Latest Odisha News

BREAKING NEWS

Yearly Archives

2022

କଲେଜ ଓ ୟୁନିଭର୍ସିଟିରେ ଅନଲାଇନରେ ହେବ କ୍ଲାସ

ଭୁବନେଶ୍ୱର: କଲେଜ, ୟୁନିଭର୍ସିଟିକୁ ସମସ୍ତ ଉଚ୍ଚ ଶିକ୍ଷା ଅଧିନସ୍ଥ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ କଲେଜ ଓ ୟୁନିଭର୍ସିଟିରେ ଅନଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । କରୋନା…

୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିଲା କ୍ରିକେଟ: ଭାରତ-ଅଷ୍ଟ୍ରେଲିଆ ଉଦଘାଟନୀ ମୁକାବିଲା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଇଂଲଣ୍ଡରେ ବର୍ମିଂହାମରେ ଆୟୋଜିତ ହେବ । ୨୪ ବର୍ଷ ପରେ କ୍ରିକେଟ ଏହି ପ୍ରତିଯୋଗିତାକୁ ଫେରିଛି । ୮ଟି ମହିଳା ଟିମ ଏଥିରେ ଅଂଶଗ୍ରହଣ କରିବେ । ୨୯ ଜୁଲାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ ।…

ବଜେଟରେ ଶିକ୍ଷା କ୍ଷେତ୍ରରେ ୧ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ ମୋଦି ସରକାରଙ୍କ ଐତିହାସିକ ନିଷ୍ପତି : ଧର୍ମେନ୍ଦ୍ର…

ନୂଆଦିଲ୍ଲୀ :ଆର୍ଥିକ ବର୍ଷ ୨୦୨୨-୨୩ କେନ୍ଦ୍ର ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଚଳିତ ଥର ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗକୁ ଗରୁତ୍ୱ ଦିଆ ଯାଉଥିବାରୁ ଶିକ୍ଷା ବିଭାଗ ପ୍ରଥମ ଥର ପାଇଁ…

ବଜେଟରେ କେଉଁ ବିଭାଗକୁ ମିଳିଲା କେତେ ?

ନୂଆଦିଲ୍ଲୀ : ସାରା ଦେଶ ପାଇଁ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍ । ବଜେଟରେ ଅର୍ଥ ବିଭାଗକୁ ସିଂହ ଭାଗ ମିଳିଥିବା ବେଳେ ପ୍ରତିରକ୍ଷା ବିଭାଗ ବ୍ୟୟ ବରାଦ ବି ବୃଦ୍ଧି ପାଇଛି । ଅର୍ଥ ବିଭାଗକୁ ସର୍ବାଧିକ ୧୫ ଲକ୍ଷ ୩୮ ହଜାର ୭୭୯ କୋଟି ମିଳିଛି । ଅର୍ଥ ବିଭାଗକୁ ବାଦଦେଲେ ପ୍ରତିରକ୍ଷା ଲାଗି ୫…

ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା ?

ନୂଆଦିଲ୍ଲୀ : ନିରାଶ କରିଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ । ବଜେଟରେ ସେପରି କୌଣସି ବଡ଼ ଧରଣର ଘୋଷଣା ହୋଇନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାସହ ମଧ୍ୟବିତ୍ତ ପରିବାରକୁ ପୁଣି ନିରାଶ କରିଛନ୍ତି କେନ୍ଦ୍ର ସରକାର । ଆଜି ବଜେଟ ଉପସ୍ଥାପନ ହୋଇଥିବା ବେଳେ, କଣ ହୋଇଛି…

ଖୁବଶୀଘ୍ର ଆସିବ ଏଲଆଇସି ଆଇପିଓ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ ଏଲଆଇସି ଆଇପିଓକୁ ନେଇ ଦୀର୍ଘ ଦିନ ଧରି ଜାରି ରହିଛି ଆଲୋଚନା । ତେବେ ଖୁବଶୀଘ୍ର ଏଲଆଇସିର ଏହି ଆଇପିଓ ଆସିବ । ବଜେଟ ଅଭିଭାଷଣରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି…

ଅପରିବର୍ତ୍ତିତ ରହିଲା ଆୟକର ସୀମା, ମଧ୍ୟବିତ୍ତ ନିରାଶ

ନୂଆଦିଲ୍ଲୀ : ଆୟକର ଉପରେ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅପରିବର୍ତ୍ତିତ ରହିଛି ଆୟକର ସୀମା । ହେଲେ ପୁଣି ନିରାଶ ହୋଇଛନ୍ତି ମଧ୍ୟବିତ୍ତ । ଲଗାତର ଦ୍ବିତୀୟ ବର୍ଷ ପାଇଁ ଅପରିବର୍ତ୍ତିତ ରହିଛି ଆୟକର ସୀମା । ବ୍ୟକ୍ତିଗତ କର ହାର ମଧ୍ୟ ଅପରିବର୍ତ୍ତିତ…

ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ : ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ବିଭିନ୍ନ କ୍ଷେତ୍ରରେ ଉପରେ ଗୁରୁତ୍ବ ଦିଆଯାଇଛି । ବଜେଟ ଉପସ୍ଥାପନ ବେଳେ, ଡିଜିଟାଲ ୟୁନିଭର୍ସିଟି…

ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ,କର୍ପୋରେଟ କମ୍ପାନୀ ଲାଭବାନ ହେବେ :ପଞ୍ଚାନନ କାନୁନଗୋ

ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କୋନୁନଗୋ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ବର୍ଷ ବଜେଟରେ ସାଧାରଣ ଜନତାଙ୍କ ପାଇଁ କିଛି ନାହିାଁ…

ୟୁପି ବିଧାନସଭା ନିର୍ବାଚନ: ହଟସିଟ କରହଲରୁ ଓହରିଲେ କଂଗ୍ରେସ ପ୍ରାର୍ଥୀ

କରହାଲ: ୟୁପି ବିଧାନସଭା ନିର୍ବାଚନର ହଟ ସିଟ ବିବେଚନା କରାଯାଉଥିବା କରହଲ ସିଟରୁ କଂଗ୍ରେସ ତାର ପ୍ରାର୍ଥୀ ପ୍ରତ୍ୟାହାର କରିନେଇଛି । କରହାଲରୁ ଜ୍ଞାନବତୀ ଯାଦବ ଏବଂ ମୈନପୁରୀରୁ ବୀନିତା ସାକ୍ୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । କରହାଲରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବଂ…