Latest Odisha News

BREAKING NEWS

Yearly Archives

2022

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ଘଟଣାର ଯାଞ୍ଚ କରୁଥିବା ଜଷ୍ଟିସଙ୍କୁ ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ଘଟଣାର ଯାଞ୍ଚ କରୁଥିବା ପ୍ୟାନେଲର ନେତୃତ୍ୱ ନେଇଥିବା ପୂର୍ବତନ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ଧମକ ଦିଆଯାଇଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କୁ ଏକ ଧମକପୂର୍ଣ୍ଣ…

ଏମ୍‌ସର ୩୦୦ରୁ ଅଧିକ ଷ୍ଟାଫ୍‌ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବଢୁଛି କରୋନା କାୟା। ରିପୋର୍ଟ ଅନୁଯାୟୀ ଜାନୁଆରୀ ୧ରୁ ଏପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମ୍ସର ଓପିଡି ବନ୍ଦ…

ରୋଜଗାରର ଅଭିନବ ଉପାୟ; କେବଳ ଧାଡିରେ ଛିଡା ହେଲେ ମିଳୁଛି ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଚାକିରି ପାଇବା ପାଇଁ ସାରା ବିଶ୍ୱରେ ଲୋକମାନେ ନିରନ୍ତର ପରିଶ୍ରମ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଜଣେ ବ୍ୟକ୍ତି କେବଳ ଲାଇନରେ ଛିଡା ହୋଇ ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି। ଏହାକୁ ଶୁଣିଲା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। ଲଣ୍ଡନର ଏମିତି ଜଣେ ବ୍ୟକ୍ତି…

୪.୬ କୋଟି ‌ଲୋକଙ୍କୁ ଦାରିଦ୍ର୍ୟକୁ ଠେଲି ଦେଇଛି ମହାମାରୀ

ନୂଆଦିଲ୍ଲୀ: ଅକ୍ସଫାମ ଇଣ୍ଡିଆର ସଦ୍ୟତମ ରିପୋର୍ଟ ଅନୁଯାୟୀ “ଇନ୍‌ଇକ୍ବାଲିଟି କିଲ୍‌ସ' ପ୍ରକାଶ କରିଛି ଯେ ଭାରତରେ ୮୪ ପ୍ରତିଶତ ପରିବାର ଗୋଟିଏ ବର୍ଷରେ ଆୟ ହ୍ରାସର ସମ୍ମୁଖୀନ ହୋଇଥିବାବେଳେ ବିଲିୟନେୟାରଙ୍କ ସଂଖ୍ୟା ୧୦୨ ରୁ ୧୪୨ କୁ ବୃଦ୍ଧି ପାଇଛି। ମାର୍ଚ୍ଚ ମାସରେ ଭାରତରେ…

ମାଇନସ ୨୦ ଡିଗ୍ରୀରେ ଛୋଟ ଛୁଆକୁ ଛାଡି ପଳାଇଗଲା ଜନ୍ମକଲା ମାଆ…

ଭୁବନେଶ୍ୱର: ଭଗବାନ ଯାହାକୁ ବଂଚାଇବା ପାଇଁ ଚାହିଁବେ ତାକୁ କେହି ମାରିପାରିବେ ନାହିଁ । ସାଇବେରିୟାର ନୋଭୋସିବ୍ରିସ୍କରେ ଏ ଭଳି ଏକ ଘଟଣା ଘଟିଛି । ଏଠାରେ ଜଣେ ମାଆ ତାର ସଦ୍ୟଜାତ ସନ୍ତାନକୁ ମାଇନସ ୨୦ ଡିଗ୍ରୀରେ ଛାଡି ଦେଇ ପଳାଇଥିଲେ । ୫ଜଣ ଯୁବକ କାର୍ଡ ବୋର୍ଡ ବକ୍ସରେ ଥିବା ଏହି…

ଛାତରୁ ଡେଇଁ ଆତ୍ମହତ୍ୟା କଲେ ଆଇଆଇଟି ଛାତ୍ର

ମୁମ୍ବାଇ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେର ଜଣେ ଛାତ୍ର ସୋମବାର କ୍ୟାମ୍ପସ ବିଲ୍ଡିଂର ସାତ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନାନୁସାରେ, ୨୬ ବର୍ଷୀୟ ଏହି ଛାତ୍ର ଆଇଆଇଟି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସୋମବାର ଦିନ ଭୋର…

ରାଜ୍ୟରେ ୩ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୩ଜଣଙ୍କ ଜୀବନ । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୧୦ ହଜାର ୪ଶହ ୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ୩ଜଣଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…

ଟିକା ନେଇନଥିଲେ ଦେବେ ମାସିକ ଜୋରିମାନା

ନୂଆଦିଲ୍ଲୀ: ୬୦ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଲାଗି ନୂଆ ନିୟମ। ଟିକା ନନେଲେ ଭରିବେ ଜୋରିମାନା। ସୋମବାର ଠାରୁ ଗ୍ରୀସ୍‌ରେ ଏହି ନିୟମ ଲାଗୁ ହେବାକୁ ଯାଉଛି। ଶନିବାର ଦିନ ସେ କହିଛନ୍ତି ଯେ ୬୦ ରୁ ଅଧିକ ବୟସ୍କ ଯେଉଁ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଟିକାକରଣ କରିନାହାଁନ୍ତି, ସେମାନେ…

ଜାଗାବାଡିକୁ କେନ୍ଦ୍ରକରି ବୋମାମାଡ, ପୋଲିସର ଛାନଭିନ ଜାରି

ଭୁବନେଶ୍ୱର : ଜାଗାବାଡିକୁ ନେଇ ତୁମୁଳକାଣ୍ଡ । ରାଜଧାନୀ ଉପକଣ୍ଠରେ ହେଲା ବୋମାମାଡ । ବାଲିଅନ୍ତା ଥାନା ସରକଣାରେ ବୋମାମାଡ ହୋଇଛି । ଜାଗାବାଡି ବିକ୍ରି ବାବଦରେ କମିଶନ ଟଙ୍କାକୁ ନେଇ ବୋମା ଫିଙ୍ଗା ଓ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ…

କାହାକୁ ଟିକାକରଣ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ; କେନ୍ଦ୍ର

ନୂଆଦିଲ୍ଲୀ: କାହାକୁ ଟିକାକରଣ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ଭାରତ ସରକାର କହିଛନ୍ତି। ସୁପ୍ରିମକୋର୍ଟରେ ଏକ ପିଟିସନର ଜବାବରେ ଦାଖଲ କରାଯାଇଥିବା ଏକ ଆଫିଡେଭିଟ୍‌ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା କହିଛି। ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଏକ ଆଫିଡେଭିଟ୍‌ରେ କେନ୍ଦ୍ର…