Latest Odisha News

BREAKING NEWS

Yearly Archives

2022

ଏଣିକି ନିକଟସ୍ଥ ଔଷଧ ଦୋକାନରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ୍ କରୋନା ଟିକା

ନୂଆଦିଲ୍ଲୀ: ଖୁବ ଶୀଘ୍ର ନିକଟସ୍ଥ ଦୋକାନରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ କରୋନା ଟିକା । ଏହି ଦୁଇଟି ଟିକାକୁ ନିୟମିତ ବଜାରରେ ଉପଲବ୍ଧ କରିବା ପାଇଁ ଭାରତୀୟ ଔଷଧ ମହାନିର୍ଦ୍ଦେଶକ ଅନୁମତି ପ୍ରଦାନ କରିବାର ସମ୍ଭାବନା ରହିଛି । ପ୍ରତ୍ୟେକ ଔଷଧ ଦୋକାନରେ ଏହି ଦୁଇଟି କରୋନା ଟିକା ଡୋଜ ପିଛା…

[ଭିଡିଓ] ପିଏସ୍‌ଏଲ୍ (୨୦୨୨) ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ କରାଚୀ ଷ୍ଟାଡିୟମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ପାକିସ୍ତାନ ସୁପର୍ ଲିଗକୁ (ଟି-୨୦) ନେଇ ବିବାଦ ତୁଟିବାର ନାଁ ଧରୁନି । ଚଳିତବର୍ଷ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକାଧିକ ଖେଳାଳି କୋଭିଡ୍ ପଜିଟିଭି ଚିହ୍ନଟ ହୋଇଥିଲେ । ଆଉ ଏବେ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ହିଁ କରାଚୀ ଷ୍ଟାୟିଡମ୍‌ରେ ନିଆଁ ଲାଗିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ କୋହଲିଙ୍କୁ ଦିଆଯିବ ବିଶ୍ରାମ !

ନୂଆଦିଲ୍ଲୀ: ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ କ୍ରିକେଟ ସିରିଜ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ । ଅବଶ୍ୟ ଏ ନେଇ କୋହଲି କିମ୍ବା ବିସିସିଆଇ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପରେ କୋହଲି…

ଗୁଗୁଲ ସିଇଓଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସୁନ୍ଦର ପିଚାଇଙ୍କ ବ୍ୟତୀତ ଗୁଗୁଲ୍ କମ୍ପାନୀର ଅନ୍ୟ ୫ଜଣ ଅଧିକାରୀଙ୍କ ନାମରେ ମଧ୍ୟ ବୁଧବାର ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, କପି ରାଇଟ୍ ଉଲ୍ଲଂଘନ ମାମଲାରେ କୋର୍ଟର ନିର୍ଦ୍ଦେଶ ଅନୁସାରେ…

୧୯ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ପତାକା ଉଡାଇ ବାଲ ପୁରଷ୍କାର ପାଇଲେ ହାଇଦ୍ରାବାଦର ବିରାଟ

ହାଇଦ୍ରାବାଦ : ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦେଇଥାଏ । ହାଇଦ୍ରାବାଦର ୯ ବର୍ଷର ପୁଅ ବିରାଟ ଚନ୍ଦ୍ର ବାଲକୁଣ୍ଟା ୧୯ ହଜାର ଫୁଟର ପାହାଡ ଉପରେ ତ୍ରିରଙ୍ଗା ପତାକା ଉଡାଇ ରେକର୍ଡ ସୃଷ୍ଟି କରିଛନ୍ତି । ଆଜି ବିରାଟଙ୍କୁ ପ୍ରଧାନମନ୍ତ୍ରୀ ବାଲ ପୁରଷ୍କାରରେ ସମ୍ମାନୀତ କରାଯାଇଛି । ବିରାଟ…

