Latest Odisha News

BREAKING NEWS

Yearly Archives

2022

ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ: ସିଇଓ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ଭୋଟିଂରେ ସହାୟତା ପାଇଁ ଭଲେଣ୍ଟିଅରଙ୍କୁ ପ୍ରସ୍ତୁତ କରାଯାଇଛି । ପୋଲିଂ ପାର୍ଟିଙ୍କ…

ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ମୋଟ ୧୪ ଜିଲ୍ଲାରେ ସକାଳ ୮ଟାରୁ ଭୋଟ୍ ଗ୍ରହଣ ହେଉଛି । ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ନିର୍ବାଚନରେ ମତସାବ୍ୟସ୍ତ କରିବେ ୨.୫୧ କୋଟିରୁ ଅଧିକ ଭୋଟର ।…

ଭୋଟ୍ ଦେଉଛି ପଦ୍ମପୁର, ସକାଳ ୭ଟାରୁ ମତଦାନ ଆରମ୍ଭ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସମସ୍ତ ବୁଥ ମାନଙ୍କରେ ସକାଳ ୬ ଟାରୁ ମକ୍ ପୋଲ୍ ହୋଇଥିଲା । ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ବର୍ଷା ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ ନମ୍ବର ୧୩ ରେ ମତଦାନ କରିଛନ୍ତି  । ମୋଟ…

କବିତା : ପରିଚୟ

ରୋଜାଲିନ୍ ମିଶ୍ର ଯଦି କେବେ ତୁମେ ବର୍ଷ। ହୋଇ ଏ ଜୀବନ ମରୁଦ୍ୟାନେ ପଡ଼ ଝରି, ମୁଁ ତୁମକୁ ଆବୋରି ନେବି ଅଧର ଆଶ୍ଲେଷ ଦେଇ, ଏଇ ବିରାଟ ସତ୍ତାର ପ୍ରତ୍ୟେକଟି ନୂତନ ପଲ୍ଲବର ଅନ୍ତରାଳେ ଲୁକ୍କାୟିତ ଅସ୍ତିତ୍ବ ପାଇଁ ମୁଁ ତୁମକୁ ଖୋଜିବି, ଆଉ ଜୀବନର ରନ୍ଧ୍ରେ ରନ୍ଧ୍ରେ ଅନୁଭବ…

ଭାଷା ଭାଗବତ : ଅଲଭ୍ୟ ନିର୍ଦିଷ୍ଟ ଠିକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୁ ଓ କୁ ବ୍ୟକ୍ତିର ଧାରଣା ' ଗୁଣ 'କୁ ସେ ସବୁ ଅଜଣା ଯାହାକୁ ଯେତେ ବେଶି ଜଣା ସେ ହୁଏ ସେତେ ବେଶି ବଣା ମିଳେନି ଲକ୍ଷ୍ୟର ଠିକଣା ଲାଗେ ଅଧିକ କଟକଣା ବହୁତ ହୁଏ ନିଆଅଣା କାହାକୁ ମିଳେନି ପାଉଣା ବିଶ୍ବାସ ସହ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଆମେ ଠିକ ମୁକ୍ତି ମଣ୍ଡପ ପଶ୍ଚିମରେ ଅବସ୍ଥିତ। ଶ୍ରୀ ନୃସିଂହ ମହାପ୍ରଭୁଙ୍କ ବିଷୟରେ ଆଲୋଚନା କରୁଥିଲେ। ଏକ ସୁନ୍ଦର ତଥ୍ୟ ମଧ୍ୟ ଆମ…

ଗରୁଡ଼ ପୁରାଣ ଅନୁସାରେ ଏହି ୫ଟି ଅଭ୍ୟାସ ପାଇଁ ଆପଣ ହୋଇ ପାରନ୍ତି କାଙ୍ଗାଳ

ହିନ୍ଦୁ ଧର୍ମର ୧୮ଟି ବଡ଼ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ । ଗରୁଡ଼ ପୁରାଣରେ ମୁଖ୍ୟ ଦେବତା ବିଷ୍ଣୁ । ଭଗବାନ ବିଷ୍ଣୁ ତାଙ୍କ ବାହନ ଅନେକ ପ୍ରଶ୍ନ ପଚାରିଥିବା ବେଳେ ଭଗବାନ ବିଷ୍ଣୁ ଉତ୍ତର ଦେଇଥିବା ମାନ୍ୟତା ରହିଛି । କୁହାଯାଏ ମଣିଷ ଜୀବନକୁ ସରଳ ଓ ସୁନ୍ଦର କରିବା ଲାଗି ଏଥିରେ ଅନେକ…

ଚମତ୍କାରୀ ଫେସ୍‌ ପ୍ୟାକ୍‌, ଚମକାଇବ ତ୍ୱଚା ଜାଣନ୍ତୁ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଶୀତଦିନେ ସାଧାରଣତଃ ତ୍ୱଚା ଅଧିକ ଶୁଷ୍କ ହୋଇଯାଏ । ତେଣୁ ଏହିଦିନେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ରହିଛି । ଏହାସହ କିଛି ଘରୋଇ ଚମତ୍କାରୀ ଫେସିଆଲ୍‌ ପ୍ୟାକ୍‌ ବନାଇ ମୁହଁରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ । ତେବେ ଆପଣ…

ପୁଟିନ ସିଡିରୁ ଖସି ପଡି ଅସୁସ୍ଥ !

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ । ଏକ ରିପୋର୍ଟ ଦାବି ଅନୁଯାୟୀ ସେ ଘରେ ଥିବା ସିଡିରୁ ଖସି ପଡ଼ି ତଳେ ପଡ଼ିଯିବାରୁ ଆହତ ହୋଇଛନ୍ତି । କୁହାଯାଉଛି ଯେ ଏହା ତାଙ୍କ ମେରୁଦଣ୍ଡରେ ଆଘାତ ଦେଇଛି। ସେ ପାଞ୍ଚଟି ପାହାଚ ଉପରକୁ ଯାଇଥିଲେ ଏହାପରେ ଖସି ପଡିଥିଲେ। ସେ ପଛକୁ…

ଆଜି ଦିଲ୍ଲୀ ଯିବେ ନବୀନ, ମୋଦୀଙ୍କ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ଆଜି ସକାଳେ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ସେ ସାମିଲ ହେବେ। ଭାରତ ଜି-୨୦ ଅଧ୍ୟକ୍ଷ ପଦ ପାଇବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ…