Latest Odisha News

BREAKING NEWS

Yearly Archives

2022

୨୦୨୨-୨୩ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା

ଭୁବନେଶ୍ୱର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ।ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଶିଳ୍ପୀ ସାହୁ । । ଚଳିତ ଥର ବଜେଟରୁ ସ୍ପଷ୍ଟ ହୋଇଛି ଯେ ନିକଟ ଭବିଷ୍ୟତରେ ଭାରତ ଡିଜିଟାଲ…

ଆଇପିଏଲ ମେଗା ନିଲାମରେ ଓଡିଶାରୁ ମାତ୍ର ୨ଜଣ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ମେଗା ନିଲାମ ପ୍ରକ୍ରିୟାରେ ଓଡିଶାର ମାତ୍ର ୨ଜଣ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ପୂର୍ବରୁ ଓଡିଶା କ୍ରିକେଟ ଆସୋସିଏଶନ ୫ଜଣ ଖେଳାଳିଙ୍କ ନାମ ଏଥିପାଇଁ ପଠାଇଥିଲା । ଶୁଭ୍ରାଂଶୁ ଓ ଅଭିଷେକଙ୍କ…

ବଜେଟ୍ ୨୦୨୨: ଏମଏସପି ପାଇଁ ୨.୩୭ ଲକ୍ଷ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ କୃଷି ବିକାଶ ଲାଗି ଆଖି ଦୃଶିଆ ନ ହେଲେ ବି ଚାଷ ଓ ଚାଷୀଙ୍କ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ବର୍ଷରେ କୃଷି କ୍ଷେତ୍ର ପାଇଁ ଡ୍ରୋନ୍ ବ୍ୟବହାର…

୨୦୨୨-୨୩ରେ ଆସିବ ଡିଜିଟାଲ୍ କରେନ୍ସି

ନୂଆଦିଲ୍ଲୀ: ୨୦୨୨-୨୩ରେ ଆସିବ ଡିଜିଟାଲ କରେନ୍ସି । ଯାହାକୁ ଲଞ୍ଚ କରିବ ନିଜେ ରିଜର୍ବ ବ୍ୟାଙ୍କ । ବ୍ଲକ୍ ଚେନ୍ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ମାଧ୍ୟମରେ ଜାରି ହେବ ଡିଜିଟାଲ ମୁଦ୍ରା । ଡିଜିଟାଲ କରେନ୍ସିଂ ଆୟ ଉପରେ ଲାଗିବ ୩୦ ପ୍ରତିଶତ ଟିକସ । ଏହା ଦେଶର ଅର୍ଥନୀତିକୁ ନୂଆ ଦିଗରେ ନେବ ଏବଂ…

ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ , ୨୮ଟି ଟିମ ନିୟୋଜିତ

ବ୍ରହ୍ମଗିରି : ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ । ବ୍ରହ୍ମଗିରି ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ ହୋଇଛି । ଚିଲ୍ଲିକା ଉନ୍ନୟନ କର୍ତ୍ତୁ ପକ୍ଷଙ୍କ ଦ୍ୱାରା ଏହି ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ସକାଳ ୬ଟାରୁ ଆରମ୍ଭ କରାଯାଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ବାର୍ଷିକ…

ଆଇପିଏଲ ୨୦୨୨: ଫେବୃୟାରୀ ୧୨ରୁ ନିଲାମ ପ୍ରକ୍ରିୟା, ସାମିଲ ହେବେ ୫୯୦ ଖେଳାଳି

ମୁମ୍ବାଇ: ଆଇପିଏଲ ୨୦୨୨ ସଂସ୍କରଣର ମେଗା ନିଲାମ ପ୍ରକ୍ରିୟା ଫେବୃୟାରୀ ୧୨ ଓ ୧୩ରେ ଆୟୋଜିତ ହେବ । ଏଥିରେ ୫୯୦ ଖେଳାଳି ସାମିଲ ହେବେ । ବିସିସିଆଇ ପକ୍ଷରୁ ଏ ନେଇ ତାଲିକା ଜାରୀ କରାଯାଇଛି । ପ୍ରଥମ ଥର ୧୦ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳିଙ୍କ…

ଲଞ୍ଚ ହେବ ୫G, ସବୁ ଗାଁକୁ ଯିବ ଅପ୍ଟିକାଲ ଫାଇବର୍

ନୂଆଦିଲ୍ଲୀ: 5ଜି କୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଖୁସିୁ ଖବର । ସବୁ ଗଁକୁ ଯିବ ଅପ୍ଟିକାଲ ଫାଇଭର । ୨୦୨୨-୨୩ରେ 5ଜି ସେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ । ଏନେଇ ଆଜି ସାଂସଦରେ ବଜେଟ୍ ଉପସ୍ଥାପନା ସମୟରେ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ସେହିପରି ମିନିମମ ଗଭର୍ଣ୍ଣମେଣ୍ଟ…

ବଜେଟ୍‌ ୨୦୨୨ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ଲକ୍ଷ ଘର ନିର୍ମାଣ ହେବ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ କହିଛନ୍ତି । ଏହା ସାଧାରଣ ଲୋକଙ୍କ ପାଇଁ ବେଶ୍…

ପିଲାଙ୍କ ପାଇଁ ପିଏମ- ଇ- ବିଦ୍ୟା କାର୍ଯ୍ୟକ୍ରମ, ଟିଭି ଜରିଆରେ ପାଠ ପଢିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଚଳିତ ଥର ବଜେଟରେ ଅନେକ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । କରୋନା କାଳରେ ଶିକ୍ଷା କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହୋଇଥିଲା । ଶିକ୍ଷାକୁ ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ଅର୍ଥମନ୍ତ୍ରୀ ସୀତାରମଣ । ଚଳିତ ଥର ଶିକ୍ଷା କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି…

ପୁସ୍ତକ ପରିଚୟ : ଧାନ ସାଉଁଟା ଝିଅ

ଧାନ ସାଉଁଟା ଝିଅ କବି : ହୃଷିକେଶ ମଲ୍ଲିକ ପ୍ରକାଶକ : ବ୍ଲାକ ଇଗଲ ପବ୍ଲିକେସନ ପୃଷ୍ଠା : ୯୨ ମୂଲ୍ୟ : ୧୪୫ ଓଡ଼ିଆ ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା, ଓଡ଼ିଆ ଗଦ୍ୟ, ପଦ୍ୟ, ସମାଲୋଚନାରେ ଦକ୍ଷ, ଅଧ୍ୟାପନା ଓ ସମ୍ପାଦନାରେ ପାରଙ୍ଗମ,  ଆଧୁନିକ ଓଡ଼ିଆ ସାହିତ୍ୟର ପଞ୍ଚ ସଖାଙ୍କ…