, ଅଭିନେତାରୁ ବିଜୁ ଜନତା ଦଳର ସାଂସଦ ବନିଥିବା ଅନୁଭବ ମହାନ୍ତିଙ୍କ ନୂଆ ରିଆଲିଟି ସୋ’ରେ ମାଙ୍କଡ଼ ଧରିଥିବା ଜଣେ ମହିଳାଙ୍କ ସହିତ ଫୋଟୋ ଉଠେଇ ଓ ସୁଟିଂ କରି ଏବେ ଅଡ଼ୁଆରେ । ମାଙ୍କଡ଼ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ)…

[ଭିଡିଓ] ପରକୀୟା ପ୍ରୀତିକୁ ନେଇ ଅମାନୁଷିକ ନିର୍ଯାତନା: ତାଲିବାନୀ ଷ୍ଟାଇଲରେ ପ୍ରେମିକଙ୍କୁ ଦଣ୍ଡ ଦେଲେ ଗ୍ରାମବାସୀ

ନବରଙ୍ଗପୁର: ଯୁବକଙ୍କୁ ମହଙ୍ଗା ପଡ଼ିଲା ରାତି ଅଧରେ ବିବାହିତା ପ୍ରେମିକାକୁ ଦେଖାକରିବା । ପରକୀୟା ପ୍ରୀତି ଧରାପଡ଼ିବା ପରେ ପ୍ରେମିକକୁ ବାନ୍ଧିଲେ ଗ୍ରାମବାସୀ । ନିସ୍ତୁକ ମାଡ଼ ମାରିବା ସହ ପ୍ରେମିକ ଉଲଗ୍ନ କରି ଯୌନାଙ୍ଗରେ ନିଆଁ ଚେଙ୍କ ଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର…