Latest Odisha News

BREAKING NEWS

Yearly Archives

2022

[ଭିଡ଼ିଓ] ମନେ ରହିବେ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ

ଭୁବନେଶ୍ୱର: ଆଉ ନାହାନ୍ତି କଥକ ସମ୍ରାଟ , କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । କୋଟି କୋଟି ଲୋକଙ୍କ ନିକଟରେ ପଣ୍ଡିତ ଓ ମହାରାଜ ନାମରେ ପରିଚିତ ବିର୍ଜୁ । ୮୩ ବର୍ଷ ବୟସରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣ ହରାଇଛନ୍ତି ମହାନ୍ ନୃତ୍ୟ ସମ୍ରାଟ । ଏକ ପ୍ରଖ୍ୟାତ କଥକ…

୨୫ ଯାଏ ବନ୍ଦ ରହିବ ଓଏଚ୍‌ଆରସି ଅଫିସ୍‌

ଭୁବନେଶ୍ୱର: ବନ୍ଦ ହେଲା ଓଡିଶା ମାନବ ଅଧିକାର ଆୟୋଗ (ଓଏଚ୍‌ଆରସି) ଅଫିସ୍‌। ଅଫିସ୍‌ର କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଜାନୁଆରୀ ୨୫ ଯାଏ ବନ୍ଦ କରାଯାଇଛି। ଓଏଚ୍‌ଆରସି ଏକ ବିଜ୍ଞପ୍ତିରେ ଦର୍ଶାଇଛି ଯେ ଅଫିସ୍‌ ଷ୍ଟାଫ୍‌ଙ୍କ ମଧ୍ୟରେ କରୋନା ପଜିଟିଭ ମାମଲା…

ବଞ୍ଚିଛି ମାନବିକତା, ବଳକା ଅର୍ଥ ଫେରାଇଲେ ମୃତ ଅଭିଷେକଙ୍କ ପତ୍ନୀ

ଭଦ୍ରକ: ଏବେ ବି ବଞ୍ଚିଛି ମାନବିକତା । ଦିନ ଥିଲା କରୋନା ଜନିତ ଚିକିତ୍ସା ପାଇଁ ସମସ୍ତଙ୍କର ସହାୟତା ମାଗିଥିଲେ । କିନ୍ତୁ ଚିକିତ୍ସା ପରେ ମଧ୍ୟ ସ୍ୱାମୀଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ ଡାକ୍ତର । ଆଉ ସମସ୍ତଙ୍କ ସହାୟତା କିଛି କାମରେ ଲାଗିଲା । କିନ୍ତୁ ଏବେ ସ୍ୱାମୀଙ୍କ ଚିକିତ୍ସା…

ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଅନୁଗୁଳ : ଅନୁଗୁଳରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଅନୁଗୁଳ କୋର୍ଟରୁ ୧୨ ଜଣ ସଂକ୍ରମିତ ହୋଇଥିବା ନେଇ ଓକିଲ ସଂଘ ସଭାପତି କହିଛନ୍ତି ।…

ୟୁଏଇ ବିମାନ ବନ୍ଦର ନିକଟରେ ଡ୍ରୋନ ଆକ୍ରମଣ

ଦୁବାଇ: ୟୁନାଇଟେଡ ଆରବ ଏମିରେତ (ୟୁଏଇ)ର ଆବୁଧାବି ବିମାନ ବନ୍ଦର ନିକଟରେ ଡ୍ରୋନ ଆକ୍ରମଣ ହୋଇଛି । ୟୁଏଇ ଅଧିକାରୀ ଏହି ବିସ୍ଫୋରଣ ଏବଂ ନିଆଁ ଲାଗିବା କଥାକୁ ସ୍ୱୀକାର କରିଛନ୍ତି । ୟମେନର ୟୁତି ବିଦ୍ରୋହୀ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି । ସୁରକ୍ଷାକର୍ମୀ ଆଲର୍ଟ ରହିବା ସହ ଅଧିକ…

ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି। ବିଭିନ୍ନ ସ୍ଥାନରେ ଖସୁଛି ପାରଦ। ସୋମବାର ରାତିରେ ପାରଦ ଆହୁରି ଖସିବ ଓ ଜାଡରେ ଥରିବ ସାରା ରାଜ୍ୟ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ୧୦.୫ ଡିଗ୍ରୀ ତାପମାତ୍ରା ସହିତ ଦାରିଙ୍ଗବାଡି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ…

ଥଣ୍ଡା, କାଶ ହେଲେ ନିଜକୁ ଆଇସୋଲେଟେଡ଼ କରି ରହିବାକୁ ପରାମର୍ଶ:ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଡ଼ବଲିଂ ଟାଇମ୍ କେସ୍ କମିଛି । ବର୍ତ୍ତମାନ ରାଜ୍ୟରେ ୭୫ହଜାର ଆକ୍ଟିଭ୍ କେସ୍ ଅଛନ୍ତି । ସେଥିମଧ୍ୟରୁ ୧୨ଶହ ଲୋକେ ହସ୍ପିଟାଲରେ ଅଛନ୍ତି । ହସ୍ପିଟାଲାଇଜେସନ ମଧ୍ୟ ଏତେ ଚାପରେ ନାହିଁ । ତେଣୁ ବର୍ତ୍ତମାନ ସ୍ଥିତି ଏତେ ଚିନ୍ତାଜନକ ଅବସ୍ଥାରେ ନାହିଁ । ସଂକ୍ରମଣ ଯେହେତୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ପେଟରେ ଛୁରୀ ଭୁସି ଦେଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ଛୁରୀଭୁସି ହତ୍ୟା ଉଦ୍ୟମ କଲା ସ୍ୱାମୀ । ଲକ୍ଷ୍ମୀସାଗର ଥାନା ବୁଧେଶ୍ୱରୀ କଲୋନୀରେ ଏପରି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ସ୍ତ୍ରୀ କଳ୍ପନାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ପତ୍ନୀ କଳ୍ପନା କଟକ ହସ୍ପିଟାଲ…

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ମତଦାନ ୧୪ ଫେବୃଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ୨୦ ଫେବୃଆରୀରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ପଞ୍ଜାବର ସମସ୍ତ ୧୧୭…

ସର୍ଭିସ ରାଇଫଲରୁ ଗୁଳି ଚଳାଇ ଯବାନଙ୍କ ଆତ୍ମହତ୍ୟା

ନୂଆପଡ଼ା: କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା । ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏହିଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରୁ । ସୂଚନା ଅନୁସାରେ, କୋମନା ଥାନା ଅଞ୍ଚଳର ବରକୋଟରେ ରହିଛି ସିଆରପିଏଫ କ୍ୟାମ୍ପ । କ୍ୟାମ୍ପରେ ଆଜି ସକାଳୁ…