ଗଞ୍ଜେଇ ଜବତ, ପୋଲିସ ପଞ୍ଝାରେ ୫ ଅଭିଯୁକ୍ତ

ଗଞ୍ଜାମ: ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ । ବୁଧବାର ଗଞ୍ଜାମ ବଡଗଡ ଥାନା ପୋଲିସ ପାଟ୍ରୋଲି କରୁଥିବା ସମୟରେ ୧୫୦ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଅ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଶେଷ ସୁତ୍ରରୁ ଖବର ପାଇ ବଡଗଡ ଥାନା ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ବଡଗଡ ଡାଳଖାଇ ରାସ୍ତାଦେଇ…

[ଭିଡ଼ିଓ] ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦେଶବାସୀଙ୍କ ପାଇଁ ବାର୍ତ୍ତା

କଟକ : ସାଧାରଣତନ୍ତ୍ର ଦିବସରେ ଏଭଳି ନିଜେ ଗୀତ ଲେଖି ସଂଯୋଜନା କରିବା ସହିତ ନିଜେ ରେକଡ଼ିଂ କରିଛନ୍ତି ସବିର୍ ବକ୍ସ୍ । ଦେଶାତ୍ମବୋଧକ ଗୀତ ବୋଟ୍ ସହାୟତାରେ କରାଯାଇଥିବା ବେଳେ ମହାନଦୀର ଜଳ ଭିତରେ କରାଯାଇଥିଲା ଏଭଳି କାର୍ଯ୍ୟକ୍ରମ । ଗୀତ ସମୟରେ କ୍ୟାମେରା ଖଞ୍ଜା ଯାଇ ସୁଟିଂ କରାଯାଇଥିଲା ।…

ଭାରତ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତନ କରିବା ପାଇଁ ବିସିସିଆଇକୁ ଅନୁରୋଧ କଲା ଏସଏଲସି

ନୂଆଦିଲ୍ଲୀ: ଭାରତ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତନ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଅନୁରୋଧ କରିଛି । ଏହି ଗସ୍ତରେ ପ୍ରଥମ ୨ଟି ଟେଷ୍ଟ ମ୍ୟାଚ ଏବଂ ପରେ ଟି୨୦ ସିରିଜ ଖେଳା ଯାଇଥାନ୍ତା । ଶ୍ରୀଲଙ୍କା ବୋର୍ଡ ଟି୨୦ରୁ ସିରିଜ ଆରମ୍ଭ…

ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିହାରରେ ଟ୍ରେନରେ ନିଆଁ ଲଗାଇଦେଲେ ପରୀକ୍ଷାର୍ଥୀ

ବିହାର : ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଟ୍ରେନରେ ନିଆଁ ଲଗାଇଲେ ଶତାଧିକ ଛାତ୍ରଛାତ୍ରୀ । ରେଲୁୱେ ରିକ୍ରୁଇମେଣ୍ଟ ନନଟେକ୍ନିକାଲ ପପୁଲାର କାଟାଗୋରୀ ପରୀକ୍ଷା ଫଳରେ ଅନିୟମିତତା ଅଭିଯୋଗ କରି ବିହାରର ଗୟାଠାରେ ଟ୍ରେନରେ ନିଆଁ ଲଗାଇଦେଇଛନ୍ତି ପରୀକ୍ଷାର୍ଥୀ । ଛାତ୍ରଛାତ୍ରୀ ମାନେ ଟ୍ରେନକୁ…

ବଲ ଟ୍ୟାମ୍ପରିଂ କରି ବାସନ୍ଦ ହେଲେ ନେଦରଲାଣ୍ଡ ପେସର କିଙ୍ଗମା

ଦୁବାଇ: ଦୀର୍ଘ ଦିନ ପରେ ପୁନର୍ବାର କ୍ରିକେଟରେ ବଲ ଟ୍ୟାମ୍ପରିଂ ଫେରିଛି । ଆଫାଗାନିସ୍ତାନ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ତୃତୀୟ ମ୍ୟାଚରେ ନେଦରଲାଣ୍ଡ ପେସର ଭିଭିଆନ କିଙ୍ଗମାଙ୍କ ନାମରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଥିଲା । କିଙ୍ଗମାଙ୍କୁ ଏଥିନେଇ ଆଇସିସି ୪ମ୍ୟାଚରୁ ବାସନ୍ଦ କରିଛି ।…